/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654234498.jpg)
Pushkar Singh Dhami
ଉତ୍ତରାଖଣ୍ତ ଚମ୍ପାବତ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜୟୀ ହୋଇଛନ୍ତି । ବିପୁଳ ଭୋଟ୍ରେ ସେ ବିଜୟ ଲାଭ କରିଛନ୍ତି । ଚମ୍ପାବତବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି ଧାମୀ । ୫୪ ହଜାରରୁ ଅଧିକ ଭୋଟ୍ରେ ଜିତିଛନ୍ତି ଧାମୀ । ଏଥର ନିର୍ବାଚନରେ ଉତ୍ତରାଖଣ୍ଡରେ ବିଜେପି ସରକାର ଗଠନ କରିଥିଲା ।ବିଜେପି ସରକାର ଗଢ଼ିବା ସତ୍ତ୍ୱେ ନିର୍ବାଚନରେ ହାରିଥିଲେ ଧାମୀ । ଖତିମା ଆସନରୁ ଧାମୀ ନିର୍ବାଚନ ହାରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)