• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ତିଥି – ୧୪ଶୀ ରାତ୍ରି ୦୯/୧୨ ଗତେ ଅମାବାସ୍ୟା।

ଚନ୍ଦ୍ର – ମିଥୁନ ରାତ୍ରି ୧୨/୨୧ ଗତେ କର୍କଟ । ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୨/୨୧ ପର୍ଯ୍ୟନ୍ତ । ଘାତ ବାର – କର୍କଟ ରାଶିର

ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ।

ଶୁଭ ସମୟ-

ପ୍ରାତଃ ୦୫/୨୪ ରୁ ୦୭/୦୮

ଦିବା ୧୦/୧୫ ରୁ ୧୧/୨୭

ଦିବା ୦୨/୦୨ ରୁ ୦୫/୩୦

ସନ୍ଧ୍ୟା ୦୭/୦୬ ରୁ ୧୦/୪୭

ରାତ୍ରି ୦୧/୪୩ ରୁ ୦୨/୩୯

ରାତ୍ରି ୦୪/୦୧ ରୁ ୦୫/୨୪

ଅଶୁଭ ସମୟ-

ଋାହୁକାଳ - ଦିବା ୧୧/୫୩ ରୁ ୦୧/୩୦

କାଳବେଳା - ଦିବା ୦୮/୩୮ ରୁ ୧୦/୧୫

ବାରବେଳା – ଦିବା ୧୧/୫୩ ରୁ ୦୧/୩୦

କାଳରାତ୍ରି – ରାତ୍ରି ୦୨/୩୯ ରୁ ୦୪/୦୧

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ଅର୍ଥ ଲାଭ ସାଙ୍ଗକୁ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ

ଦ୍ୱିଜା –ଯୁକ୍ତିଯୁକ୍ତ କଥା କହି ପରିସି୍ଥତିକୁ ସୁଧାର ନେବେ

କୃତିକା – ସାଧୁ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି

ପ୍ରତିକାର - ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ବୃଷ:

କୃତିକା - କୌଣସି କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ

ରୋହିଣୀ – ବ୍ୟବସାୟରେ ମାନ୍ଦା ଦେଖାଦେଇ ପାରେ

ମୃଗଶିରା – ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ

ମିଥୁନ:

ମୃଗଶିରା - ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ଅବଶ୍ୟ ସଫଳତା ପାଇବେ

ଆଦ୍ରା - ଚାକିରୀ କ୍ଷେତ୍ରରେ ଶ୍ରମ ବୃଦ୍ଧି ହେବ

ପୁନର୍ବସୁ - ଜଣେ ବନ୍ଧୁ ଆଜି ଆପଣଙ୍କ ସକାଶେ ହିତକର ହେବ

ପ୍ରତିକାର – ଗେଣଷଙ୍କର ଗାୟତ୍ରୀ ପାଠ କରନ୍ତୁ

କର୍କଟ:

ପୁନର୍ବସୁ - କଠିନ କର୍ମ ସଂମ୍ପନ କରି ପ୍ରଂଶସା ଅର୍ଜନ କରିବେ

ପୁଷ୍ୟା – ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ସୀମିତ ରହିବ

ଅଶ୍ଳେଷା - ବହୁତ ଦିନର ଅପୂର୍ବଆଶା ପୂରଣ ହେବ

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ:

ମଘା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ

ପୂ , ଫାଲଗୁନୀ - କିଛି ନୂଆ ଅଭୀଜ୍ଞତା ହାସଲ କରିବେ

ଉ ,ଫାଲଗୁନୀ – ନାକାରତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ

ପ୍ରତିକାର – ସୂର୍ଯ୍ୟ ନାରାୟଣକୁ ଜଳଦାନ କରନ୍ତୁ

କନ୍ୟା:

ଉ , ଫାଲଗୁନୀ –ନିର୍ମାଣ ମୂଳକ କାର୍ଯ୍ୟରେ ଅଗ୍ରଗତି ହୋଇପାରେ

ହସ୍ତା – ପ୍ରେମ ପ୍ରଣୟରେ ସଫଳତା ପାଇବେ

ଚିତ୍ରା – ପୂର୍ବରୁ କରିଥିବା ଯୋଜନା ପୂରା ହୋଇପାରେ

ପ୍ରତିକାର - ଗଣେଷଙ୍କୁ ଦୂବ ଦାନ କରନ୍ତୁ

ତୁଳା:

ଚିତ୍ରା – କୌଣସି କାମକୁ ତରବରିଆ ହୋଇ କରନ୍ତୁ ନାହିଁ

ସ୍ୱାତୀ – ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଛ କରନ୍ତୁ

ବିଶାଖା – ବ୍ୟବସାୟରେ ଭାବି ଚିନ୍ତି ଭାଗିଦାର କରନ୍ତୁ

ପ୍ରତିକାର – ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ

ବିଛା:

ବିଶାଖା –ଅଧିକ କ୍ରୋଧ କରିଲେ କାମରେ ଗତିରୋଧ ହେବ

ଅନୁରାଧା –ଅନ୍ୟ ମାନଙ୍କୁ ଭରସା କରନ୍ତୁ ନାହିଁ

ଜ୍ୟେଷ୍ଠା – ଖାଦ୍ୟ , ପାନୀୟ ପ୍ରତି ସଜାଗ ରୁୁହନ୍ତୁ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ:

ମୂଳା – କର୍ମ ନିଯୁକ୍ତି ଓ ସରକାରୀ ସହୟତା ପ୍ରଭୂତି ପାଇବେ

ପୂ , ଷାଢା – କୃଷି ପଶୁରେ ଉନ୍ନତି ଓ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ

ଉ , ଷାଢା – ଗାଡିମଟର କ୍ରୟ କରିବାର ଅଭିଳାଷା ପୂରଣ ହେବ

ପ୍ରତିକାର – ଗୁରୁଜନଙ୍କ ଠାରୁ ଆଶିର୍ବାଦ ନିଅନ୍ତୁ

ମକର:

ଉ , ଷାଢା - ବିଳାଶ ବେସନ, ନବଜାତ ଶିଶୁର ଆଗମନରେ ଆନନ୍ଦିତ ରହିପାରନ୍ତି

ଶ୍ରବଣା – ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ

ଧନିଷ୍ଠା –ଆତ୍ମିିୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବ

ପ୍ରତିକାର –ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

କୁମ୍ଭ:

ଧନିଷ୍ଠା - ଜୀବନ ସାଥିଙ୍କ ସହିତ କୈାଣସି କଥାରେ ମତଭେଦ ହୋଇପାରେ

ଶତଭିଷା –ପରିସ୍ଥିତି ଅତୀତର ପ୍ରସଙ୍ଗକୁ ଆପଣଙ୍କ ଆଗରେ ଆଣି ଛିଡା କରିଦେବ

ପୂ , ଭାଦ୍ରପଦ – ଶତ୍ରୁ ଓ ବିରୋଧି ମାନେ କ୍ଷତି କରି ପାରନ୍ତି

ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ

ମୀନ:

ପୂ , ଭାଦ୍ରପଦ - ପରିଶ୍ରମରୁ ଜୀବନ ସୁଖମୟ ହେବ

ଉ , ଭଦ୍ରପଦ - ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ

ରେବତୀ – ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)