• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cabinet Ministers

Mohan Majhi Cabinet
ପ୍ରତିଶ୍ରୁତି କେତେ ଶୀଘ୍ର ପାଳନ କରିବ ରାଜ୍ୟର ନୂଆ ବିଜେପି ସରକାର ? 

ଦାଦନମୁକ୍ତ ଓଡ଼ିଶା । ପେଟ ଓ ପାଟକୁ ପାଣି । ପ୍ରାକୃତିକ ସଂପଦର ସୁବିନିଯୋଗ । ନୂଆ ପିଢ଼ିର ଶିଳ୍ପ ସ୍ଥାପନ । ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ । ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ପାଳନ କରିବ ରାଜ୍ୟର ନୂଆ ବିଜେପି ସରକାର ? 

Challenges await Mohan Majhi Cabinet
ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ; ଜାଣନ୍ତୁ କାହା ଆଗରେ ରହିଛି କେଉଁ ସମସ୍ୟା...

ବିଭାଗ ବଣ୍ଟନ ପରେ ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ । ମୋହନଙ୍କ ମନ୍ତ୍ରିମଣ୍ଡଳ ଆଗରେ ୧୦୦ ଦିନର ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି ଗୃହ, ଅର୍ଥ ଭଳି ୬ଟି ବିଭାଗ ।

Cabinet Minister
ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ...

ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ

Billionaire ministers
ମୋଦି ୩.୦ ସରକାରରେ କୋଟିପତି ମନ୍ତ୍ରୀ; ଜାଣନ୍ତୁ କିଏ ସବୁଠାରୁ ବେଶି ଧନୀ 

ସାରା ଦେଶରୁ ୭୨ ଜଣ ନେତା ମୋଦି ୩.୦ ସରକାରରେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବାବେଳେ ଏଥିରୁ ୯୯ ପ୍ରତିଶତ ହେଉଛନ୍ତି କୋଟିପତି । ଏମାନଙ୍କ ମଧ୍ୟରୁ ୫ ଜଣ ୧୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ।

Who Gets Which Ministry
ବଢ଼ି ଚାଲିଛି କଳ୍ପନାଜଳ୍ପନା: ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କି ବିଭାଗ ?

ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଶାସନ। ଏବେ ପାଳି, ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନର । ସବୁଠି ଚର୍ଚ୍ଚା ଯେ, କାହାକୁ ମିଳିବ କେଉଁ ବିଭାଗ ?

Educational Qualification
ମୋଦି ସରକାର ୩.୦: ଜାଣନ୍ତୁ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ...

ତୃତୀୟ ପାଳିରେ ମୋଦି ସରକାର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । 4 ଗୁରୁତ୍ବପୂର୍ଣ୍ଣ ବିଭାଗରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ଆପଣ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଛନ୍ତି କି ?  ତେବେ ଚାଲନ୍ତୁ ଜାଣିବା କିଛି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା।

Minister
କିଏ ହେବେ ମନ୍ତ୍ରୀ ? ଏମାନଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌...

ତେବେ ଏହାରି ମଧ୍ୟରେ ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌ ।

Cabinet Minister Takes Charge
କାର୍ଯ୍ୟାରମ୍ଭ କଲେ ଟିମ୍ ମୋଦି 3.Oର ବହୁ ମନ୍ତ୍ରୀ

ପୋର୍ଟଫୋଲିଓ ବଣ୍ଟନ ପରେ କାର୍ଯ୍ୟାରମ୍ଭ କଲେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ । ଆଜି ପ୍ରଥମ ଦିନରେ କେଉଁଠି ମନ୍ତ୍ରପାଠ ଶୁଭିଲା, ତ ଆଉ କେଉଁଠି କରତାଳି।

Cabinet Minister Takes Charge
ପୋର୍ଟଫୋଲିଓ ବଣ୍ଟନ ପରେ କାର୍ଯ୍ୟାରମ୍ଭ କଲେ ଟିମ୍ ମୋଦି 3.Oର ବହୁ ମନ୍ତ୍ରୀ

ପୋର୍ଟଫୋଲିଓ ବଣ୍ଟନ ପରେ କାର୍ଯ୍ୟାରମ୍ଭ କଲେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ । ଆଜି ପ୍ରଥମ ଦିନରେ କେଉଁଠି ମନ୍ତ୍ରପାଠ ଶୁଭିଲା, ତ ଆଉ କେଉଁଠି କରତାଳି।

MODI 3.0
ମୋଦି ୩.୦: ପଦବୀ ମିଳିବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ

ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନିଜ କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ନେଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦାୟିତ୍ବ ସମ୍ଭାଳିଛନ୍ତି। 

