/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695902669.jpg)
President Draupadi Murmu Teacher
ଆନ୍ଦୋଳନରେ ରାଷ୍ଟ୍ରପତିଙ୍କ ଶିକ୍ଷକ । ଲୋୟର ପିଏମଜିରେ ରାଷ୍ଟ୍ରପତିଙ୍କ ବାଲ୍ୟଗୁରୁ ବାସୁଦେବ ବେହେରା ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ପାଇଁ ଧାରଣା ସ୍ଥଳରେ ହାତରେ ପ୍ଲାକାର୍ଡ ଧରି ବସିଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ରାଜ୍ୟ କୁମ୍ଭାର ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଧାରଣା ଦେଇଛନ୍ତି ।
ଆଜି ଯାଏଁ କୁମ୍ଭକାର ମାନେ କିଛି ପାଇନଥିବା ବେଳେ ମାଟି ବୋର୍ଡ ଗଠନ ସହ କାରିଗରଙ୍କୁ ଭତ୍ତା, ବିନା ସୁଧରେ ଋଣ, କୁମ୍ଭାର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦାବୀ କରିଛନ୍ତି ଶିକ୍ଷକ ବାସୁଦେବ ବେହେରା । ରାଜ୍ୟ ସରକାର ଦାବି ପୂରଣ କରିବେ ବୋଲି ସେ ଆଶା କରିଛନ୍ତି । ଆଗକୁ ରାଷ୍ଟ୍ରପତିଙ୍କ ସହ ଦେଖା ହେଲେ ତାଙ୍କୁ ବି ଦାବି ପତ୍ର ଦେବେ ବୋଲି କହିଛନ୍ତି ବାସୁଦେବ ସାର । ଏସବୁ କହିବା ବେଳେ ରାଷ୍ଟ୍ରପତିଙ୍କ ପାଠ ପଢେଇବା ବେଳର ମୁହୂର୍ତ୍ତକୁ ମାନେ ପକାଇଛନ୍ତି ବାସୁଦେବ ସାର ।
#ଆନ୍ଦୋଳନରେ_ରାଷ୍ଟ୍ରପତିଙ୍କ_ଶିକ୍ଷକ
ଆନ୍ଦୋଳନରେ ବସିଛନ୍ତି ରାଷ୍ଟ୍ରପତିଙ୍କ ବାଲ୍ୟଗୁରୁ ବାସୁଦେବ ବେହେରା । #Odisha#OTVpic.twitter.com/iD2iZpmeDc— ଓଟିଭି (@otvkhabar) September 28, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)