• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

AIIMS
ଭୁବନେଶ୍ବର ଏମ୍ସ ପାଇଁ ନୂଆ ଯୋଜନା; ୪ଟି ବିଭାଗରେ ଖୋଲିବ ସେଣ୍ଟର ଅଫ୍ ଏକ୍ସିଲେନ୍ସ ...

ଭୁବନେଶ୍ବର ଏମସ ପାଇଁ ନୂଆ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥି ଅବସରରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । 

SIM Box racket
ବଡ଼ ଖବର: ସନ୍ଦିଗ୍ଧ ଘରୁ ଠାବ ହେଲା ୭ଟି ସିମ୍‌ ବକ୍ସ...

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ କରାଯାଇଛି।

SCB
‘ଅତି ଜରୁରୀ ନଥିଲେ SCB ନଆସିବାକୁ ପରାମର୍ଶ’

ଅତି ଜରୁରୀ ନଥିଲେ SCB ଆସନି । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କ’ଣ ହେବ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି SCB ଅଧୀକ୍ଷକ । 

Amit rohidas
ଭୁବନେଶ୍ୱରରେ ହକି ତାରକା ଅମିତ ରୋହିଦାସ, ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ।

New DGP
YB ଖୁରାନିଆ ହେଲେ ନୂଆ ପୋଲିସ୍‌ ଡିଜି

ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌।

Doctor Protest
ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ

କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।

Returns Gold Chain
ସଚ୍ଚୋଟ ମଣିଷ ଶ୍ରବଣ, ଫେରାଇ ଦେଲେ ୩ ଭରିର ଚେନ୍‌

ଏଭଳି ମାନବିକତାକୁ ଯେତେବ ବି ଧନ୍ୟବାଦ ଦେଲେ କମ୍‌ ହେବ । ଏ ସହୃଦୟ ବ୍ୟକ୍ତି ଜଣକ ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରବଣ କୁମାର ନାଥ ।

Vigilance Raid
ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

Ratna Bhandar
ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ ? ଖୁବଶୀଘ୍ର ହେବ ଯାଞ୍ଚ

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ ହେବ ।

Paradip Port
ଜାହାଜକୁ ଗିରଫ ନିର୍ଦ୍ଦେଶ, ବାଂଲାଦେଶରୁ ପାରାଦୀପ ଆସିଛି ଏମଭି ୱାଡି ଆଲବୋସ୍ତାନ

ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ ।

Odisha Weather
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୦ଯାଏଁ ପ୍ରବଳ ବର୍ଷା

ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ । ଘନିଭୂତ ହେଉଛି ଆଉ ଏକ ଲଘୁଚାପ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

Panchanga
Panchang Today 16th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 16 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 16 August 2024
Koraput
ମନ୍ତ୍ରୀଙ୍କ ଆଗରେ ଦୁଃଖ ବଖାଣିଥିଲା କୁନି ଝିଅ ସୋନାଲି, ବର୍ଷକ ପରେ ବି ଫଳ ଶୂନ !

ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା।

Odisha Politics
କଂଗ୍ରେସରେ ନୂଆ ଷ୍ଟିୟରିଂ କମିଟିକୁ ନେଇ ଝଡ଼, ତାତିଲେ ତାରା-ନରସିଂହ !

ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ ।

CM Mohan Majhi
୨୦୪୭ ସୁଦ୍ଧା ଦେଢ଼ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡ଼ିଶା

ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Hadua Water Irrigation Project
ମିଛ କହିଥିଲା ବିଜେଡି ସରକାର, କ୍ଷତିପୂରଣ ଦେବେ କହି ଭଣ୍ଡେଇଦେଲେ..!

ଅଧାପନ୍ତରିଆ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । କ୍ଷତିପୂରଣ ନେଇ ଚିନ୍ତାରେ ବିସ୍ଥାପିତ ପରିବାର ।

  • Thursday, 15 August 2024
Holiday for Menstrual Cycle
କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି; ମାସକରେ ଦିନେ ମିଳିବ ଋତୁସ୍ରାବ ଜନିତ ଛୁଟି

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଋତୁସ୍ରାବ ପାଇଁ ମାସକରେ ମିଳିବ ଦିନଟିଏ ଛୁଟି । ସ୍ବାଧୀନନତା ଦିବସରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Minister Bibhuti Bhusan Jena
ପରେଡ୍‌ ବେଳେ ଅଚେତ୍‌ ହେଲେ ଛାତ୍ର, ମନ୍ତ୍ରୀ ଘସିଦେଲେ ଘୋଡ଼

ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ ।

Balabhadra Pahandi
ବଳଭଦ୍ର ପଡ଼ିଯିବା ଘଟଣା; ତଦନ୍ତକୁ ନେଇ ଅସନ୍ତୁଷ୍ଟ ସେବାୟତ !

'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'

IAS Ananya Das
ପ୍ରଥମ ପ୍ରୟାସରେ IAS ବନିଥିଲେ ଏହି IIT ଗ୍ରାଜୁଏଟ୍, ବଡ଼ ଚାକିରି ଛାଡ଼ି ବାଛିଥିଲେ ସିଭିଲ ସର୍ଭିସ୍

୨୦୧୫ ବ୍ୟାଚର ଗୁଜରାଟ କ୍ୟାଡରର IAS ଅଫିସର ଅନନ୍ୟା ଦାସ । ପ୍ରଥମ ପ୍ରୟାସରେ ହାସଲ କରିଥିଲେ AIR ୧୬ ରାଙ୍କ୍ ।

Heavy rainfall
୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି !

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସୂଚନା । ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । 

Mohan majhi
ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି: ମୁଖ୍ୟମନ୍ତ୍ରୀ

ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ । ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି ବୋଲି ନିଜ ସମ୍ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Pravati Parida
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁ ଦିନେ ଛୁଟି

ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ।

Freedom Fighter Madho Singh
ମନେ ପଡ଼େ ସିପାହୀ ବିଦ୍ରୋହର କଥା...ବାପାକୁ ହତ୍ୟା କରି ପୁଅକୁ ଫାଶୀ ଦେଇଥିଲେ ଗୋରା ସିପାହୀ

ଛତିଶଗଡ ନାଗପୁରରୁ ସମ୍ବଲପୁର ଯିବା ପାଇଁ ବ୍ରିଟିଶ ସୈନିକମାନଙ୍କୁ ପାରି ହେବାକୁ ପଡୁଥିଲା ସିଂଘୋଡା ଘାଟି । ଏହି ଘାଟିର ଗୁରୁତ୍ୱକୁ ବୁଝି ନିଜ ସଂଗ୍ରାମୀ ସାଥୀଙ୍କ ସୁରକ୍ଷ ପାଇଁ ମାଧୋ ସିଂ ବ୍ରିଟିଶରଙ୍କ ଉପରେ ଆକ୍ରମଣ କରିଥିଲେ ।