• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ନିଷେଧ କରାଯାଇଛି । ଶ୍ରଦ୍ଧାଳୁ ବା ସେମାନଙ୍କ ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ନିଷେଧ ରହିଛି

ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି । ଫଟୋ ଉଠାଇଲେ ପ୍ରଥମେ ୫୦୦, ୨ୟ ଥର ହଜାରେ ଟଙ୍କା ଜରିମାନା ଜୋରିମାନା ଦେବାକୁ ପଡ଼ିବ । ବ୍ରତ ହୋଇନଥିବା ପଣ୍ଡା ସେବକ, ଅବିବାହିତ ରାଉଳ ସେବକଙ୍କୁ ଗର୍ଭଗୃହ ମଧ୍ୟକୁ ଯାଇପାରିବେନି ।

  • Reported by:
  • Sashank Sekhar Panda