ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି ।