ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର। ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଗ୍ନିପଥ ଯୋଜନାର ଏହା ଭାରତୀୟ ନୌସେନାର ଦ୍ୱିତୀୟ ବ୍ୟାଚ । ପ୍ରଥମ ବ୍ୟାଚ ମାର୍ଚ୍ଚ ୨୮ ତାରିଖରେ ଆଇଏନଏସ ଚିଲିକାରୁ ୨ ହଜାର ୫୮୫ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ନୌସେନାରେ ସାମିଲ ହୋଇଥିଲେ। ଆଜି ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।
Also Read
ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର। ଅଗ୍ନିପଥ ଯୋଜନାର ଦ୍ୱାତୀୟ ବ୍ୟାଚ । ପ୍ରଥମ ବ୍ୟାଚ ମାର୍ଚ୍ଚ ୨୮ ତାରିଖରେ ଆଇଏନଏସ ଚିଲିକାରୁ ୨ ହଜାର ୫୮୫ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ନୌସେନାରେ ସାମିଲ ହୋଇଥିଲେ । ଆଜି ଦ୍ୱିତୀୟ ବ୍ୟାଚ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ#INSChilika #Agniveer pic.twitter.com/uyqJQlzN3s
— ଓଟିଭି (@otvkhabar) September 26, 2023