• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Gajapati

Tragedy
ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ! ହସ ଖୁସିରେ ଖେଳୁଥିଲା ବେଳେ ଧରିଦେଲା ବିଦ୍ୟୁତ ତାର

ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍‌ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ।

Pradeep Panigrahi
ପ୍ରଦୀପଙ୍କ ସାଂଘାତିକ ଅଭିଯୋଗ, ‘ମୋ ପରିବାରର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ’

ମରିବାର ଯଦି ଅଛି ମରିବି କିନ୍ତୁ ଡରିବି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Smart Stick
ପୋଲିସଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍, ଚେକିଂ ବେଳେ ସହଜରରେ ଧରାପଡ଼ିବ ଚୋରି ସାମଗ୍ରୀ !

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଷ୍ଟିକ୍ । ବେଆଇନ ଜିନିଷ ଚାଲାଣ ହେଲେ ସହଜରେ ଠାବ କରିହେବ ।

Youth Attacked To Locals In Mohana
ହାତରେ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କରାଜ: ଯାହାକୁ ପାରିଲେ ତାକୁ ମାରିବା ପାଇଁ ଗୋଡ଼ାଇଲେ...

ହାତରେ ଧାରୁଆ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ ମାନସିକ ବିକୃତ ଯୁବକ। ଏପରିକି ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ।

Humanity
କି ଦୁଃଖ ! ମାଆ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ପାଚାରିଲେନି ବାପା-ଭାଇ

 ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।

Mohana School
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା ! ବ୍ଲାକ୍‌ ବୋର୍ଡ ଲମ୍ବ ୩୦ ପୁଟ୍, ଭାଗ ଭାଗ ହୋଇ ବସୁଛନ୍ତି ୫ ଶ୍ରେଣୀର ପିଲା

ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।

Special story
ନିଷ୍ଠାପର ଦିବ୍ୟାଙ୍ଗ ଗୁରୁ ! ମାଗଣାରେ ପିଲାଙ୍କୁ ଶିଖାଉଛନ୍ତି ସଙ୍ଗୀତ

ପିଲାଙ୍କୁ ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ

Blackmailer
ନ୍ୟୁଡ୍ ଭିଡିଓ କଲ୍‌ର ଶିକାର ହେଲେ ଯନ୍ତ୍ରୀ; ଗଣିଲେ ୬ ଲକ୍ଷ ଟଙ୍କା

ମାୟାବିନୀଙ୍କ ମାୟାଫାସରେ ପଡ଼ି ନ୍ୟୁଡ୍‌କଲର ଶିକାର ହୋଇଛନ୍ତି ଅବିବାହିତ ଯନ୍ତ୍ରୀ। ପରେ ମାୟାବିନୀଙ୍କ ଦ୍ୱାରା ବ୍ଲାକ୍‌ମେଲର ଶିକାର ହୋଇ ପ୍ରାୟ ୬ ଲକ୍ଷ ଟଙ୍କା ହରାଇଛନ୍ତି ଯନ୍ତ୍ରୀ।

Locals socially boycotted family on suspicion of witch craft in Gajapati
ଗୁଣି ସନ୍ଦେହରେ ଗାଁରୁ ବାସନ୍ଦ କଲେ, ନିଆଁ ପାଣି ମଧ୍ୟ ବନ୍ଦ କରିଦେଲେ !

 ଗାଁ ଛାଡ଼ି ସ୍କୁଲ୍‌ ରୋଷେଇ ଘରେ ଆଶ୍ରୟ ନେଇଛନ୍ତି ଗୋଟିଏ ପରିବାର। ଦିନେ କି ଦୁଇ ଦିନ ନୁହେଁ ଦେଢ଼ ବର୍ଷ ହେଲାଣି ନ୍ୟାୟ ମିଳୁନଥିବାକୁ ଏଭଳି ସ୍ଥିତିରେ କଟୁଛି ଜୀବନ। 

Rainfall Likely Continue In Odisha Till October 9 
୯ ଯାଏ ବର୍ଷିବ ! ପ୍ରବଳ ବର୍ଷା ସମ୍ଭାବନା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା

ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ଅର୍ଥାତ୍‌ ଗଜଲକ୍ଷ୍ନୀ ପୂଜାରେ କିଛି ସ୍ଥାନରେ ବର୍ଷା ହୋଇପାରେ।

Leg And Palm Of A Migrant Labourer From Gajapati Area Chopped Off
କାମ ଦେବାକୁ କହି ଘରୁ ଡାକି ନେଲେ; ପରେ ପାପୁଲି, ଗୋଡ଼ କାଟି ଦେଲେ

ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲା ଦଲାଲ।  ଏତିକି ମାତ୍ର ଦୋଷ, କାମ କରିବା ପରେ ମଜୁରି ମାଗିଥିଲେ ଶ୍ରମିକ ଜଣକ।

Rain Forecast During Durga Puja
ପୂଜା ମଉଜକୁ ଫିକା କରିବ ବର୍ଷା ! କାଲିଠୁ ଅଷ୍ଟମୀ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨ ତାରିଖରୁ ଅର୍ଥାତ୍‌ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Special story
ଏତେ ସାହସ ! ପୋଲିସ ଓ ଅବକାରୀ ଟିମକୁ ପନିକି ଦେଖାଇଲେ ମହିଳା

ମୋହନା ଥାନା ଲବାରସିଂ ଗାଁରେ ଦେଖିବାକୁ ମିଳିଛି ଏ ଦୃଶ୍ୟ

Two Separates Road Accident In Odisha
ରାସ୍ତାରେ ଛକି ଥିଲା ଯମ: ନେଲା ଗୋଟିଏ ପରେ ଗୋଟିଏ ଜୀବନ

ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। 

Police Public Clash
ନିର୍ଦ୍ଦୋଷକୁ ରାତି ଅଧିଆ ଉଠାଇ ଆଣିଲା ପୋଲିସ ! ଥାନାରେ ପଶି ନିର୍ଧୁମ ଛେଚିଲେ ଗାଁ ଲୋକ

ଥାନାରେ ଭଙ୍ଗାରୁଜା, ପୋଲିସ କର୍ମଚାରୀ ଲହୁଲୁହାଣ । ଗଂଜେଇ ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

Neet Qualifier
ସାବାସ୍ ! ବାପାଙ୍କ ସ୍ୱପ୍ନ ସାକାର କଲା ଝିଅ, ଝାଳବୁହା ପରିଶ୍ରମର ରଖିଲା ମୂଲ୍ୟ

ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

Red Sandal Wood
ପୁରା ପୁଷ୍ପା ଷ୍ଟାଇଲ୍‌ ! ଟ୍ରକ୍‌ରେ ନଡ଼ା ଛପର କରି ଚାଲାଣ ହେଉଥିଲା ରକ୍ତ ଚନ୍ଦନ

ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍‌କୁ ଧରିଛି ପୋଲିସ୍ ।

Gajapati district administration provides free training to Agnipath aspirants
ପରୀକ୍ଷା ପୂର୍ବରୁ ଅଗ୍ନିପଥ ଆଶାୟୀଙ୍କୁ ମିଳିବ ମାଗଣା ଟ୍ରେନିଂ

ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Rape
ଜନପ୍ରତିନିଧିଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଥାନାରେ ଏତଲା ପରେ ନାଏବ ସରପଞ୍ଚ ଫେରାର । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

Women take out march in protest against liquor business and drinkers in Gajapati district
ତେଜିଲା ମଦ ବିରୋଧି ଅଭିଯାନ: ଏଣିକି ମଦ ପିଇଲେ କିମ୍ବା ବିକିଲେ ରାସନ୍‌ କାର୍ଡ କଟିବ !

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।

Flood
ମୋହନାରେ ବନ୍ୟା ସ୍ଥିତି ଗମ୍ଭୀର ! ୬ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

୬ଟି ଗାଁରେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ । ରାଜଖମା ନିକଟ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି  ।

Hundreds of Aadhaar cards found dumped in Gajapati,
ଲୋକଙ୍କୁ ନଦେଇ ମାଟି ତଳେ ପୋତି ଦେଲେ ଶହ ଶହ ଆଧାର କାର୍ଡ

ପୋଷ୍ଟ ମାଷ୍ଟର ଆଧାର କାର୍ଡ ଲୋକଙ୍କୁ ନ ଦେଇ କିଛି ଆଧାର କାର୍ଡକୁ ମାଟିରେ ପୋତି ଦେବା ସହ ଆଉ କିଛି ଆଧାର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। 

Heavy Rain
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।

Bacteria
ସରକାରୀ ସପ୍ଲାଇ ପାଣି ପିଇଲେ ହେବ ଝାଡ଼ାବାନ୍ତି !

ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା ।

Heavy Rains Trigger Landslide In Gajapati
ପାହାଡ଼ ଧସିଲା, ଗାଁରେ ପଶିଲା...ଲୋକେ ଛାନିଆ

ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି।