• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Stree 2 broke gadar 2 record sunny deol praises the team
Stree 2; ‘ଗଦର ୨’କୁ ଧୂଳି ଚଟେଇଲା ‘ସ୍ତ୍ରୀ ୨’; ଫିଲ୍ମକୁ ନେଇ ଏମିତି କହିଲେ ସନ୍ନି ଦେଓଲ୍

‘ସ୍ତ୍ରୀ ୨’ କେବଳ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଫିଲ୍ମର ରୋଜଗାର ରେକର୍ଡ ଭାଙ୍ଗିଛି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ପ୍ରଥମ ସପ୍ତାହରେ ‘ଫାଇଟର’କୁ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ, ‘ସ୍ତ୍ରୀ ୨’ ସନ୍ନି ଦେଓଲଙ୍କ ‘ଗଦର ୨’କୁ ମଧ୍ୟ ଛାଡିନି।

Monkey pox
ଆପଣ ମଙ୍କିପକ୍ସ ସଂକ୍ରମିତ କି ? କେମିତି ଜାଣିବେ, କ'ଣ ଏହାର ଲକ୍ଷଣ, କେମିତି ବ୍ୟାପେ ?

କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Accident
ଭୟଙ୍କର ଦୁର୍ଘଟଣା ! ନଦୀକୁ ଖସିପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା

ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।

Uttarakhand Landslide
ପୁଣି ଭୟଙ୍କର ସ୍ଥିତି ! ଉତ୍ତରାଖଣ୍ଡରେ ଭୁସ୍ଖଳନ-ତ୍ରିପୁରାରେ ବନ୍ୟା...

ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। 

NH-55
୪ ମାସରେ ସରିବ କଟକ-ସମ୍ବଲପୁର ୫୫ ନମ୍ବର NH କାମ !

NHAI ଓଡ଼ିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହଙ୍କ ସୂଚନା । ଡିସେମ୍ବର ସୁଦ୍ଧା ସରିବ କଟକ-ସମ୍ବଲପୁର NH-55 କାମ ।

Chandrayaan 3
ଭାରତର ଚନ୍ଦ୍ର ବିଜୟକୁ ବର୍ଷେ ! ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩

ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।

Kolkata Case, Lie Detection Test
କେବଳ ସନ୍ଦୀପ ଘୋଷ ନୁହେଁ, ଆହୁରି ଅଛନ୍ତି ସଂପୃକ୍ତ ! ସନ୍ଦେହ କରୁଛି CBI...

RG କର୍ ହସ୍ପିଟାଲର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷର ହେବ ଟେଷ୍ଟ୍ । ପଲିଗ୍ରାଫ୍ ବା ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସିବିଆଇକୁ କୋର୍ଟଙ୍କ ଅନୁମତି ।

National Space Day
ଏଥର ଥିମ୍; ‘Touching Lives while Touching the Moon: India's Space Saga’

ଚଳିତବର୍ଷ ପାଳନ ହେଉଛି ପ୍ରଥମ ନ୍ୟାସନାଲ ସ୍ପେଶ୍ ଡେ । ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ରହିଛି ବର୍ଣ୍ଣାଢ୍ୟ ଉତ୍ସବ ।

Mamata Banerjee
ନାଟକ କରୁଛନ୍ତି କି ମମତା ! ଦୋଷ ଛଡ଼ାଇବାକୁ PMଙ୍କୁ ଲେଖିଲେ ଚିଠି

ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରମ୍ଭରୁ ମଉନ ଥିଲେ ମମତା । ହେଲେ ଯେତେବେଳେ ଜନସାଧାରଣ ମମତାଙ୍କ ବିରୋଧରେ ଚିତ୍କାର କରିବା ଆରମ୍ଭ କଲେ ସେତେବେଳେ ମମତାଙ୍କ ନିଦ ଭାଙ୍ଗିଲା । ଆଉ ତାପରଠାରୁ ସେ ନାଟକ ଆରମ୍ଭ କରିଛନ୍ତି ।

Kolkata Police
କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ଅଭୟାକାଣ୍ଡରେ କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା। ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ।

Kolkata Case
ପୁଅର କୁକର୍ମ ପାଇଁ ମୁଣ୍ଡ ଟେକିପାରୁନି ବିଧବା ମାଆ, ବାଟ ଚାଲିପାରୁନି ଭଉଣୀ !

ଅଭିଯୁକ୍ତ ସଞ୍ଜୟର ପରିବାର ବି ଛାରଖାର । ଦୋଷୀକୁ ଫାଶି ଦେବାକୁ ଦାବି କଲେ ସୋନାଗାଛି ଦେହଜୀବୀ ।

Hema Malini
ପ୍ରଶଂସକଙ୍କ ସହ ଏମିତି ବ୍ୟବହାର କଲେ ଅଭିନେତ୍ରୀ, ୟୁଜର୍ସ କହିଲେ ବଡ଼ ଲୋକ ଛୋଟ ହୃଦୟ

ଫଟୋ ଉଠାଇବା ବେଳେ ବିରକ୍ତ ହେଲେ ହେମାମାଳିନୀ । ଜଣେ ପ୍ରଶଂସକଙ୍କ ସହିତ ବ୍ୟବହାରକୁ ନେଇ ୟୁଜର୍ସଙ୍କ ସମାଲୋଚନା ।

Farooq Abdullah
ଫାରୁକ୍‌ ଅବଦୁଲ୍ଲାଙ୍କ ବଡ଼ ଘୋଷଣା, ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ NC

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା J-K ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସହ ମେଣ୍ଟ କରିବ ।

Doctor booked
ଚିକିତ୍ସା ବେଳେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ !

