ବର୍ଷାଋତୁ ଯୋଗୁଁ ବ୍ୟାପିବାରେ ଲାଗିଛି ଡେଙ୍ଗୁ-ମ୍ୟାଲେରିଆ। ଏପରି ପରିସ୍ଥିତିରେ, ଘରେ ଏବଂ ଆଖପାଖରେ ଥିବା କିଛି ଜିନିଷ ବ୍ୟବହାର କରି ଏହାକୁ ଏଡାଇ ଦିଆଯାଇ ପାରେ। ଏନେଇ କିଛି ଟିପ୍ସକୁ ଅନୁସରଣ କରିବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।
କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।
ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ । ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ସନ୍ଦୀପଙ୍କ ପୂର୍ବତନ ସହଯୋଗୀ ।
ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା । ପାଟନାର ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କୁ ଲାଠିରେ ପିଟିଛି ପୋଲିସ।
ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ।
ଆଇସିସିର ଆଗାମୀ ଅଧ୍ୟକ୍ଷ ହୋଇପାରନ୍ତି ବିସିସିଆଇର ସମ୍ପାଦକ ଜୟ ଶାହ । ଶାହଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସମର୍ଥନ ।
୪ ଦଶନ୍ଧି ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଉଛନ୍ତି ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି ବି କରିଛନ୍ତି ନିମନ୍ତ୍ରଣ ।
ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(PGCIL)ରେ ଚାକିରି ସୁଯୋଗ। ଏନେଇ PGCIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ।
କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କୁ ନ୍ୟାୟ ଦାବି । ଆନ୍ଦୋଳନରେ ସାମିଲ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।
ଅମ୍ବରନାଥରେ ଭୟଙ୍କର ଦୃଶ୍ୟ । କାର୍କୁ ପିଟିଲା କାର୍ । ତଥାପି ମନ ବୁଝିଲାନି ଯେ, ପଛକୁ ଫେରି ପୁଣି ଥରେ ଠେଲି ନେଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।
ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ିଗଲେ। ତୁରନ୍ତ ପାଟିରୁ ସାପକୁ ବାହାର କଲେ। ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା।
'କାନ୍ତାରା' ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଗୋଟିଏ ପଟେ ପ୍ରଶଂସକମାନେ ଅଭିନେତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ଅଭିନେତା ବଲିଉଡ୍ ଇଣ୍ଡଷ୍ଟ୍ରି ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି।
ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଅନେକ ସମୟରେ ସ୍ମାର୍ଟଫୋନରେ କଥାବାର୍ତ୍ତା ହେବା ବେଳେ ଭଏସ୍ ସ୍ପଷ୍ଟ ଶୁଣାଯାଏ ନାହିଁ। ଆଜି ଆମେ ଆପଣଙ୍କୁ ଏପରି ଚାରୋଟି କୌଶଳ କହିବୁ ଯାହା ଦ୍ୱାରା ଆପଣ କୌଣସି ସେବା କେନ୍ଦ୍ରକୁ ନ ଯାଇ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏହି ସମସ୍ୟାର ସମାଧାନ କରିପାରିବେ। ଆସନ୍ତୁ ଜାଣିବା...
ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ ।
ସରକାରୀ ହସ୍ପିଟାଲରେ ସୁରକ୍ଷା ପ୍ରୋଟକଲ୍ ସମ୍ପର୍କିତ ୧୧ଟି ବିନ୍ଦୁ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦ ପ୍ରଭାବ।
ଅଧିକାଂଶ ଲୋକ ଯୋଗ ଅଭ୍ୟାସ କରିବା ସମୟରେ କିଛି ସାଧାରଣ ଭୁଲ କରନ୍ତି, ଯାହା ସକରାତ୍ମକ ହେବା ପରିବର୍ତ୍ତେ ନକରାତ୍ମକ ହୋଇଥାଏ ଆଉ ଶରୀରକୁ ବହୁ କ୍ଷତି କରିଥାଏ। ତେବେ ଯୋଗ ଅଭ୍ୟାସ କରିବାବେଳେ କେଉଁସବୁ ଭୁଲକୁ ଏଡାଇବା ଉଚିତ ଆସନ୍ତୁ ଜାଣିବା।
ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ କଲେ 10 ଜଣିଆ ଟାସ୍କଫୋର୍ସ ।
ଯୁଗ୍ମ ସଚିବ ଓ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଳାୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ନେଇ UPSC ପକ୍ଷରୁ ବାହାରିଥିଲା ବିଜ୍ଞପ୍ତି ।
କାର୍ ଭିତରେ ଥିବା ଦମ୍ପତ୍ତି ଗୁହାରି କରୁଛନ୍ତି କିନ୍ତୁ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଆକ୍ରମଣ କରିବାରେ ଲାଗିଛନ୍ତି ।
କୁହାଯାଏ ଯେ ନବଜାତ ଶିଶୁର କାନରେ କୁହାଯାଇଥିବା ପ୍ରଥମ ଶବ୍ଦ ତା’ ଜୀବନରେ ଗଭୀର ପ୍ରଭାବ ପକାଇଥାଏ ଏବଂ ସେ ଏହାକୁ ସାରା ଜୀବନ ମନେରଖିଥାଏ। ଏହି ବିଶ୍ୱାସ ସହିତ ବରେଲିର ଜଣେ ଡାକ୍ତର ନବଜାତ ଶିଶୁମାନଙ୍କ କାନରେ “ରାମ” ନାମ ଜପ କରିବାର ପରମ୍ପରା ଆରମ୍ଭ କରିଛନ୍ତି
NPCIL ରେ ଅନେକ ପଦବୀ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି। ଏନେଇ NPCIL ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣା ପରେ ତାତିଲେ ଲୋକେ । ମହାରାଷ୍ଟ୍ରର ବଦଲାପୁର ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ ।
ତୃତୀୟ ହନିମୁନ୍କୁ ଉପଭୋଗ କରୁଛନ୍ତି ସୋନାକ୍ଷୀ ସିହ୍ନା। ସେ ନଦୀ କୂଳରେ ବୁଲୁଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରୁଛନ୍ତି।