• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Janmastami

Janmastami
କୃଷ୍ଣରସରେ ବୁଡ଼ିଛି ସାରା ରାଜ୍ୟ, ବାଳ ଗୋପାଳଙ୍କ ପାଇଁ ସବୁଠି ଉତ୍ସବ

କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ।

Janmastami 2024
Janmastami 2024: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମିଳିବ ଶୁଭ ଫଳ… ଜାଣନ୍ତୁ…

ଜନ୍ମାଷ୍ଟମୀଙ୍କର ଏହି ଶୁଭ ଦିନରେ ଅନେକ ନୂତନ ବସ୍ତ୍ର ମଧ୍ୟ ପିନ୍ଧନ୍ତି। ଏହି ଦିନରେ ବିଭିନ୍ନ ରଙ୍ଗର ପୋଷାକର ଭିନ୍ନ ମହତ୍ତ୍ୱ ରହିଛି। ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ କେଉଁ ରଙ୍ଗର ପ୍ରଭାବ କ’ଣ ସେ ବିଷୟରେ ଜାଣିନେବା।

Janmastami 2024 Why was Lord Krishna born at night
Janmastami 2024: ଶ୍ରୀକୃଷ୍ଣ ଜନ୍ମ ହେବାକୁ ରାତି କାହିଁକି ବାଛିଲେ… ଜାଣନ୍ତୁ କ’ଣ କୁହେ କିମ୍ବଦନ୍ତୀ

ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ, ସେଥିପାଇଁ ତାଙ୍କୁ ରାତିରେ ପୂଜା କରାଯାଏ। ତେବେ ସେ ଜନ୍ମ ହେବାକୁ ରାତି କାହିଁକି ବାଛିଲେ ଆସନ୍ତୁ ଜାଣିବା।

Janmashtami
ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ

ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଶେଷ କରି ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶ ରହିଛି। ପୁରୀରେ ବାଲୁକାକଳା...

Janmashtami 2023 Lord Krishna is the symbol of joy
Janmashtami 2023: ଶ୍ରୀକୃଷ୍ଣ ଆନନ୍ଦର ପ୍ରତୀକ; ଯାହା ଆଗରେ ଅହଂକାର ତିଷ୍ଠିପାରେ ନାହିଁ

ଶ୍ରୀମଦ୍ ଭଗବତ ପୁରାଣଙ୍କ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ। ଆଜି ଏହି ପବିତ୍ର ଦିନ ଥିବାରୁ ଆସନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟ ବିଷୟରେ ଜାଣିନେବା।

Who is great amomg SriRam and SriKrishna
ଶ୍ରୀରାମ କାହିଁକି ୧୨ କଳା, ଶ୍ରୀକୃଷ୍ଣ କାହିଁକି ୧୬ କଳା

ଭଗବାନ ଶ୍ରୀହରିଙ୍କ ଦୁଇ ମାନବ ଅବତାର ହେଲା ଶ୍ରୀରାମ ଓ ଶ୍ରୀକୃଷ୍ଣ। ଶ୍ରୀରାମଙ୍କ ପାଖରେ ୧୨ କଳା ଥିବାବେଳେ ଶ୍ରୀକୃଷ୍ଣଙ୍କ ପାଖରେ କିପରି ରହିଲା ୧୬ କଳା? ଶ୍ରୀହରିଙ୍କ ଏହି ଦୁଇ ଅବତାରରେ କିଏ ଶ୍ରେଷ୍ଠ?

Shree Krishna
କୃଷ୍ଣ ଆସିବେ କିଆଁ ?

‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’