ଦିଲ୍ଲୀ ନିର୍ବାଚନ ଇନ୍ ଚାର୍ଜ ଭାବେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍ ଚାର୍ଜ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।
ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଦୂରଦ୍ରଷ୍ଟା ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ ।
ନିଜର ଅଭିନୟର ଚାତୁରିରେ ଯିଏ ଦିନେ ସମସ୍ତଙ୍କୁ ହସାଉଥିଲେ ଆଜି ସିଏ ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ବରିଷ୍ଠ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି।
ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଘର ଗାଲାକ୍ସୀ ଆପାର୍ଟମେଣ୍ଟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।
‘ଭୁଲ୍ ଭୁଲୈୟା ୩’ର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଏବେ ନିର୍ମାତା ଫିଲ୍ମର ଟାଇଟଲ୍ ଟ୍ରାକ୍ର ଟିଜର୍ ରିଲିଜ୍ କରିଛନ୍ତି। ଆସନ୍ତାକାଲି ଫିଲ୍ମର ସମ୍ପୂର୍ଣ୍ଣ ଗୀତ ମୁକ୍ତିଲାଭ କରିବ।
ଚେନ୍ନାଇ ସମେତ ତାମିଲନାଡୁର ଅନେକ ଅଞ୍ଚଳରେ ବଜ୍ରପାତ ମଧ୍ୟ ଘଟିଛି। ଏହି ସମୟରେ ଗୋଟିଏ କୋଠାକୁ ବିଜୁଳି ମାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।ଏହି ସମୟର ଦୃଶ୍ୟ ଦେଖି ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ଶାହାରୁଖ ଖାନ୍ ଏହି ଘଟଣାରୁ ଦୂରତା ବଜାୟ ରଖିବାକୁ ଚାହୁଁଛନ୍ତି ।
ଚଳିତ ସିଜିନ ପାଇଁ 'ଇମ୍ପାକ୍ଟ ପ୍ଲେୟାର' ବ୍ୟବସ୍ଥାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି ।
CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ। ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ରତନ ଟାଟା... ବିଜ୍ନେସ୍ର ବାଦଶାହା... ଟାଟା ନାନୋର ଜନକ ବୋଲି ବି ତାଙ୍କୁ କହାଯାଏ । ଦିନେ ବଜାରକୁ ନାନୋ ଆସିବା ତାଙ୍କର ସ୍ୱପ୍ନ ଥିଲା । ଆଉ ସେ ସ୍ୱପ୍ନ ପଛର ସତସତିକା କାହାଣୀ ଜାଣିଲେ ନିଶ୍ଚୟ ଏ ମଣିଷଟିକୁ ଆପଣ ହୃଦୟରୁ ସାଲୁଟ୍ କରିବେ ।
ଏହି ଦୁଇ ରାଜ୍ୟରେ ଦୁଇରୁ ତିନଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।
ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ ।
ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…
ବାବା ସିଦ୍ଦିକି ଓ ପୁଅ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ । ସୁପାରୀ କିଲରଙ୍କ ଟାର୍ଗେଟରେ ଥିଲେ ଉଭୟ ସିଦ୍ଦିକି ବାପା-ପୁଅ ।
ବାବା ସିଦ୍ଦିକି ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ୟାସିନ ଅଖତାର ଉପରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପଞ୍ଜାବ ପୋଲିସ ।
ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ ।
ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗୁରୁମେଲ୍ ବଲଜିତ ସିଂହ ଏବଂ ଧର୍ମରାଜ ରାଜେଶ କାଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବ କୁମାର ଫେରାର୍।
ଥିଏଟରରେ ‘ଜିଗ୍ରା’ ଚାଲିଥିବାବେଳେ ଆଲିଆ ଭଟ୍ଟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଲିଆ ଭଟ୍ଟ ତାଙ୍କ ଅସୁସ୍ଥତାକୁ ନେଇ ପ୍ରକାଶ କରିଛନ୍ତି। ଆଲିଆ ଭଟ୍ଟଙ୍କର ADHD ବା ଆଟେନ୍ସନ୍ ଡିଫିସିଏଟ୍ ହାଇଆକ୍ଟିଭିଟି ଡିସ୍ଅର୍ଡର୍ ଅଛି।
ମାତ୍ର ୧୭ ବର୍ଷ ବୟସରେ ଆତ୍ମହତ୍ୟା ତ କଲେ, ସେଥିରେ ଲେଖି ଦେଇଗଲେ ଏମିତି ଏକ ସୁଇସାଇଡ ନୋଟ୍, ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ୍ ।
ଶାହରୁଖ ଖାନ, ସଲମାନ ଖାନ, ଆମୀର ଖାନ, ହ୍ରିତିକ ରୋଶନ ଏବଂ ଅକ୍ଷୟ କୁମାରଙ୍କ ଭଳି ବଲିଉଡ୍ ସୁପରଷ୍ଟାର ଯାହା କରିପାରି ନାହାଁନ୍ତି, ତାହା ଅଲୁ ଅର୍ଜୁନ କରି ଦେଖେଇଛନ୍ତି। ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ୯୨୦ କୋଟି ଟଙ୍କା ରୋଜଗାର କରିଛି।
ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ବିଶେଷଜ୍ଞଙ୍କ ମତରେ ଏମିତି ୫ଟି ଜିନିଷ ରହିଛି ଯାହାକୁ କେବେ ବି ସକାଳେ ଉଠି ଦେଖିବା ଉଚିତ ନୁହେଁ। ଏହା କଥାକୁ ଅଣଦେଖା କଲେ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ସେ ସବୁ କ’ଣ ଆସନ୍ତୁ ଜାଣିବା।
ବାବାଙ୍କୁ ହତ୍ୟା: ଉଡ଼ିଗଲା ସଲମାନଙ୍କ ନିଦ । ସବୁ ଫିଲ୍ମ, ଟେଲିଭିଜନ୍ ସୁଟିଂ ବାତିଲ କଲେ ସଲମାନ୍ ଖାନ୍। ମିଟିଂ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବି ବାତିଲ କଲେ ।
ଜେଲରେ ଚାଲିଥିଲା ରାମଲୀଳା... ବାନର ଭୂମିକାରେ ଅଭିନୟ କରୁଥିଲେ କଏଦୀ । ନାଟକରେ ସୀତା ମାତାଙ୍କ ହରଣ ହେବା ପରେ ବାନର ସୀତା ମାତାଙ୍କୁ ଖୋଜିବାକୁ ଗଲେ ଯେ ଆଉ ଫେରିଲେନି । ପାଚେରି ଡେଇଁ ମାରିଲେ ଚମ୍ପଟ ।
ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।