Election
ମୋଦିଙ୍କ ମନ୍ତ୍ରୀ ମଣ୍ତଳରେ ତିନି ଓଡ଼ିଆ

ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ ।

Modi Cabinet 3.0: Repeat Ministers
ମନ୍ତ୍ରିମଣ୍ଡଳରେ ପୁରୁଣା ଓ ନୂଆ ଚେହେରା; ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ରିପିଟ୍

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା। ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର ପ୍ରମୁଖ।

cabinet ministers
ମୋଦି ସରକାରର ତୃତୀୟ ଇନିଂସ; ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ଏହି ୩ ଓଡ଼ିଆ

ମୋଦିଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ୩ ଜଣ। କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ। ମୋଦି ସରକାରରେ ତୃତୀୟ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ସୁଯୋଗ ମିଳିଛି।

PM Narendra Modi ministry
ମୋଦିଙ୍କ ତୃତୀୟ ପାଳିରେ ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ ମନ୍ତ୍ରୀପଦ...

ମୋଦିଙ୍କ ସହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନେକ ନେତା । ଜାଣନ୍ତୁ ଓଡ଼ିଶାରେ କିଏ ପାଇଲେ ମନ୍ତ୍ରୀପଦ...

Narendra Modi
ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; ଜାଣନ୍ତୁ କିଏ ପାଇଲେ ମନ୍ତ୍ରୀପଦ...

ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ...

Cabinet Ministers
୧୭ ବର୍ଷ ଧରି ମାଓବାଦୀ ଥିଲେ, ଆଜି କ୍ୟାବିନେଟ୍‌ ମନ୍ତ୍ରୀ

୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।

Susanta Singh
ଅସନ୍ତୁଷ୍ଟ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ ପାଇଁ ଶଙ୍ଖ ଭବନରେ ଆଲୋଚନା ଚାଲିଥିବା ସୂଚନା ମିଳିଛି

Susanta Singh
ମନ୍ତ୍ରୀ ପଦ ନମିଳିବାରୁ ଅସନ୍ତୁଷ୍ଟ କି ସୁଶାନ୍ତ ସିଂ ? ହୋଇପାରେ ବିଦ୍ରୋହ..

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ ।

Golak Mohapatra
‘ନୂଆ ବୋତଲରେ ପୁରୁଣା ମଦ ପୁରାଉଛନ୍ତି ସରକାର’

କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ପରିବର୍ତ୍ତନ? ୩ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଓ ଦାୟିତ୍ୱ ମିଳିବା ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

Cabinet Ministers
ନବୀନଙ୍କ ମନ୍ତ୍ରିମଣ୍ତଳରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

BJD Minister
ବିଜେଡି ନେତାଙ୍କ ଛାତି ଧଡ଼ଧଡ଼; କେତେବେଳେ ବି ବାଜିପାରେ ଫୋନ୍‌ କଲ୍‌ ?

ଯେ କୌଣସି ମୁହୁର୍ତ୍ତରେ ଆସିପାରେ କଲ୍ । ରିଙ୍ଗ୍ ହୋଇପାରେ ବିଧାୟକଙ୍କ ମୋବାଇଲ ଫୋନ। ରାଜ୍ୟ ମନ୍ତିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣର ସମ୍ଭାବ୍ୟ ପ୍ରକ୍ରିୟା ଭିତରେ ଏବେ ନବୀନଙ୍କ କଲ୍ କୁ ବିଧାୟକଙ୍କ ଅପେକ୍ଷା।

Naveen Patnaik
ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ, ପ୍ରଫୁଲ୍ଲ-ନବ-ସମୀର-ଅଶୋକ ହେଲେ ରିପିଟ୍

ନୂଆମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କୁ ମିଳିଲା ଉଚ୍ଚଶିକ୍ଷା । ବିଭାଗ ବଜାୟ ରଖିଲେ ଅଶୋକ, ସମୀର, ପ୍ରଫୁଲ୍ଲ, ନବ ଓ ନିରଞ୍ଜନ । କ୍ୟାବିନେଟ୍ ପାହ୍ୟାକୁ ଜଗନ୍ନାଥ ଓ ଅଶୋକଙ୍କୁ ପଦୋନ୍ନତି ।

Naveen Patnaik
5Tରେ ଯୋଡ଼ି ହେଲା ଆଉ ଏକ T ! ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ

ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

New Ministers
ନବୀନ ନିବାସରେ ନୂଆ ମନ୍ତ୍ରୀ, ସୁପ୍ରିମୋ ଦେଲେ ଗୁରୁମନ୍ତ୍ର

ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି ।