/odishatv-khabar/media/post_attachments/uploadimage/library/16_9/16_9_0/Panchang_1726281078.jpg)
Panchang
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୧୫ ଗତେ ୪ର୍ଥୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୩୮ ରୁ ୦୬.୨୬
ପ୍ରାତଃ- ୦୭.୧୪ ରୁ ୦୮.୩୯
ଦିବା- ୧୨.୦୩ ରୁ ୦୩.୧୬
ଦିବା- ୦୪.୦୪ ରୁ ୦୫.୪୧
ସନ୍ଧ୍ୟା- ୦୬.୨୮ ରୁ ୦୮.୪୦
ରାତ୍ରି- ୧୨.୦୩ ରୁ ୦୧.୩୯
ରାତ୍ରି- ୦୨.୨୭ ରୁ ୦୪.୦୩
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୦୯ ରୁ ୧୧.୩୯
କାଳବେଳା- ଦିବା ୧୦.୦୯ ରୁ ୧୧.୩୯
ବାରବେଳା- ଦିବା ୦୮.୩୯ ରୁ ୧୦.୦୯
କାଳରାତ୍ରି- ରାତ୍ରି ୦୮.୪୦ ରୁ ୧୦.୧୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)