• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Elderly woman
କୋକିଳାଙ୍କ କମାଲ୍‌ : ଦେଶୀ ଷ୍ଟାଇଲ୍‌ରେ ରୋଷେଇ କରି ସୋସିଆଲ ମିଡିଆରେ ମଚାଉଛନ୍ତି ଧୁମ୍‌

ବୟସ ୮୦ ପାର୍‌ ହେଲାଣି । ଦେଶୀ ଷ୍ଟାଇଲ୍‌ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା..ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ..ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି..ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ

Woman abandoned by children
ଦୁଇ ପୁଅ ଝଗଡା ଲାଗିଲେ..ମାଆକୁ ହତାଦର କଲେ..ଏବେ ଭୋକରେ କାନ୍ଦୁଛି ବୁଢୀ ମାଆ

ଦୁଇ-ଦୁଇଟି ପୁଅ..ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ

Bear attack
ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଆକ୍ରମଣର ଶିକାର

Mumbai
୨୦ ବୁଲା କୁକୁରଙ୍କୁ ମିଳିଲା ଆଧାର କାର୍ଡ, ହେଲେ କାହିଁକି ?

ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ

Child marriage
ଇଏ କେମିତିକା ପରମ୍ପରା ? ଝିଅକୁ ୧୨, ପୁଅକୁ ୧୫ ହେଲେ ବାହାଘର !

ଅଜବ ପରମ୍ପରା । ପୁଅକୁ ୧୬, ଝିଅକୁ ୧୨ ହେବା ମାତ୍ରେ ହୁଏ ବାହାଘର । ଏତେ କମ୍‌ ବର୍ଷରୁ ବିବାହ ହେଉଥିବାରୁ ଅନେକଙ୍କ ସ୍ୱାମୀ ମରିଯାଉଛନ୍ତି ...ବିଧବା ହେବା ପରେ ବି ଏକାଏକା ଜୀବନ ବିତାଉଛନ୍ତି ଏମାନେ।

couple reunites
ଘରଛାଡ଼ି ଚାଲିଯାଇଥିଲେ ପତ୍ନୀ; ଅଧକିଲୋ ଟମାଟୋ ଦେଇ ମନେଇଦେଲେ ସ୍ୱାମୀ

ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

Divyang teacher falls in love with trees in Jajpur
ଗଛ ପ୍ରେମରେ ଦିବ୍ୟାଙ୍ଗ ଶିକ୍ଷକ

ନିଜେ ଦିବ୍ୟାଙ୍ଗ...ତଥାପି ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ଦେବା ଲାଗି ଦେଉଛନ୍ତି ତାଲିମ୍‌ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏ..ବୁଲିବୁଲି ଲଗାଉଛନ୍ତି ଗଛ

  • Saturday, 15 July 2023
Woman brings torture allegations against in-laws
‘ମୋ ପୁଅ ୫ଟା ରଖିଛି’...ଏମିତି କଥା ଶୁଣି ଚିତ୍କାର କଲେ ସ୍ତ୍ରୀ...

ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ଦେଲେନି... ଏବେ ବିବାହିତ ନାରୀଙ୍କ ସହ ସ୍ୱାମୀ ରଖିଛନ୍ତି ସଂପର୍କ । ପାଦରେ ଅଳତା ଲିଭିନଥିବା ବେଳଠୁ ମତେ ଦିଆଯାଉଛି ନିର୍ଯାତନା । କାନ୍ଦି କାନ୍ଦି ଶାଶୂଘର ସାମ୍ନାରେ ବସିଛି ବୋହୂ, ସେପଟେ ଶାଶୂ କହୁଛନ୍ତି, ମୋ ପୁଅ ୫ଟା ରଖିଛି ।

Significance of x symbol behind last train coach
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ କାହିଁକି ଥାଏ “X” ଚିହ୍ନ

ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।

Girl works as domestic help, washes dishes to treat grandmother in Cuttack’s Salepur
ଆଈକୁ କ୍ୟାନସର...ଔଷଧ ଖର୍ଚ୍ଚ ଲାଗି ବାସନ ମାଜୁଛି ନାତୁଣୀ

ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ

  • Saturday, 15 July 2023
Neglected by sons, elderly woman lives a wretched life in Chandbali
ଭୋକ ଉପାସରେ ଦାଣ୍ଡରେ ପଡ଼ିଛି ମା’, ୪ ପୁଅ କେହି ପଚାରୁ ନାହାନ୍ତି...

୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାଡ଼ି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର...

