Advertisment

ରାଜଧାନୀରେ ଗର୍ଜିଲେ ୩୦ ଜିଲ୍ଲାର ସବୁ ସମିତିସଭ୍ୟ

ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Samiti Sabhya Protest

Samiti Sabhya Protest

ସମିତି ସଭ୍ୟ ମାନଙ୍କ ନବୀନ ନିବାସ ଘେରାଉ ଉଦ୍ୟମ। ସମସ୍ତ ୩୦ଟିଯାକ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରୁଛନ୍ତି। ବିଭିନ୍ନ ଦାବି ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କର ଦାବି,ସରପଞ୍ଚଙ୍କଠୁ ସମିତି ସଭ୍ୟଙ୍କର ଦରମା ଅଧିକ କରାଯାଉ। ସେହିପରି ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।

Advertisment

BJD BJP Congress Odisha Politics Protest General Election 2024
Advertisment
Advertisment