• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bigg Boss

Ankit Gupta
Ankit Gupta: ପ୍ରିୟଙ୍କା ସହ ବ୍ରେକଅପ ! କହିଲେ ଏବେ ମୁଁ ସିଙ୍ଗଲ୍

ଉଡ଼ାରିୟା ପରେ ଅଙ୍କିତ ଗୁପ୍ତା ବିଗବସ ୧୬ରେ ନଜର ଆସିଥିଲେ । ଶୋରେ ତାଙ୍କ ସହ ପ୍ରିୟଙ୍କା ଚୌଧୁରୀଙ୍କ ଖୁବ ଚର୍ଚ୍ଚ। ହୋଇଥିଲା । ଦୁହେଁ ଦୁହିଁଙ୍କର ଧ୍ୟାନ ରଖୁଥିଲେ । ସେମାନଙ୍କ ଭିତରେ ପ୍ରେମ ସଂପର୍କ ଥିବା ବି ଲୋକମାନେ କହିଥିଲେ

Karan Veer Mehra opened up about he cheated on wife
Big Boss Ex-Contestant: ଅଭିନେତା ସ୍ତ୍ରୀକୁ ଧୋକା ଦେଇ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିଲେ; ଆଉ ଏବେ….

ବଲିଉଡ୍‌ ହେଉ କି ଟିଭି ଇଣ୍ଡଷ୍ଟ୍ରି, ପ୍ରେମରେ ପଡ଼ିବା କିମ୍ବା ଧୋକା ଖାଇବା ଏଠାରେ ଏକ ସାଧାରଣ କଥା। ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପାର୍ଟନରନ୍‌ଙ୍କୁ ଧୋକା ଦେଇ ଅନ୍ୟ କୌଣସି ମହିଳା କିମ୍ବା ପୁରୁଷଙ୍କ ସହ ସମ୍ପର୍କ ତିଆରି କରନ୍ତି ଆଉ ଏନେଇ ବଦନାମ ମଧ୍ୟ ହୁଅନ୍ତି।

Shefali Jariwala relationship
Shefali Jariwala: ପ୍ରଥମ ବିବାହ ଭାଙ୍ଗିବା ପରେ ପ୍ରେମରୁ ତୁଟିଯାଇଥିଲା ମନ; ପରେ ପରାଗଙ୍କୁ କାହିଁକି କଲେ ବିବାହ

ଶେଫାଳି ଜରିୱାଲାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବହୁତ ଆଲୋଚନା ହେଉଛି। ତାଙ୍କ ସ୍ୱାମୀ ପରାଗ ତ୍ୟାଗୀଙ୍କୁ ବିବାହ କରିବା ପୂର୍ବରୁ ସେ ମିଟ୍ ବ୍ରଦର୍ସର ସଂଗୀତଜ୍ଞ ହରମିତ୍ ସିଂହଙ୍କୁ ବିବାହ କରିଥିଲେ।

Edin Rose said she is wife of cricketer shreyas iyer
Shreyas Iyer Wife: ବଡ ଖୁଲାସା କଲେ ବିଗ୍ ବସ୍‌ ସୁନ୍ଦରୀ; କହିଲେ ଶ୍ରେୟସ ଆୟର୍‌ ‘ମୋ ସ୍ୱାମୀ’

ଇଣ୍ଡଷ୍ଟ୍ରିରେ ଏପରି ଅନେକ ସୁନ୍ଦରୀ ଅଛନ୍ତି ଯେଉଁମାନେ ସେମାନଙ୍କର ଗ୍ଲାମରସ୍ ଷ୍ଟାଇଲ୍ ସହିତ ଖୋଲା କଥା ପାଇଁ ମଧ୍ୟ ଜଣାଶୁଣା। ବିଗ୍ ବସ୍‌ର ପୂର୍ବତନ ପ୍ରତିଯୋଗୀ ଥିବା ଜଣେ ସୁନ୍ଦରୀ ନିକଟରେ ଶ୍ରେୟସ ଆୟରଙ୍କୁ ନେଇ ଏପରି ଏକ ଖୁଲାସା କରିଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

Shehnaaz Gill shared sizzling pictures in white shirt shimmery skirt
Shehnaaz Gill: ଶହନାଜ ଗିଲ୍‌ ଶେୟାର କଲେ ଏମିତି ଫଟୋ; ଲୋକେ କହିଲେ ‘ନିଆଁ ଲଗାଇ ଦେଲେ’

