ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।
ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।
କଟକ SDJM କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ ।
ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍ଙ୍କୁ
ସୋସିଆଲ ମିଡିଆରେ ଉଭୟ ଉଭୟଙ୍କ ବିରୋଧରେ ଦେଉଥିଲେ କଟୁ ମନ୍ତବ୍ୟ । ସମାଲୋଚନାଠାରୁ ଆରମ୍ଭ କରି ଅପବାଦ ପର୍ଯ୍ୟନ୍ତ କେହି କାହାକୁ ଟିକେ ବି ଛାଡ଼ୁନଥିଲେ।
ଦେବବ୍ରତ ବାବୁଙ୍କୁ ନିଜ ବିଷୟରେ କିଛି ପଚାରିଲେ ସେ କିଛି କୁହନ୍ତି ନାହିଁ। ପାଖାପାଖି ଅଭଏଡ୍ କରନ୍ତି। କେବଳ ଏତିକି କୁହନ୍ତି, ମୋ ପରିଚୟ ଜାଣି କ’ଣ କରିବେ, ମୋ ଠୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ।
ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।
ସମ୍ବଲପୁର ୟୁନିଭର୍ସିଟର ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।
ଏଇଠି କି ଶାସନ ଚାଲିଛି ? ୫ କି ୬ ହଜାର ଦେଲେ ମିଳୁଛି ଆବାସ ଘର ! ଯିଏ ଦେଲା ସିଏ ପାଇଲା ଯିଏ ନଦେଲେ ସେ ଭଙ୍ଗା ଘରେ ରହିଲା। ଘର ଖଣ୍ଡିଏ ଲାଗି କାନ୍ଦିକାନ୍ଦି ଦିନ କାଟୁଛନ୍ତି ଗୋଟିଏ ପରିବାର...
ଝିଅର ଦେହ ଖରାପ, ବାରମ୍ବାର ମେଡିକାଲ ଯିବା ପରେ ବି ଭଲ ହେଲାନି । ଗୁଣିଆର ଆଶ୍ରା ନେଲେ ପରିବାର ଲୋକେ । ବାଜା ବଜାଇ ବୁଲାଇଲେ ଖଟ...ହେଲେ ପୋଲିସ ପହଞ୍ଚି...
ଦିନେ ଏଇ ଡାକ ବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉ ନାହାନ୍ତି । ମଦୁଆ ଘର କଲେଣି ଡାକ ବଙ୍ଗଳାରେ...
ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬
ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା
ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି। ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ
୩ଦଫା ଦାବି ପୂରଣ ନହେବା ଯାଏଁ ସ୍କୁଲ ନଫେରିବାକୁ ଚେତାବନୀ ।
ବୟସ ୮୦ ପାର୍ । ଅଣ୍ଟାରେ ଆଉ ବଳ ନାହିଁ ହେଲେ ମନୋବଳ ପାଇଁ ଆଜି ବି ସେ ଦୌଡୁଛନ୍ତି । ଚାରି ଚାରୋଟି ପୁଅଙ୍କର ମୃତ୍ୟୁ ପରେ ଏବେ ବଡ଼ କଷ୍ଟରେ କଟୁଛି ଦିନ...
ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣା..ସେପ୍ଟେମ୍ବର ୨୩ରେ ଅର୍ଥନୈତିକ ଅବରୋଧ ପାଇଁ ଚେତାବନୀ
ସତରେ ସରକାର କି ପ୍ରହସନ ଚଳାଇଛନ୍ତି ! ଏଠାରେ ୨୦୦ ପିଲାଙ୍କୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ନଥିବାରୁ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ..କ’ଣ ଯେ ହେବ ଏମାନଙ୍କ ଭବିଷ୍ୟତ
ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ହେଲା ଶେଷକୃତ୍ୟ..ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ସିଂ ମେହେଟ୍ଟା..ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ
ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦଲାଲ୍ ପ୍ରୀତି। ତମର ଅଧେକୁ ଆମର ଅଧେ। ଜଣେ ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବାହାଘର ପ୍ରୋତ୍ସାହନ ରାଶି ଆତ୍ମସାତ୍ ଅଭିଯୋଗ ।
ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ ।
ଦିନେ ଏମିତି କଛି କହି ଚର୍ଚ୍ଚାରେ ଥିଲେ ଅନ୍ତଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ଲେଖିକା, ପ୍ରକାଶିକା ଗୀତା ମେହଟା ।
ଯୋଗଧାରିରୁ କେବେ ଗଡିବ ବସ ? କେବେ କାର୍ଯ୍ୟକ୍ଷମ ହେବ ବସଷ୍ଟାଣ୍ଡ ?
ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତ ସଂଖ୍ୟା..ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି
୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।