• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Gajapati

Pickup Van Accident
ପୁଣି ଏକ ଭୟଙ୍କର ଦୁର୍ଘଟଣା, ଖାଇକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍ !

ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।

mango farming
ବାଡିରେ ଫଳିଛି ନିଆରା ଆମ୍ବ : କିଲୋ ପିଛା ଦର ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ

Today Heavy Rain Alert To 8 Districts Of Odisha
ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ ! ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।

Women Need Help
ସ୍ୱାମୀ ଚାଲିଗଲେ...୬ ପିଲାଙ୍କ ପାଇଁ କାଠ ହାଣୁଛି ମାଆ

ହଠାତ୍‌ ଚାଲିଗଲେ ସ୍ୱାମୀ । ୬ ପିଲାଙ୍କ ପେଟରେ ଦାନା ଦେବାକୁ ଦିନରାତି ଏକ କରି ପର ଦୁଆରେ ମୂଲ ଲାଗୁଛି ମାଆ । ଦିବ୍ୟାଙ୍ଗ ଝିଅ ଥିବା ପରେ ବି ମିଳୁନି ସରକାରୀ ସହାୟତା । ସକାଳେ ନଖଟିଲେ ସଂଧ୍ୟାରେ ଜଳୁନି ଚୁଲି ।

Physical Disable
‘ଜଗା ମତେ ଆଖି ଦେଇନି...ପରିବାର ଚଳେଇବାକୁ କଳା ଦେଇଛି’

ଦୃଷ୍ଟିବାଧିତ ହେବା ପରେ ବି ହାର୍‌ ମାନି ନାହାନ୍ତି । ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି....ଗୀତ ଗାଇ ରୋଜଗାର କରୁଛନ୍ତି ଟଙ୍କା । କହୁଛନ୍ତି, ଆଖି ଥିଲେ କେବଳ ରୋଜଗାର କରିବା ସମ୍ଭବ ଭାବିବା ଭୁଲ୍‌

Today Rain Alert For 7 Districts Of Odisha
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୩ ଘଣ୍ଟା ପାଇଁ ୭ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।

Meritorious student
ମାଟ୍ରିକ୍ ରେ ରଖିଛନ୍ତି ୫୧୯ନମ୍ବର, ଆଉ ପଢିବାକୁ ପଇସା ନାହିଁ

ସରକାରଙ୍କୁ ନେହୁରା ହେଉଛନ୍ତି ମେଧାବୀ ଛାତ୍ରୀ ପ୍ରିୟଙ୍କା । ମାଟ୍ରିକ୍ ପରୀକ୍ଷାରେ ରଖିଛନ୍ତି ୫୧୯ନମ୍ବର । ଭଲ କଲେଜରେ ପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଆଉ ପଢିବାକୁ ପଇସା ନାହିଁ ।

Heatwave To Continue In Odisha For Next Two Days
ସତର୍କ ସୂଚନା- ଆବଶ୍ୟକ ନଥିଲେ ଏହି ସମୟରେ ଘରୁ ବାହାରନ୍ତୁ ନାହିଁ

ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

Ambasadha
ବାବୁ ଆମେ ଆମ୍ବସଢା ତିଆରି କରୁଛୁ ହେଲେ ବିକ୍ରି ହେଉନି

ଏତେ ପରିଶ୍ରମ କରୁଛୁ । ଖରାରେ ଖଟୁଛୁ...ମୂଳ ଉଠୁନି କି ଭଲ ରୋଜଗାର ହେଉନି । ଏମିତି ହେଲେ ଆମେ ଚଳିବୁ କେମିତି? କିଛି ଏମିତି ଢଙ୍ଗରେ ଦୁଃଖ ବଖାଣିଛନ୍ତି ଆମ୍ବସଢା ବେପାରୀ

Rain Alert For Various Districts of Odisha
ଆଜି ଏହିସବୁ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା, ରୁହନ୍ତୁ ସତର୍କ...

ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 

Tribal museum
ନାଁକୁ ଆଦିବାସୀ ସଂଗ୍ରହାଳୟ, ହେଲେ ନାହିଁ ଆକର୍ଷଣ

ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ

Women Need Help
ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ...ନହେଲେ ଭାସିଯିବୁ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା।

murder
ଜହ୍ଲାଦ ସ୍ୱାମୀ !! ସ୍ତ୍ରୀକୁ ହାଣି ମୁଣ୍ଡ, ଗଣ୍ଡି ଅଲଗା କଲା ସ୍ୱାମୀ

ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା ।

 rare species of squirrel
ବିରଳ ପ୍ରଜାତିର ନାଲି ଗୁଣ୍ଡୁଚି ଉଦ୍ଧାର, ହୋଟେଲ୍ ମାଲିକ ଅଟକ

କେବେ ଦେଖିଛନ୍ତି କି ନାଲି ଗୁଣ୍ଡୁଚି ମୂଷା ? ଏକ ଢ଼ାବାରୁ ଏଭଳି ପ୍ରଜାତିର ମୂଷା ଉଦ୍ଧାର ହୋଇଛି ।

orphanage
ବାପା-ମାଆ ଚାଲିଗଲେ...ପ୍ରଶାସନ ସାହାଯ୍ୟ କଲା, ମାଟ୍ରିକ୍‌ରେ ରଖିଲେ ୮୦ ପ୍ରତିଶତ ନମ୍ବର

ଜିଲ୍ଲାରେ ଥିବା ପ୍ରାଉଡ୍ ନାମକ ଅନୁଷ୍ଠାନରେ ସୁନୀତା ରହିଥିବା ବେଳେ ଜଗନ୍ନାଥ ନିକେତନରେ ରହୁଛନ୍ତି ଗଣେଶ । କେବଳ ଏହି ଦୁଇଜଣ ନୁହନ୍ତି,ଜିଲ୍ଲାର ୫ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସେମାନଙ୍କ ପରି ଆଉ ୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିବା ନିଶ୍ଚିତ ଭାବରେ ଏକ ଚର୍ଚ୍ଚ।ର ବିଷୟ।

Heat Wave
ମୁଣ୍ଡଫଟା ଖରା, ଅସହ୍ୟ ଗୁଳୁଗୁଳି, ଅସ୍ତବ୍ୟସ୍ତ କରୁଛି ଗରମ ! ପଶ୍ଚିମରେ ପାରଦ ୪୪ଂ ଉପରେ

କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।

Mothers day Special
ସଂଘର୍ଷ କାହାଣୀରେ ମାଆ; ଜନ୍ମନଦେଇ ବି ପାଲଟିଛନ୍ତି ଶହଶହ ଅସହାୟଙ୍କ ଜନନୀ

ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।

Farmer Problem
କାନଖୋଲି ଶୁଣ ପ୍ରଶାସନ...ପାଣି ତ ଦେଲନି, ଆମେ ଚାଷ କରିବୁ କେମିତି?

ଶୁଣ ପ୍ରଶାସନ...ଅମଳ ବେଳକୁ ପାଣି ବନ୍ଦ କରିଦେଲ...ଆମେ ଚାଷ କରିବୁ କେମିତି? ଲୋନ୍‌ ଟଙ୍କା ସୁଝିବୁ କେମିତି?

Rainfall Alert For Various Districts Of Odisha Today
କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କବାଣୀ !

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। 

Odisha Rainfall Alert
ମାଡ଼ି ଆସୁଛି କାଳବୈଶାଖୀ, ଏହି ସବୁ ଜିଲ୍ଲାରେ ନିର୍ଧୁମ ବର୍ଷିବ

ରାଜ୍ୟରେ ଆଜି ବି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୧୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

Odisha Weather News
୪ ଦିନ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ଦିଆଗଲା ସତର୍କବାଣୀ

ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ସମ୍ଭାବନା ।

Rainfall Alert
ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା !

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

Andhra Pradesh Will Bulit A Dam In Mahendra Tanaya River
ଶୁଖିଯିବ ଓଡ଼ିଶା ! ଛତିଶଗଡ଼ ପରେ ଏବେ ଆନ୍ଧ୍ର ବନ୍ଦ କରିବ ପାଣି...

ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।

3 killed after auto falls into 15-ft-deep gorge in Odisha
ଘାଟି ତଳକୁ ଖସିଲା ଅଟୋ, ୩ ଜଣଙ୍କ ମୃତ୍ୟୁ, ୬ ଗୁରୁତର

୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜଣଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Rainfall Alert For Various Districts Of Odisha
ତାତିରେ ସଡନ୍ ବ୍ରେକ୍: ୨୨ ଓ ୨୩ରେ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।