ସଲମାନ ଖାନଙ୍କ ଶୋ 'ବିଗ୍ ବସ୍ ୧୩'ରୁ ପ୍ରସିଦ୍ଧି ହାସଲ କରିଥିବା ଶହନାଜ ଗିଲ୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ପ୍ରତିଦିନ କୌଣସି ନା କୌଣସି କାରଣରୁ ଖବରରେ ରହିଥାଆନ୍ତି। ନିକଟରେ ସେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଅପଲୋଡ୍ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି।

Shehnaaz Gill lose 12 kgs in 6 months know her diet plan
Shehnaaz Gill: କମାଲ୍ କଲେ ଶେହନାଜ; ବ୍ୟାୟାମ ନ କରି ୬ ମାସରେ କମେଇ ଦେଲେ ୧୨ କେଜି

ଆଜି ଶେହନାଜ ଗିଲଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ବିଗ୍ ବସ୍‌ରେ ମୋଟା ଦେଖାଯାଉଥିବା ଶେହନାଜ୍ ଶୋ’ରୁ ବାହାରିବା ପରେ ନିଜ ଉପରେ କାମ କରିଥିଲେ ଏବଂ ୬ ମାସରେ ୧୨ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଶେହନାଜ ଏବେ ତାଙ୍କ ଫଟୋରେ ତାଙ୍କର ସୁଦୃଢ଼ ଫିଗରକୁ ଦେଖାଇଛନ୍ତି। ଆସନ୍ତୁ ଜାଣିବା ଏହାର ରହସ୍ୟ।

Big boss 18 fame yamini malhotra to make bollywood debut
Yamini Malhotra: ‘ବିଗ୍‌ ବସ୍’ ଖୋଲିଦେଲା ୟାମିନୀଙ୍କ ଭାଗ୍ୟ; କରିବେ ବଲିଉଡ୍‌ରେ ଡେବ୍ୟୁ

ବିଗ୍ ବସ୍ ଘରକୁ ଯିବା ପରେ ପ୍ରତ୍ୟେକ ଅଭିନେତାଙ୍କ ଭାଗ୍ୟ ବଦଳିଯାଇଛି। ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡି ହୋଇଛି ଏବଂ ସେ ହେଉଛନ୍ତି ବିଗ ବସ୍ ୧୫ର ପ୍ରତିଯୋଗୀ ୟାମିନୀ ମାଲହୋତ୍ରା। ୟାମିନୀ ଖୁବ୍ ଶୀଘ୍ର ଏକ ବଲିଉଡ୍ ଫିଲ୍ମରେ ନଜର ଆସିବେ।

Tejasswi Prakash shared vacation pictures with boyfriend karan kundra
Tejasswi Prakash: ବୟଫ୍ରେଣ୍ଡ୍ ସହ ବିଦେଶରେ ଛୁଟି ଉପଭୋଗ କରୁଛନ୍ତି ତେଜସ୍ୱୀ ପ୍ରକାଶ

କୁକିଂ ରିଆଲିଟି ଶୋ’ 'ସେଲିବ୍ରିଟି ମାଷ୍ଟର ଶେଫ୍ସ'ରେ ନଜର ଆସୁଥିବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଆଜିକାଲି ତାଙ୍କ ପ୍ରେମିକ କରଣ କୁନ୍ଦ୍ରାଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି। ଏହାର ଏକ ଝଲକ ସେ ନିଜ ପ୍ରଶଂସକଙ୍କୁ ଦେଖାଇଛନ୍ତି।

Big Boss 18 Fame chum darang sizzling photoshoot in denim shirt
Big Boss 18 Fame: ‘ଗଙ୍ଗୁବାଇ କାଠିଆୱାଡି’ର ଅଭିନେତ୍ରୀ ଚୁମ୍‌ଙ୍କ କ୍ୟୁଟ୍‌ନେସ୍

'ବିଗ୍ ବସ୍ ୧୮' ପରଠାରୁ ଚୁମ୍ ଦରାଙ୍ଗ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଏକ ବୋଲ୍ଡ ଫଟୋସୁଟ୍ କରିଛନ୍ତି। ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ମଧ୍ୟ ଏହା ଉପରେ ଥରେ ନଜର ପକାଇନିଅନ୍ତୁ...

Karan veer mehra talked about relationship status with chum
Karan Veer Mehra: କରଣବୀର ତାଙ୍କ ସମ୍ପର୍କକୁ ନେଇ କଲେ ଖୁଲାସା; କାହା ପ୍ରେମରେ ପଡିଲେ….

