/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695829404.jpg)
Bank Manager
ବଡ଼ମ୍ବା ସ୍ଥିତ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ଠାବ । ମ୍ୟାନେଜରଙ୍କୁ ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ଠାବ କଲା ପୋଲିସ୍ । ଆନ୍ଧ୍ରରୁ ଗିରିଶୋଲା ଆଡ଼କୁ ବାଇକ୍ରେ ଯାଉଥିବା ବେଳେ ଠାବ ହେଲେ । ମୋବାଇଲ ଟ୍ରାକ୍ ଓ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ପୋଲିସ୍ ଠାବ କଲା । ମ୍ୟାନେଜର ତପନ ସାହୁଙ୍କୁ ଗୋଳନ୍ଥରା ଥାନାକୁ ନେଇ ଚାଲିଛି ପଚରାଉଚରା । ବ୍ୟାଙ୍କକୁ ଯିବା ବାଟରେ ଗତ ସୋମବାର ଠାରୁ ନିଖୋଜ ଥିଲେ ତପନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)