ହିମାଚଳ ପ୍ରଦେଶରେ ଶୀତ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଶୀତ ଲହରୀ ରହିବା ଯୋଗୁଁ, ପାଣି ଝରଗୁଡ଼ିକ ବରଫରେ ପରିଣତ ହେଲାଣି ।