ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୨୦ରେ ଏମିତି ଚିତ୍ର ଦେଖିବାକୁ ମିଳିଛି ।
NHAI ଓଡ଼ିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହଙ୍କ ସୂଚନା । ଡିସେମ୍ବର ସୁଦ୍ଧା ସରିବ କଟକ-ସମ୍ବଲପୁର NH-55 କାମ ।
ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସ୍ କୁ ଚିଠି । ଏ ସଂପର୍କରେ ଡିପିଆର୍ ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।
ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ ପ୍ରଶ୍ନ ଉଠିଲାଣି।
ଦୁର୍ଘଟଣା ଯୋଗୁଁ କୋରାପୁଟ୍ ଜିଲ୍ଲା ସୁଙ୍କି ଘାଟିରେ ରାସ୍ତା ଜାମ୍.. ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ବହୁ ଦୂର ଯାଏ ଶହ ଶହ ଗାଡ଼ି ଅଟକି ରହିଛନ୍ତି..