  • Saturday, 15 July 2023
Puri Anand Bajar
ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକି ପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

Woman Need Husband
‘ଯିଏ ମୋ ପାଇଁ ସ୍ୱାମୀ ଖୋଜିଦେବ, ତାକୁ ଦେବି ୪ ଲକ୍ଷ’

ଲାଇଫ୍‌ ପାର୍ଟନର ଖୋଜିବା ପାଇଁ ସୋସିଆଲ୍‌ ମିଡିଆରେ ବିଜ୍ଞପ୍ତି ଦେଲେ ଜଣେ ମହିଳା । ଯୋଗ୍ୟ ବର ଖୋଜିଦେଲେ ଦେବେ ୪ ଲକ୍ଷ ଟଙ୍କା ।

Gunupur bus stand
ଦେଢ଼ କୋଟିର ବସଷ୍ଟାଣ୍ଡ, ଥରେ ହେଲେ ବି ଗାଡ଼ି ଗଲାନି

ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମିର ପାଇଲାଣି ପରିଚୟ ।

  • Friday, 14 July 2023
Inspiration
ଦିବ୍ୟାଙ୍ଗ ହେବା ପରେ ଟାଣୁଛନ୍ତି ଠେଲା ଗାଡ଼ି

ଗୋଟିଏ ହାତରେ ଟାଣୁଛନ୍ତି କାଠ ଗାଡ଼ି.. ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...

ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

  • Friday, 14 July 2023
Orphan girl
ସାବାସ୍‌ ପ୍ରଶାସନ ! ସୁଧାର ଗୃହରେ ପାଳିଥିଲେ, ଏବେ କନ୍ୟାଦାନ କଲେ...

ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

otv cares
ଓଟିଭି କେୟାର୍ସର ସହାୟତା: ସ୍ୱାବଲମ୍ବୀ କରାଇଲା ସିଲେଇ ଶିକ୍ଷା

ଓଟିଭିର ଏହି ପ୍ରୟାସକୁ ୟୁନିଭରସିଟି ଏବଂ ପ୍ରଶିକ୍ଷାର୍ଥୀ ଉଭୟେ ପ୍ରଶଂସା କରିଛନ୍ତି।

Bhubaneswar House Owner
ଘର ମାଲିକ ସାବଧାନ ! ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ

ରହିବା ପାଇଁ ଘର କରି ବ୍ୟବସାୟ କଲେ ଗଣିବେ ତଣ୍ଡ । ଘର ମାଲିକଙ୍କୁ ତାଗିଦ କଲା ଭୁବନେଶ୍ୱର ମହାନଗର ନିଗମ ।

Street Dog
ବାପା ମାଆ କାମ କରୁଥିଲେ, ପୁଅ ଖେଳୁଥିଲା ବାହାରେ... ଝୁଣିଦେଲେ ବୁଲା କୁକୁର

ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ । 

  • Thursday, 13 July 2023
Banyan tree
ବିରାଟ ବରଗଛ : ଲୋକଙ୍କ ଜୀବନ ବଞ୍ଚାଉଛି, ଆଶ୍ରା ବି ଦେଉଛି

ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ..ସବୁବେଳେ ଲୋକଙ୍କର ବଞ୍ଚାଉଛି ଜୀବନ । ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟଲୋକଙ୍କର ଦାବି

taj mahal interesting facts
ଆମ ଐତିହ୍ୟ ତାଜମହଲ; ନିର୍ମାଣ କରିଥିଲେ କେତେ ଶ୍ରମିକ, ଖର୍ଚ୍ଚ ହୋଇଥିଲା କେତେ ଟଙ୍କା ?

ଲାଲ୍‌ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...

500-years-old Banyan tree
ବିରାଟ ବରଗଛ : ଲୋକଙ୍କ ଜୀବନ ବଞ୍ଚାଉଛି, ଆଶ୍ରା ବି ଦେଉଛି

ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ...ସବୁବେଳେ ଲୋକଙ୍କର ଜୀବନ ବଞ୍ଚାଉଛି। ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ଲୋକଙ୍କ ଦାବି

  • Thursday, 13 July 2023
Odisha-Andhra Border Dispute
ସୀମା ଭିତରେ ନପଶିବାକୁ ଆନ୍ଧ୍ରକୁ ତାଗିଦ

ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।   

  • Wednesday, 12 July 2023
Bahanaga Train Tragedy
ରୋକାଯାଇ ପାରିଥାନ୍ତା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଦୁର୍ଘଟଣାକୁ

୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।