• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Lottery
ବାପ୍‌ରେ ବାପ୍‌ ! ଏତେ ଟଙ୍କା ଥାଇ ବି ମହିଳା ଏମିତି କଞ୍ଜୁସ୍‌, ଜାଣନ୍ତୁ ପୁରା କାହାଣୀ...

ଟଙ୍କାକୁ ଲୁଚାଇ ସାରିବା ପରେ ମହିଳା ଜଣକ ପୁଣି ଥରେ ସାଧାରଣ ଜୀବନ ଯାପନ ଆରମ୍ଭ କରିଦେଲେ ।

Marriage
‘ଆଉ ବାହା ହେବିନି ! ୮ଜଣ ସ୍ତ୍ରୀ ରକ୍ତ ଶୋଷି ସାରିଲେଣି, ଏଣିକି ବୃଦ୍ଧାଶ୍ରମରେ ଦିନ କାଟିବି’

‘ମୋର ୮ ଜଣ ଯାକ ସ୍ତ୍ରୀ ମୋ ଶରୀରର ଅଙ୍ଗ ଅଙ୍ଗକୁ ଖାଇ ଖୋଳ କରିସାରିଲେଣି । ଏଥିପାଇଁ ମୋର ପତ୍ନୀଙ୍କ ପ୍ରତି ଆଉ ମୋହ ମାୟା ନାହିଁ ।’

youth collects coin last 20 years
୨୦ ବର୍ଷ ହେଲା ସଂଗ୍ରହ କରୁଛନ୍ତି କଏନ୍

ସେ ଜଣେ ଜୁଡିସିଆଲ୍ ସିନିୟର କ୍ଲର୍କ.. କିନ୍ତୁ ତାଙ୍କୁ ପିଲାଟି ଦିନରୁ କଏନ ସଂଗ୍ରହ କରିବା ନିଶା ରହିଛି.. ୩୧୦ରୁ ଉର୍ଦ୍ଧ୍ୱ ପ୍ରକାର କଏନ୍‌ ସଂଗ୍ରହ କରି ସେ ଓଏମ୍‌ଜି ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

Choudwar famous Ghost house
ରହସ୍ୟମୟ ଭୂତକୋଠି ! ରାତି ତ ରାତି ଦିନରେ ବି ଶୁଭେ ବିକଟାଳ ଶବ୍ଦ...

ଚୌଦ୍ୱାରରେ ରହିଛି ରହସ୍ୟମୟ ଭୂତକୋଠି। ରାତି କଥା ଛାଡ଼ନ୍ତୁ ଦିନରେ ବି ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟ କରନ୍ତି।

  • Tuesday, 28 March 2023
  • Ghost
Theater Day
ଓଡ଼ିଶାକୁ ପୁଣି ଫେରୁଛି କି ନାଟକର ସୁବର୍ଣ୍ଣ ଯୁଗ ? ଆସୁଛି ନୂଆ କନ୍‌ସେପ୍ଟ...

ନାଟକ, ଏକ ଜୀବନ୍ତ ମାଧ୍ୟମ । ସମାଜର ପ୍ରତିଫଳନ 'ନାଟକ'ର ପ୍ରଦର୍ଶନ ପାଇଁ ଓଡ଼ିଶାରେ ଥିଲା ଅନେକ ବଡ ବଡ ତଥା ନାଁକରା ରଙ୍ଗମଂଚ । ହେଲେ ପରେ ନାଟକରେ ଭଟ୍ଟା ପଡିଛି, ଲୋକେ ଏଥିରୁ ଦୂରେଇ ଗଲେଣି । ଏପଟେ ନାଟ୍ୟକାରଙ୍କ ଆଶା, ଓଡ଼ିଶାକୁ ପୁଣି ଫେରୁଛି ନାଟକର ସୁବର୍ଣ୍ଣ ଯୁଗ । ସିନେମା ଓ ଯାତ୍ରା ଭିତରେ ବି ଲୋକେ ଟିକେଟ୍ କିଣି ନାଟକ ଦେଖିବାକୁ ଭିଡ ଲଗାଉଛନ୍ତି ।

Theater Day
ଓଡ଼ିଶାକୁ ପୁଣି ଫେରୁଛି କି ନାଟକର ସୁବର୍ଣ୍ଣ ଯୁଗ ? ଆସୁଛି ନୂଆ କନ୍‌ସେପ୍ଟ...

୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ।

Apartment
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ, ଆସିଲା ନୂଆ ଆଇନ୍

ବିଧାନସଭାରେ ବିଲ୍ ଆଗତ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଫ୍ରି ହୋଲ୍ଡ, ଲିଜ୍ ହୋଲ୍ଡ ସବୁ ଜମି ଉପରେ ଲାଗୁ ହେବ ନିୟମ ।

  • Monday, 27 March 2023
Woman Passes Driving Test at 69
DL ପାଇବାକୁ ଖର୍ଚ୍ଚ ହେଲା ୧୧ଲକ୍ଷ ; ୧୮ ବର୍ଷ ପରେ ମହିଳା ପାଇଲେ ଡ୍ରାଇଭିଂ ଲାଇସେନ୍ସ

ଏହି ମହିଳାଙ୍କ ଜୋସ୍ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମହିଳା ଜଣକ ସପ୍ତାହକୁ ୫ ଥର ଡ୍ରାଇଭିଂ ଟେଷ୍ଟ ଦେଉଥିଲେ । ଖାଲି ସେତିକି ନୁହେଁ ଏହିପରି ୩ ବର୍ଷ ଯାଏ ମହିଳା ଜଣକ ପରୀକ୍ଷା ଦେଇଚାଲିଥିଲେ ।

The person taking the interview turned out to be ex-boyfriend
ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଥିଲେ ଏକ୍ସ-ବୟଫ୍ରେଣ୍ଡ୍‌, ସାମ୍ନାରେ ଦେଖି ଯୁବତୀଙ୍କ ହୋସ୍‌ ଉଡ଼ିଗଲା...

ଇଣ୍ଟରଭିୟୁ ଦେବା ପାଇଁ ଯାଇଥିବା ବେଳେ ସାମ୍ନା ଲୋକଙ୍କୁ ଦେଖି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଜଣକ ଆଉ କେହି ନଥିଲେ ବରଂ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ଥିଲେ।

jojanara Na Hariloot
ନା ଗଛ ଅଛି ନା ତାର ବାଡ଼ : ବନୀକରଣ ନାଁରେ ଟଙ୍କା ବାଟମାରଣା

ପ୍ରଶ୍ନ ଉଠୁଛି, ଯଦି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀ ଗଛ ନାଁରେ କିକ୍ ବ୍ୟାକ୍ କରିବାକୁ ସାହସ କରୁଛନ୍ତି, ତେବେ ଅନ୍ୟ ଜିଲ୍ଲାରେ କେମିତି ଚାଲିଥିବ ପଥପାର୍ଶ୍ୱ ବନୀକରଣ ?

herd of elephants
ରାତି ଅଧରେ ସହର ଭିତରେ ହାତୀପଲ

ବିଳମ୍ବିତ ରାତିରେ ସହର ଭିତରକୁ ପଶିଲେ ହାତୀପଲ । ଝୁଲି ଝୁଲି ସହର ବୁଲିଲେ . .

  • Sunday, 26 March 2023
jojana Ra Na Hariloot
ମିଛ କାମ ହେଲେ ସତ ଟଙ୍କା ଉଠାଣ : ଟ୍ରେଞ୍ଚ ନଖୋଳି ଲକ୍ଷାଧିକ ଟଙ୍କା ଚଳୁ

ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା

Mahanadi River
ମେ’ରେ ମରିଯିବ କି ମହାନଦୀ ? ୬୦ ବର୍ଷରେ ସର୍ବନିମ୍ନ ଜଳସ୍ତର ରେକର୍ଡ

୪ ଦିନରେ ହୀରାକୁଦରେ କମିଲାଣି ଏକ ଫୁଟ୍ ଜଳସ୍ତର

balangir
ମାଆମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସିଲେ ଦେଶ ଆଗକୁ ଯିବ : ଜଗି ମଙ୍ଗତ ପଣ୍ଡା

ସମାଜସେବା କ୍ଷେତ୍ରରେ ଆଗେଇ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

  • Saturday, 25 March 2023
Snake bite
ଚୋଟ ମାରିଲା ବିଷାକ୍ତ ସାପ ! ହସ୍ପିଟାଲ ନଯାଇ ପରୀକ୍ଷା ଦେବାକୁ ଗଲେ ଛାତ୍ରୀ

ସାପ କାମୁଡ଼ିବା ପରେ ବି ପରୀକ୍ଷା ଦେବାକୁ ଗଲେ ଛାତ୍ରୀ।

Blade
କାହିଁ କେଉଁ ଅମଳରୁ ବ୍ଲେଡ୍‌ ମଝିରେ ରହିଛି ଏହି ଡିଜାଇନ୍‌ ! କାରଣ କ’ଣ..?

ବ୍ଲେଡର ଉଦ୍ଭାବନ ପଛରେ ଏକ ମଜାଦାର କାହାଣୀ ରହିଛି । ବାସ୍ତବରେ ବ୍ଲେଡ୍ ପ୍ରଥମେ ୧୯୦୧ ମସିହାରେ ୱିଲିୟମ୍ ନିକରସନଙ୍କ ସାହାଯ୍ୟରେ ଜିଲେଟ୍ କମ୍ପାନୀର ମୁଖ୍ୟ ପ୍ରତିଷ୍ଠାତା କିଙ୍ଗ କ୍ୟାମ୍ପ ଜିଲେଟ୍ ଦ୍ୱାରା ନିର୍ମିତ ହୋଇଥିଲା ।

  • Saturday, 25 March 2023
Train Ticket
ଆଶ୍ଚର୍ଯ୍ୟ !! ଟ୍ରେନ୍‌ ଟିକେଟ୍‌ କିଣୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି... କିନ୍ତୁ କାହିଁକି ?

ବିନା ଟିକେଟ୍‌ରେ ଯାତ୍ରା କଲେ ଫାଇନ୍‌ ସାଙ୍ଗକୁ କଡ଼ା କାର୍ଯ୍ୟାନୁଷ୍ଠାନ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଲୋକେ ଷ୍ଟେସନ୍‌ରେ ଟିକେଟ୍‌ କାଟୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି ।

Earth Hour
Earth Hour: ପୃଥିବୀ ପାଇଁ ଘଣ୍ଟାଟିଏ, ରାତି ୮.୩୦ରୁ ୯.୩୦ ଯାଏଁ ସବୁ ଲାଇଟ୍ ଫ୍ୟାନ୍‌ ସ୍ୱିଚ୍ ବନ୍ଦ

ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

Borewell
ବଲାଙ୍ଗିରରେ ବୋରୱେଲ୍‌ରୁ ବାହାରୁଛି ସୁନା ଗୁଣ୍ଡ...!

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ।

Constable Interview
ଚାଲିଥିଲା କନଷ୍ଟେବଳ ଚାକିରି ପାଇଁ ଫିଜିକାଲ ଟେଷ୍ଟ, ଚାଲିଗଲା ଯୁବକଙ୍କ ଜୀବନ

୧୬ ଶହ ମିଟର ଦୌଡ଼ରେ ଅଚେତ, ପରେ ମୃୃତ୍ୟୁ । ପ୍ରାଥମିକ ତଦନ୍ତ ଅନୁସାରେ ହାର୍ଟ ଆଟାକ ।

African Black Wood
ଦୁର୍ଲଭ କାଠ ! ଏହା ଦୁନିଆର ସବୁଠୁ ଦାମୀ...ଜାଣନ୍ତୁ ଏହା ରହିଛି କେଉଁଠି...

କେବଳ ଏହି ଗଛର କାଠ ନୁହେଁ ଦୁନିଆରେ ଏମିତି ଅନେକ ଜିନିଷ ରହିଛି ଯାହାର ଦାମ୍‌ ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇଦେବ ।

  • Friday, 24 March 2023
High way, Free Way, Express Way
ହାଇୱେ - ଏକ୍ସପ୍ରେସ୍‌ୱେ - ଫ୍ରିୱେ...କ’ଣ ରହିଛି ଏହା ମଧ୍ୟରେ ଫରକ ? ଜାଣନ୍ତୁ...

ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।

  • Friday, 24 March 2023
Agniveer
INS ଚିଲିକାରେ ଅଗ୍ନିବୀରଙ୍କ ଜବରଦସ୍ତ ଟ୍ରେନିଂ, ଦେଖନ୍ତୁ ଭିଡିଓ...

ଯୁଦ୍ଧ ସମୟରେ ଗୋଟିଏ ଜାହାଜରୁ ଅନ୍ୟ ଗୋଟିଏ ଜାହାଜକୁ ଯବାନମାନଙ୍କୁ ମଧ୍ୟ ସ୍ଥାନାନ୍ତର ହେବାର କୌଶଳ ଶିଖାଯାଉଛି ।

Tragic Story
ଚତୁର୍ଥୀ ଦିନ ବଚନ ଭାଙ୍ଗିଲା କନ୍ୟା : ବୟଫ୍ରେଣ୍ଡ୍ ସହ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଧରିଲା ବର

ବିବାହ ପରେ ପ୍ରଥମ ରାତ୍ରିକୁ ସ୍ମରଣୀୟ କରିବା ପାଇଁ ବର ରାଜା ସମସ୍ତ ବ୍ୟବସ୍ଥା କରିଥିଲେ । ହେଲେ ସୁହାଗ ଶେଯରେ ପହଞ୍ଚିବା ପରେ . .