ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ ।
ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି ।
ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ ।
କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ ।
ଆସିଲା ପରୀକ୍ଷା ଋତୁ । ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ । CBSE , I CSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ ।
ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ ।
ଓଡ଼ିଶାରେ ବାହାରିଲା ରେଳବାଇରେ ନିଯୁକ୍ତି। ଇଷ୍ଟକୋଷ୍ଟ ରେଳବାଇ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ କେତୋଟି ପଦବୀ ପୂରଣ ହେବ। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବାର ସୁଯୋଗ ନେଇ ପାରିବେ।
ରାଜଧାନୀରେ ବାହାଘର ମଣ୍ଡପରେ ମାତିଲେ ଲୁଟେରା । ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଗଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି ।
୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ।
ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ ।
ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।
OSEFD ଓ OSSETA ସଂଘର ମିଳିତ ଆନ୍ଦୋଳନ ।
ଛିଣ୍ଡିଲା ଦୀର୍ଘବର୍ଷର ନ୍ୟାୟିକ କଳି, ତୁଟିଲା ୧୦ ବର୍ଷର ସମ୍ପର୍କ । ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ଯାଏଁ ପତି-ପତ୍ନୀ ବନିଥିବା ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆକ୍ଷେପ । ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ନୁହଁନ୍ତି ।
ଲୋକସେବା ଭବନକୁ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ସରକାର । ତା’ସହ ସାମ୍ବାଦିକଙ୍କୁ ମିଳୁ ପେନସନ୍ । ଆଜି ବିଧାନସଭା ଶୂନ୍ୟକାଳରେ ସାମ୍ବାଦିକଙ୍କ ବିଭିନ୍ନ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।
ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି । ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି ।
ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି ।
ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।
ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା ।