ସଙ୍କଟରେ ତେଲୁଗୁ ପିଲ୍ମ ଶିଳ୍ପ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନିର୍ମାତାମାନେ। ଏନେଇ ଅଗଷ୍ଟ ୧ରୁ ସବୁ ଫିଲ୍ମ ସୁଟିଂ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।