• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Parliament Session
ଅଚାନକ କାହିଁକି ଡାକିଲେ ଅଧିବେଶନ ! ସଂସଦର ସ୍ପେଶାଲ ସେସନକୁ ନେଇ ବଢ଼ୁଛି ସସ୍‌ପେନ୍ସ..

ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।

Odisha Assembly Speaker
ବାଚସ୍ପତି ରେସ୍‌ରେ ପ୍ରଫୁଲ୍ଲ-ଦେବୀ-ଅମର

କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।

Crimes In Odisha
ଏଣିକି ପୁରା ରାଜଧାନୀ ରହିବ ସିସିଟିଭି ସର୍ଭେଲାନ୍ସରେ..

ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ ।

Gas Politics
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ?

କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।

Drought
ଶ୍ରାବଣରେ ତ୍ରାହି ତ୍ରାହି ଡାକୁଛି କ୍ଷେତ, ୧୧ ଜିଲ୍ଲାରେ ସ୍ଥିତି ସଂଗୀନ !

କଣ୍ଟିଜେନସି ପ୍ଲାନ କରାଯାଇଥିବା SRCଙ୍କ ସୂଚନା । ଏଥର ମରୁଡ଼ି ପରିସ୍ଥିତି ପଛରେ ଲଘୁଚାପ ଅଭାବ କହିଛି ପାଣିପାଗ ବିଭାଗ ।

Odisha Lecture Recruitment
ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦୬୫ ଅଧ୍ୟାପକ ପଦବୀ

ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।

Police Control Room, Bhubaneswar
ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ିହେବାକୁ କମିଶନରଙ୍କ ଆହ୍ୱାନ, ଜାରି କଲେ ନମ୍ବର

ସିସିଟିଭି ଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।

Heavy Rain
୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

୪ ତାରିଖ ଠାରୁ ବିସ୍ତୃତ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର ।

OTV Cares provides certificates to 25 students after successful completion of training
ଓଟିଭି କେୟାର୍ସ:୨୫ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର ସ୍ଥିତ ହ୍ୟୁମାନ୍‌ ଲାଇଫ ସେଣ୍ଟରରେ ଓଟିଭି କେୟାର୍ସ ପକ୍ଷରୁ ୨୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଗତ ୪ ମାସ ଧରି ପ୍ରଶିକ୍ଷଣ ଦିଆଯାଥିବା ବେଳେ ସେମାନଙ୍କର ଶିକ୍ଷା ସମାପ୍ତ ହୋଇଛି।

Crimes In Odisha
ରାଜଧାନୀରେ ଖୁଲମଖୁଲା ବୁଲୁଛି ଖଣ୍ତା; ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ଦୁର୍ବୃତ୍ତ

ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ।

Biju Patnaik Sports Award
ସାଇକେଲ୍‌ ଚାଳିକା ସ୍ୱାତୀ ସିଂ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

 କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ ।

Odisha Politics
ଆଗୁଆ ଭାଙ୍ଗିବ କି ବିଧାନସଭା ? ଡିସେମ୍ବରରେ ଭୋଟ୍‌କୁ ଯିବା ପାଇଁ BJD କରୁଛି ପ୍ଲାନ୍ !

ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା ।

FAKE CBI RAID
ନକଲି CBI ରେଡ୍‌, ପୁଣି ୩ ଗିରଫ

ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।

Odisha Politics
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ଶଶିକଳାଙ୍କୁ ନେଇ ଚର୍ଚ୍ଚା

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା ।

Odisha Politics, BJP-BJD
ବିରୋଧୀଙ୍କୁ ଚୁପ୍‌ କରିବାକୁ, ବିଜେଡିର ଅଣ୍ଡା-ଢେଲା ମାଡ଼ ଷ୍ଟ୍ରାଟେଜୀ !

ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ ।

Odisha Politics
ବିରୋଧୀଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ବାଣ୍ଟୁଛନ୍ତି ମିଛ ପଟ୍ଟା

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର ।

Indian Railway
ରେଲୱେକୁ ଉନ୍ନତିକରଣ ଚିନ୍ତା, ଏପଟେ ଯାତ୍ରୀ ହଟହଟା

ଫାଇଦା ଉଠାଇ ଚଢ଼ା ଦର ନେଉଛନ୍ତି କ୍ୟାବ୍ ମାଲିକ । ରେଲୱେ କହିଲା ‘ଯାତ୍ରୀଙ୍କୁ ଦିଆଯାଉଛି ଆଗୁଆ ସୂଚନା’ ।

Prashant Jagdev- Sasmit Patra
ସସ୍ମିତଙ୍କ ବଡ଼ ବୟାନ ! BJPରେ ମିଶିପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ ଧର୍ମେନ୍ଦ୍ର କୋଳେଇ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।

Aparajita Sarangi
ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍; ପ୍ରମାଣ ସହ ଟ୍ୱିଟ୍‌ କରି ପଚାରିଲେ ପ୍ରଶ୍ନ

ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି ।

Jaga Mission
ଜାଗା ମିଶନରେ ବ୍ୟାପକ ଜାଲିଆତି ! ତାତିଲେ ରାଜଧାନୀର ବସ୍ତିବାସିନ୍ଦା

ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।

soumya ranjan patnaik
ପାଣ୍ଡିଆନଙ୍କ ଉପରେ ସୌମ୍ୟଙ୍କ ସମ୍ପାଦକୀୟ ପ୍ରହାର; ଖୋଲି ଦେଲେ ଗସ୍ତ ଖର୍ଚ୍ଚର ଗୁମର !

5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ ।

5 Arrested for looting Rs 2 cror
ରାଜଧାନୀରେ ଫିଲ୍ମ ଷ୍ଟାଇଲ୍‌ରେ ଚୋରି; ନକଲି CBI ଅଧିକାରୀ କହି ଲୁଟିନେଲେ ୨ କୋଟି

ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

Special dengue centre opens up at Capital Hospital
ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ; ସ୍ଥିତି ବିଗିଡ଼ିବା ପରେ ଭାଙ୍ଗିଲା ସରକାରଙ୍କ ନିଦ

ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ ନମୁନା ସଂଗ୍ରହ କରାଯିବ ।

Pandian-Soumyaranjan
ପୁଣି ସୌମ୍ୟଙ୍କ ଡାଇରେକ୍ଟ ଆଟାକ୍ ! ପାଣ୍ଡିଆନ୍‌ଙ୍କ ଗସ୍ତ ଖର୍ଚ୍ଚ ନେଇ କଲେ ସମାଲୋଚନା

5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।