ମୋଦି ସରକାର ବିବାହର ସର୍ବନିମ୍ନ ବୟସ ବୃଦ୍ଧି ପାଇଁ ଶୀତକାଳୀନ ଅଧିବେଶନର ଶେଷରେ ସଂସଦରେ ବିଧେୟକ ଆଣିବାକୁ ଯାଉଛନ୍ତି । ବିବାହ ପାଇଁ ମହିଳାଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ କରିବାକୁ ସନ୍ଦିଗ୍ଧ ଏବଂ ରାଜନୀତି ପ୍ରେରିତ ବୋଲି କହିଛନ୍ତି କଂଗ୍ରେସ ନେତା