/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695742657.jpg)
INS Chilika
ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର। ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଗ୍ନିପଥ ଯୋଜନାର ଏହା ଭାରତୀୟ ନୌସେନାର ଦ୍ୱିତୀୟ ବ୍ୟାଚ । ପ୍ରଥମ ବ୍ୟାଚ ମାର୍ଚ୍ଚ ୨୮ ତାରିଖରେ ଆଇଏନଏସ ଚିଲିକାରୁ ୨ ହଜାର ୫୮୫ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ନୌସେନାରେ ସାମିଲ ହୋଇଥିଲେ। ଆଜି ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।
Advertisment
ଭାରତୀୟ ନୌସେନାରେ ସାମିଲ ହେବେ ୨ ହଜାର ୬୧୬ ଅଗ୍ନିବୀର। ଅଗ୍ନିପଥ ଯୋଜନାର ଦ୍ୱାତୀୟ ବ୍ୟାଚ । ପ୍ରଥମ ବ୍ୟାଚ ମାର୍ଚ୍ଚ ୨୮ ତାରିଖରେ ଆଇଏନଏସ ଚିଲିକାରୁ ୨ ହଜାର ୫୮୫ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ନୌସେନାରେ ସାମିଲ ହୋଇଥିଲେ । ଆଜି ଦ୍ୱିତୀୟ ବ୍ୟାଚ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ#INSChilika#Agniveerpic.twitter.com/uyqJQlzN3s
— ଓଟିଭି (@otvkhabar) September 26, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)