ଚିକିତ୍ସା ବାହାନାରେ କ୍ଲିନିକ ଭିତରେ ଜଣେ ଡାକ୍ତରଙ୍କ ହରକତ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନୁଆଁଇ ଦେଇଛି । ଜଣେ ୨୨ ବର୍ଷୀୟା ମହିଳା ରୋଗୀଙ୍କୁ ଅନୁପଯୁକ୍ତ ଭାବେ ଛୁଇଁବା ଅଭିଯୋଗ ହୋଇଛି ।

Supreme Court
କୋଲକାତା ଲଜ୍ଜା: ଜଷ୍ଟିସ୍‌ ପାରଦିୱାଲାଙ୍କ କଡ଼ା ଟିପ୍ପଣୀ; କହିଲେ, ୩୦ ବର୍ଷରେ ଦେଖିନି ଏଭଳି ଦାୟିତ୍ୱହୀନତା

ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

Bengaluru Landlord
ଚର୍ଚ୍ଚାରେ ଘର ମାଲିକ; ଦେଉଥିଲେ ମାଗଣା ଡିନର୍, ବଢ଼ାଉନଥିଲେ ଘର ଭଡ଼ା

ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ ।

Heroic Mother Rat
VIDEO: ହାରିଲା ମୃତ୍ୟୁ, ମରଣ ମୁହଁରୁ ଛୁଆର ଜୀବନ ଛଡ଼ାଇ ଆଣିଲା ମାଆ

ମାଆ ନିଜ ଛୁଆ ପାଇଁ ଦୁନିଆର ସବୁଠୁ ବଡ଼ ସୁରକ୍ଷା କବଚ । ଛୁଆ ଉପରେ ବିପଦ ଆସିଲେ ଦୁନିଆର ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ ।

Kolkata Rape-Murder
‘ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା, ମୋ ଭାଇକୁ କଡ଼ା ଶାସ୍ତି ମିଳୁ’

ପୀଡ଼ିତା ଅଭୟାଙ୍କ ପାଇଁ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି ଭଉଣୀ କହିଛନ୍ତି ଭାଇକୁ କଡ଼ା ଶାସ୍ତି ମିଳୁ। ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା। ସଞ୍ଜୟ ରାୟଙ୍କ ମାଆ ଓ ବଡ଼ ଭଉଣୀ ଏପରି କହିଛନ୍ତି।

Abhishek Banerjee
ପଶ୍ଚିମବଙ୍ଗରେ ବି ପାଣ୍ଡିଆନ୍‌ ଫର୍ମୁଲା; ଦିଦି ସିନା ମୁଖ୍ୟମନ୍ତ୍ରୀ ହେଲେ ଚାଲିଛି ପୁତୁରା ଶାସନ... 

ଓଡ଼ିଶାରେ ଯେମିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖେ ପାଣ୍ଡିଆନ୍‌ ରୁହନ୍ତି । ସେହିପରି ମମତାଙ୍କ ସହ ରହିଥାନ୍ତି ପୁତୁରା ଅଭିଷେକ ।

Cristiano Ronaldo
୨୪ ଘଣ୍ଟାରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର, YouTubeର ସବୁ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଚ୍ୟାନେଲ ଲଞ୍ଚ ହେବା ପରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଚ୍ୟାନେଲରେ ୨୪ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର ଯୋଡ଼ି ହୋଇଛନ୍ତି ।

Mamata Banerjee
ସଙ୍କଟରେ ମମତା ସରକାର; ନାରୀ ନିଃଶ୍ୱାସରେ ଜଳିଗଲା BJD, ଏବେ TMC ପାଳି !

ନାରୀମାନଙ୍କ ଆଖିର ଲୁହରେ ନବୀନ ସରକାରର ପତନ ଘଟିଛି। ସେହି ନାରୀର ଲୁହରେ ଖିନ୍‌ଭିନ୍‌ ହେବାକୁ ବସିଛି ମମତାଙ୍କ କ୍ଷମତା ।

If you are buying a smartphone today keep these eight things in mind
Technology: ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି କି…ଏହି ୮ଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ପସ୍ତେଇବେ

ଭାରତରେ ସ୍ମାର୍ଟଫୋନ୍ ମାର୍କେଟ୍ ବହୁତ ପ୍ରତିଯୋଗୀ ହୋଇଯାଇଛି। ଏପରି ପରିସ୍ଥିତିରେ, ସ୍ମାର୍ଟଫୋନ୍ କିଣିବାବେଳେ, ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖିବା ଉଚିତ ନଚେତ ପରେ ଅନୁତାପ କରିବାକୁ ପଡିବ। ତେବେ ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଜାଣିବା।

PM Modi In Poland
‘ତୃତୀୟ ବୃହତ ଅର୍ଥନୀତି ପାଇଁ ବେଶୀ ଦୂରରେ ନାହିଁ ଭାରତ’

ବିଶ୍ବ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ଏ କଥା କହିଛନ୍ତି। 

Kolkata rape-murder case
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି...

କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ। 

Know these yoga asanas benefits for house wife
Yogasana: ପ୍ରତ୍ୟେକ ଗୃହିଣୀଙ୍କ ପାଇଁ ୪ ସହଜ ଆଉ ଜରୁରୀ ଯୋଗାସନ; କରିଲେ ଅନେକ ଲାଭ

ଅଧିକାଂଶ ମହିଳା ମେଦବହୁଳତା, ରକ୍ତଚାପ, ସୁଗାର୍, ଥାଇରଏଡ୍ ଏବଂ ଆଣ୍ଠୁ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଗ ଏକ ମାତ୍ର ଉପାୟ।