‘ବିଗ୍ ବସ୍ ୧୮’ ରେ କରଣବୀର ମେହେରା ଏବଂ ଚୁମ୍ ଦରାଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ବାହାରକୁ ଆସିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଲା। ପ୍ରଶଂସକମାନେ ସବୁବେଳେ ଚୁମ୍ ଏବଂ କରଣବୀରଙ୍କୁ ଏକାଠି ଦେଖିବାକୁ ଚାହାଁନ୍ତି। ଏବେ କରଣବୀର ତାଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି।

Mahira Sharma shared sizzling pictures in silk saree
Bigg Boss Actress: ପତଳା ଅଣ୍ଟା ଦେଖେଇ ଲୋକଙ୍କୁ ପାଗଳ କରିବାରେ ବ୍ୟସ୍ତ ଅଭିନେତ୍ରୀ

ଲୋକପ୍ରିୟ ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ୧୩ ଫେମ୍ ଅଭିନେତ୍ରୀ ମାହିରା ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଅନେକ ହେଡଲାଇନ ଜାରି ରଖିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଶାଢି ଲୁକ୍‌ରେ ଅନେକ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଥିଲେ। ଏହି ଫଟୋଗୁଡିକରେ ତାଙ୍କ ବୋଲ୍ଡନେସ୍ ଲୋକଙ୍କୁ ପାଗଳ କରୁଛି।

BIG BOSS 18 GRAND FINALE
Big Boss 18 Grand Finale: ଅପେକ୍ଷାର ଅନ୍ତ; 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ; ଜାଣନ୍ତୁ, କେତେବେଳେ କେଉଁଠି ଦେଖିବେ?

ସମସ୍ତଙ୍କ ନଜର ବର୍ତ୍ତମାନ 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ ଉପରେ ଅଛି। ଏବଂ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀଙ୍କୁ ଜିତାଇବାକୁ ଚାହୁଁଛନ୍ତି। ଜାଣନ୍ତୁ କେତେବେଳେ ଓ କେଉଁଠି ଦେଖିବେ?

Big boss 18 wild card entry contestant who is aditi mistry
Aditi Mistry: ବିଗ୍ ବସ୍ ଘରେ ହଙ୍ଗାମା କରିବାକୁ ଆସୁଛନ୍ତି ଅଦିତି ମିସ୍ତ୍ରୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ…

ଆଜିକାଲି, ବିଗ୍ ବସ୍‌ର ୧୮ତମ ସିଜନ୍‌ରେ ୱାଇଲ୍ଡ କାର୍ଡର ପ୍ରବେଶକୁ ନେଇ ଅନେକ ଆଲୋଚନା ହେଉଛି। ଦିଗ୍‌ବିଜୟ ସିଂହ ରାଠୀ ଏବଂ କାଶୀଶ କପୁରଙ୍କ ପରେ ଆଉ ଜଣେ ନୂଆ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଘରେ ପ୍ରବେଶ କରିବାକୁ ନେଇ ଆଲୋଚନା ହେଉଛି। ଆସନ୍ତୁ ଜାଣିବା ଏହି ପ୍ରତିଯୋଗୀ କିଏ ଯିଏ ଖୁବ୍ ଶୀଘ୍ର ବିଗ୍ ବସ୍ ଘରେ ପ୍ରବେଶ କରିବେ।

chahat pandey proposed salman khan for marriage
Salman Khan: ସଲମାନ ଖାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଏହି ସୁନ୍ଦରୀ, କହିଲେ “ଆପଣ ମୋତେ ବିବାହ କରନ୍ତୁ”

‘ବିଗ୍ ବସ୍ ୧୮’ର ‘ୱିକେଣ୍ଡ୍‌ କା ୱାର୍‌’ରେ ଜଣେ ପ୍ରତିଯୋଗୀ ସଲମାନ ଖାନଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଛନ୍ତି, ଯାହା ଫଳରେ ଘରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରିକି ସଲମାନ ଖାନ ନିଜେ ମଧ୍ୟ ପ୍ରତିଯୋଗୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ।

Salman khan started shooting for big boss amidst threats
ମୁଣ୍ଡ ଉପରେ ଝୁଲୁଛି ହତ୍ୟାର ଖଣ୍ଡା, ତଥାପି ଭାଇଜାନଙ୍କ ସୁଟିଂ ଆରମ୍ଭ

ସୁରକ୍ଷା ବିପଦ ମଧ୍ୟରେ ବଲିଉଡ ଅଭିନେତା ସଲମାନ ଖାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଅଲିଟି ଶୋ ବିଗ୍ ବସ୍ ୧୮ର ସେଟ୍‌ରେ ପହଞ୍ଚିଥିଲେ। ୫୮ ବର୍ଷୀୟ ଅଭିନେତାଙ୍କ ଚାରିପାଖରେ କଡା ସୁରକ୍ଷା ଥିଲା।

