• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Up Election Results

UP Election Result
ଅଖିଲେଶଙ୍କ ବିଜୟ ନେଇ ସର୍ତ୍ତ ଲଗାଇଥିଲେ ପଡ଼ୋଶୀ : ସପାର ପରାଜୟ ପରେ ଦେବାକୁ ପଡ଼ିଲା ବାଇକ୍‌

ସପା ସମର୍ଥକ ଅବଧେଶ କୁଶୱା ନିର୍ବାଚନୀ ମାହୋଲ ଭିତରେ ଆଲୋଚନା ଭିତରେ ହଠାତ୍ ଦିନେ ପଡୋଶୀ ଅଞ୍ଚଳରେ ରହୁଥିବା ବିଜେପି ସମର୍ଥକଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ ।

PM Modi & Yogi Adityanath
ୟୁପିରେ ମୋଦି-ଯୋଗୀଙ୍କ ହାୱାରେ ବିରୋଧୀ ଚିତ୍‌ପଟାଙ୍ଗ, ଉଡ଼ିଲା ବିଜେପିର ବିଜୟ ବାନା

ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।

Narendra Modi- Yogi Adityanath
ୟୁପିରେ ପୁଣି ବୁଲଡୋଜର ବାବାଙ୍କ ରାଜ, ୩୭ ବର୍ଷ ପରେ ଇତିହାସର ପୁନରାବୃତ୍ତି

ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ।

BSP worker suffers heart attack at counting centre
ଗୋଟିଏ ପଟେ ଚାଲିଛି ଭୋଟ୍‌ ଗଣତି, ଅନ୍ୟ ପଟେ BSP କାର୍ଯ୍ୟକର୍ତ୍ତାଙ୍କୁ ଆସିଲା ହାର୍ଟ ଆଟାକ୍‌

ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍‌ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି।

Yogi Adityanath
ବିଜେପି ଦେଲା ସ୍ଥିର ସରକାର, ଆଗରୁ ଉତ୍ତରପ୍ରଦେଶରେ ଲାଗି ରହିଥିଲା ଅସ୍ଥିରତା

ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ ।   2017 ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Yogi Adityanath & Akhilesh Yadav
ୟୁପି ମେଁ ଔର୍‌ ଏକ୍‌ ବାର୍‌ ଯୋଗୀ ସରକାର, ବେଶୀ ବାଟ ଯାଇପାରିଲାନି ସାଇକେଲ୍‌

ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍‌ ହାତେଇଛି।

PM Modi
ମୋଦିଙ୍କ ଭାବମୂର୍ତ୍ତୀ ଆଗରେ ମାଟି କାମୁଡ଼ି ଥିଲେ ବିରୋଧୀ

୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।