/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695820979.jpg)
Bus Association
ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯାଉଛି । ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହେବା ପରେ ଏନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ୍ ବନ୍ଦ ରିବ ବୋଲି ପ୍ରଥମେ କୁହାଯାଇଛି । ସେହିଦିନ ମାଲକାନଗିରିରୁ ଲକ୍ଷ୍ମୀ ଆରମ୍ଭ ହେଉଥିବାରୁ ବସ୍ ବନ୍ଦ ଡାକରା ଦେଇଛି ସଂଘ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)