୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା ।
ସିଂହଦ୍ୱାର ପାଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କଲା ଭଳି ଦୃଶ୍ୟ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଧଳାକପଡାରେ ସମ୍ପୂର୍ଣ୍ଣ ଆବଦ୍ଧ କରିଥିଲା କିଏ ।
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା, ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି
ଶିଳ୍ପୀଙ୍କୁ ତର ନାହିଁ..ମେଢ଼ ନିର୍ମାଣରେ ଦିନ ରାତି ବିତୁଛି..ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ।
ସୋସିଆଲ୍ ମିଡିଆରେ କିଙ୍ଗ ଖାନଙ୍କ ପ୍ରଶଂସା ..ରାହୁଲ ବନିଲେ ‘ରାହୁଲ’ଙ୍କ ଫ୍ୟାନ୍
ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି ।
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯାଉଛି ।
ଗୋଟିଏ ପଟେ ଆମ ସରକାର ଆମ ଗାଁ ଆମ ବିକାଶ ଓ ନବୀନ ଓଡ଼ିଶା ଭଳି ନାରା ସହ, ଖବର କାଗଜରେ ପୁଳା ପୁଳା ବିଜ୍ଞାପନ ଦେଇ ବାହାବହା ସାଉଁଟୁଥିବା ବେଳେ ଗାଁର ବାସ୍ତବ ସ୍ଥିତି ହେଉଛି ଏମିତି ।
ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଉପରେ ଯେମିତି କାହାରି ବି ନଜର ନାହିଁ ।
କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି BMC ଓ ପୂର୍ତ୍ତ ବିଭାଗ । ମରଣଯନ୍ତାରେ ଫସୁଛନ୍ତି ଲୋକେ, କର୍ତ୍ତୃପକ୍ଷ ନୀରବ ।
ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।
ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ବ୍ୟକ୍ତି, DNA ଟେଷ୍ଟ ଦାବି । ସତ୍ୟ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ।
ଖତ ଖାଉଛି ସିଟି ବସ୍ । କେଉଁ ବସ୍ ଉପରେ ଲତା ମାଡିଗଲାଣି ତ ଆଉ କେଉଁ ବସ୍ କାଚ ଭାଙ୍ଗିଯାଇଛି । ଧାଡି ଧାଡି ହୋଇ ରହିଥିବା ସିଟ୍ ବସ୍ ଗୁଡିକ ଭାଙ୍ଗିରୁଜି ଗଲାଣି ।
ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି ।
ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।
ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି।
ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।
ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।
ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।
କଟକ SDJM କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ ।
ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍ଙ୍କୁ
ସୋସିଆଲ ମିଡିଆରେ ଉଭୟ ଉଭୟଙ୍କ ବିରୋଧରେ ଦେଉଥିଲେ କଟୁ ମନ୍ତବ୍ୟ । ସମାଲୋଚନାଠାରୁ ଆରମ୍ଭ କରି ଅପବାଦ ପର୍ଯ୍ୟନ୍ତ କେହି କାହାକୁ ଟିକେ ବି ଛାଡ଼ୁନଥିଲେ।
ଦେବବ୍ରତ ବାବୁଙ୍କୁ ନିଜ ବିଷୟରେ କିଛି ପଚାରିଲେ ସେ କିଛି କୁହନ୍ତି ନାହିଁ। ପାଖାପାଖି ଅଭଏଡ୍ କରନ୍ତି। କେବଳ ଏତିକି କୁହନ୍ତି, ମୋ ପରିଚୟ ଜାଣି କ’ଣ କରିବେ, ମୋ ଠୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ।
ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।
ସମ୍ବଲପୁର ୟୁନିଭର୍ସିଟର ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।