Who is sana makbul wins big boss ott 3 25 lakh cash
ବିଗ୍ ବସ୍ OTT 3 ର ବିଜେତା ମୁକୁଟ ପିନ୍ଧିଲେ ସନା ମକବୁଲ୍; ଦେଖନ୍ତୁ ତାଙ୍କର କିଛି ଆକର୍ଷଣୀୟ ଫଟୋ

ସନା ମକବୁଲ୍ 'ଲେଡି ବସ୍' ହୋଇ ବିଗ୍ ବସ୍ OTT 3 ର ବିଜେତା ମୁକୁଟ ଜିତିଛନ୍ତି। ପୂରା ସିଜନ୍‌ରେ ଦମଦାର୍ ଖେଳ ଖେଳି ସନା ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ ବିଗ୍ ବସ୍ OTT 3 ର ଏକମାତ୍ର ପ୍ରତିଯୋଗୀ ଯିଏ ଅନିଲ କପୁରଙ୍କ ଠାରୁ ପ୍ରତି ସପ୍ତାହ ଶେଷରେ କିଛି ନା କିଛି ବିଷୟରେ ଶୁଣୁଥିଲେ, କିନ୍ତୁ ସେ ପ୍ରତ୍ୟେକ ଥର ନିଜ ଦୃଷ୍ଟିକୋଣକୁ ଅତି ବୁଦ୍ଧିମାନ ଭାବରେ ଉପସ୍ଥାପନ କରୁଥିଲେ। ତାଙ୍କର ଏହି ଷ୍ଟାଇଲ୍ କାରଣରୁ ‘ବିଗ୍ ବସ୍’ର ଅନେକ ଲୋକ ତାଙ୍କୁ ସ୍ୱାର୍ଥପର ଏବଂ ମାଷ୍ଟରମାଇଣ୍ଡ ଭଳି ଶବ୍ଦ କହିଛନ୍ତି। ସନାଙ୍କ ବିଜୟ ପରେ, ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସେ ପ୍ରକୃତରେ କିଏ? ଯଦି ଆପଣ ମଧ୍ୟ ଏହା ଜାଣିବାକୁ ଚାହାଁନ୍ତି, ତେବେ ଆସନ୍ତୁ ଜାଣିବା...

Shivani kumari brutally troll for pulling adnaan sheikh pajama nara
Viral Video: ଅଦନାନ ପିନ୍ଧୁଥିଲେ ପାଇଜାମା, ଡୋର ଟାଣିଦେଲେ ଶିବାନୀ; ଯାହା ଦେଖିଲେ ହସି ହସି ଗଡିଗଲେ

ଘରେ ଘରେ ପରିଚିତ ହୋଇଥିବା ଶିବାନୀ କୁମାରୀ ମଧ୍ୟ ବିଗ୍ ବସ୍ OTT 3 ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି। ବିଗ୍ ବସ୍‌ର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ସେ ଅଦନାନ୍ ଶେଖଙ୍କ ପାଇଜାମାର ନାଡା ଟାଣୁଥିବାର ନଜର ଆସିଛନ୍ତି। ତା’ପରେ ଲୋକମାନେ ତାଙ୍କର କ୍ଲାସ୍ ନେବା ଆରମ୍ଭ କରିଦେଇଛନ୍ତି।

Big boss ott-2 falaq  naaz jad hadid evicted
'ବିଗ୍ ବସ୍ OTT 2 ରୁ ବିଦା ହେବେ ଏହି ଦୁଇ ପ୍ରତିଯୋଗୀ; ଲୋକେ ଦେଲେ ଏମିତି ପ୍ରତିକ୍ରିୟା

ଏହି ସପ୍ତାହ ସଲମାନ ଖାନଙ୍କ ଶୋ’ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହେବାକୁ ଯାଉଛି, କାରଣ ଏହି ସପ୍ତାହରେ ଡବଲ ଏଭିକ୍ସନ(ବାହାର) ହେବାକୁ ଯାଉଛି। ଜାଣନ୍ତୁ ସେମାନେ କିଏ?

