• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Healthcare

ବିରଳ ଅସ୍ତ୍ରୋପଚାର
Rare Operation In Care Hospital: ବିରଳ ଆର୍ଟିକ୍ ସର୍ଜରୀ, ୧୦ ଘଣ୍ଟା ଧରି ଚାଲିଲା ଅସ୍ତ୍ରୋପଚାର, ବଞ୍ଚିଗଲେ ପ୍ରଜ୍ଞାସ୍ମିତା

ଓଡ଼ିଶାର ଡାକ୍ତର କରିଛନ୍ତି ବିରଳ ସର୍ଜରୀ। ଏହି ବିରଳ ଅସ୍ତ୍ରୋପଚାର ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ଡାକ୍ତରୀ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଂଭବ ହୋଇପାରିଛି।

 Healthcare Safety Guidelines
କେଉଁଠି ସିସିଟିଭି ନାହିଁ, ତ କେଉଁଠି ନାହାନ୍ତି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ; ସୁରକ୍ଷିତ ମଣୁନାହାନ୍ତି ମହିଳା ଡାକ୍ତର

କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା।

Veterinary Doctors
କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର; ଆନ୍ଦୋଳନରେ ପଶୁ ଡାକ୍ତର, ଚାରିଆଡେ ପ୍ରାଣୀ ଯନ୍ତ୍ରଣାର ପୁଳାପୁଳା ଚିତ୍ର

ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।

Hospital Problem
ଇଞ୍ଜେକ୍ସନ ଦେଉଛନ୍ତି ଆଟେଣ୍ଡାଣ୍ଟ, ବ୍ଲଡ୍ ପ୍ରେସର ମାପୁଛନ୍ତି ସୁଇପର

ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର। ଖୋଦ ରାଜଧାନୀ ପାଖ ଖୋର୍ଦ୍ଧା ଗ୍ରାମାଞ୍ଚଳ ହସପିଟାଲରେ ଅବ୍ୟବସ୍ଥାର ବିକଳ ଚିତ୍ର। ଯୁଆଡ଼େ ଦେଖିବେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି, ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ

Odisha Begins Administering COVID-19 Vaccine \'Precaution Dose\' To Healthcare, Frontline Workers, Senior Citizens
ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌

ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌, ଜାଣନ୍ତୁ କେଉଁମାନେ ଓ କେମିତି ନେବେ ଟିକା?

India To Roll Out Booster Vaccine Doses To 60+ Age Group, Healthcare, Frontline Workers From Today
ବୁଷ୍ଟର ଡୋଜ୍‌ ପାଇଁ ବୟସ୍କଙ୍କ ମନରେ ଉତ୍ସାହ

ଆଜିଠୁ ବୁଷ୍ଟର ଡୋଜ୍‌, କରୋନା ବଢୁଥିବାରୁ ଟିକା ନେବା ପାଇଁ ଲାଗିଲାଣି ଲାଇନ୍‌, ବୟସ୍କ କହିଲେ ଭ୍ୟାକ୍ସିନ ପାଇଁ ଆମ ମନରେ ଅଛି ଉତ୍ସାହ