ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ ।
ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।
ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।
ଶ୍ରୀମୟୀ କହିଛନ୍ତି- ବେଗୁନିଆ ବିଧାୟକ ପ୍ରଦୀପ ସାହୁ ମୋ ବଡ଼ ଭାଇ ଭଳି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ବାହାରେ ପ୍ରକାଶ କରିବା ଠିକ୍ ନୁହେଁ, ଯାହା ମତାନ୍ତର ଓ ମନାନ୍ତର ହେବ, ତା’ର ସମାଧାନ ଦଳର ସଭାପତି କରିବେ ।
ମିଛ କଥା କହି ନିର୍ବାଚନ ଜିତି ଯାଇ ପାରନ୍ତି କିନ୍ତୁ ହୃଦୟ ନୁହଁ ବୋଲି ନବୀନ କହିବା ସହ ମିଛ କଥା ବିଜେପିର USP ବୋଲି ଆକ୍ଷେପ କରିଛନ୍ତି ।
ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।
ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।
ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ ।
୧୫ ତାରିଖ ସଂଧ୍ୟା ୬.୧୫ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ ।
ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।
୨ ଦିନିଆ ଗସ୍ତରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ମାଗଣାରେ ବହି ସହ ଓଡ଼ିଆ ଶିକ୍ଷକଙ୍କୁ ଦୁଇଗୁଣା ଦରମା ଦେବାକୁ ଘୋଷଣା ।
ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା।
ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS।
ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।
ଭରତପୁର ମାମଲାର ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ । ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ ।
ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ଜିଲ୍ଲାପାଳ-ଏସପିଙ୍କ ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । 'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ' ।
ଯେଉଁମାନେ କଲେଜ ତିଆରି କରି ନାମ ଦେଇଥିଲେ, ତାକୁ କିଏ ବଦଳାଇଲା । ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର ।
ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।
ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।
ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବୈଠକରେ ଉଚ୍ଚଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।