SalmanKhan reacts to his fees
‘ବିଗ୍ ବସ୍ ସିଜନ ୧୬’..କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି ସଲମାନ, ଖୁଲାସା କଲେ କାରଣ

ପରଦାରେ ଖୁବ୍ ଶିଘ୍ର ଆସିବ ‘ବିଗ୍ ବସ୍ ସିଜନ ୧୬’। ସଲମାନ ଖାନ ପୁଣି ହୋଷ୍ଟ୍ କରୁଥିବା ନଜର ଆସିବେ। ତେବେ ସେ କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି, ତା’ର ଖୁଲାସା କରିଛନ୍ତି

Rahul dev opens on being part of big boss 10
ପାଖରେ କାମ ନ ଥିବାରୁ ବିଗ୍ ବସ୍‌ରେ ଭାଗ ନେଲେ ରାହୁଲ ଦେବ

ନିକଟରେ ‘ବିଗ୍ ବସ୍‌ ୧୦’ରେ ଭାଗ ନେଇଥିଲେ ରାହୁଲ ଦେବ। ଏଥିରେ ଭାଗ ନେବାକୁ ସେ ଚାହୁଁନଥିଲେ ବି ତାଙ୍କୁ କରିବାକୁ ପଡିଛି ବୋଲି ସେ କହିଛନ୍ତି। ହେଲେ ତାଙ୍କୁ ଏମିତି କାହିଁକି କରିବାକୁ ପଡିଲା ଆସନ୍ତୁ ଜାଣିବା।

Bigg Boss
ବିଗ୍ ବସ୍ ଓଟିଟିରେ ଶମିତା-ରାକେଶ, ଅକ୍ଷରା-ପ୍ରତୀକଙ୍କୁ ମିଳିଲା ଦଣ୍ଡ

ବିଗ୍ ବସ୍ ଓଟିଟିର ୧୪ତମ ଦିନ ଖୁବ ମନୋରଞ୍ଜନ ଥିବା ଦେଖାଯାଇଥିଲା। ଶୋ’ର ଏହା ଦ୍ୱିତୀୟ ରବିବାର ଥିଲା। ଏହି ସପ୍ତାହରେ ଦୁଇ ଜଣଙ୍କୁ ଶୋ’ରୁ ବାହାର କରାଯାଇଛି। ତେବେ ଦୁଃଖର କଥା ଏହା ଯେ ଭୋଟ୍ ଅଭାବରୁ ରିଦ୍ଧିମା ପଣ୍ଡିତ ଏବଂ କରଣ ନାଥଙ୍କୁ ବେଘର ହେବାକୁ ପଡିଛି। ଅନ୍ୟପକ୍ଷରେ ଯୁବପିଢିଙ୍କ ମନରେ ନିଆଁ ଲଗାଇବା ତଥା ଶୋ’କୁ ବେଶି ମନୋରଞ୍ଜନ କରିବାକୁ ଘରେ ରାଖୀ ସାୱନ୍ତଙ୍କ ଏଣ୍ଟ୍ରି ହୋଇଛି।

Malaika Arora
'ବିଗ୍ ବସ୍‌’ଙ୍କ ଘରର ତାପମାତ୍ରା ବଢେଇବାକୁ ଆସୁଛନ୍ତି ‘ପରମ ସୁନ୍ଦରୀ’ ମଲାଇକା

'ବିଗ୍ ବସ୍ ଓଟିଟି' ଆଜି ରାତି ୮ ଟାରୁ ଭୁଟ୍ ଆପ୍‌ରେ ପ୍ରଦର୍ଶିତ ହେବ। ଆଜି ସକାଳୁ ସୋସିଆଲ ମିଡିଆରେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଛି। ପ୍ରଶଂସକଙ୍କ ଖୁସିର ଜୁଆର ବୋଲ ମାନୁନି। କରଣ ଜୋହର ଏହି ଶୋ’ର ହୋଷ୍ଟ କରୁଛନ୍ତି। ସେ ଶୋ’ର ପ୍ରୋମୋରେ କହିଥିଲେ ଯେ ଏଥର ବିଗ୍ ବସ୍‌ରେ ହଟ୍‌ନେସ୍‌ର ତଡକା ଲାଗିବଏବଂ ଆମେ ଏହାର ପ୍ରଥମ ଝଲକ ମଧ୍ୟ ପାଇଛୁ। ବିଗ୍ ବସ୍‌ର ପ୍ରିମିୟମ୍ ରାତିରେ ପରମସୁନ୍ଦରୀ ମଲାଇକା ଅରୋରା ତାଙ୍କ ଡ୍ୟାନ୍ସ ଦ୍ୱାରା ଶୋ’ରେ ଗ୍ଲାମର ତଡକା ଲଗେଇବାର ନଜର ଆସିବେ।