• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 20 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 4 months ago

ନିଆରା ପରମ୍ପରା: ଗ୍ରାମଦେବୀଙ୍କ ପାଇଁ ଶହେ କିଲୋ ଓ ପାଞ୍ଚ ଫୁଟ ଉଚ୍ଚର ଗଜ ମୁଆଁ

ଦେବୀଙ୍କୁ ଲାଗି ପାଇଁ ଏମିତି ମୁଆଁ ତିଆରି କଲେ ଗାଁ ଲୋକ । ଲୋକଙ୍କ ମଙ୍ଗଳ ଓ ଭଲ ଫସଲ ପାଇଁ ମା'ଙ୍କୁ ପୂଜାର୍ଚ୍ଚନା । More
  • Satyendu Shekher Mishra
  • 4 months ago

ଆକାଉଣ୍ଟଧାରୀ ଜାଣିନାହାନ୍ତି, ତାଙ୍କ ନାଁରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ !

ଝରିଗାଁ ଥାନାରେ ଅଭିଯୋଗ କଲେ ୧୨ ହିତାଧିକାରୀ । ଥାନାରେ ଏତଲା ପରେ ପୋଲିସର ତନାଘନା ତଦନ୍ତ । More
  • Satyendu Shekher Mishra
  • 4 months ago

ସୁଡ଼ଙ୍ଗ ଖୋଜିବ ASI, ଏପଟେ ମେଘନାଦ ଫାଟି ପାଣି ଝରିଲାଣି !

୩ ଦିନ ଯାଏ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ହେବ ସର୍ଭେ । ନିରୀକ୍ଷଣ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ । More
  • Sujit kumar Swain
  • 4 months ago

ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଚାରା ଦୁର୍ନୀତି ଗୁମର; ପିସି ଦାବି ସହ ଡିଏଫଓ ଦେଉଥିଲେ ମାନସିକ ନିର୍ଯାତନା !

ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଛନ୍ତି ସୁଇସାଇଡ୍ ନୋଟରେ। ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ ବି କରିଛନ୍ତି ସଞ୍ଜୟ।   More
  • Sujit kumar Swain
  • 4 months ago

କିଏ ଠିକ୍, ମେଜରଙ୍କ ବାନ୍ଧବୀ ନା ଭୁବନେଶ୍ବର ଡିସିପି ? କାଠଗଡ଼ାରେ କମିଶନରେଟ୍ ପୋଲିସ...

ଭରତପୁର ଥାନା କଳଙ୍କିତ ଘଟଣାରେ ପୀଡ଼ିତାଙ୍କ ସଂଗୀନ ଆରୋପ । ଏଣେ ଖାପଖାଉନି ଭୁବନେଶ୍ବର ଡିସିପିଙ୍କ ପୁରୁଣା ବୟାନ । ସାମ୍ନାକୁ ଆସିଲା ଭରତପୁର ଥାନାର ଆଉ ଏକ ମିଛ ପ୍ରମାଣ । More
  • Pallipuspa Samal
  • 4 months ago

ବର୍ଷା ଛାଡିଥିଲେ ବି ସୁଧୁରିନି ବନ୍ୟା ସ୍ଥିତି,ଯମଯନ୍ତ୍ରଣା ଦେଉଛି ବନ୍ୟାଜଳ

କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର । ବର୍ଷା ଛାଡିଥିଲେ ବି ସୁଧୁରିନି ବାଲେଶ୍ବରର ବନ୍ୟା ସ୍ଥିତି । More
  • Pallipuspa Samal
  • 4 months ago

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ। ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଯୋଗ ଦେବେ । ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ ମୁଖ୍ୟମନ୍ତ୍ରୀ ।ସରକାରଙ୍କ ୧୦୦ ଦିନ ପୂରଣ ଉତ୍ସବରେ ଯୋଗ ଦେବେ More
  • Sonali Ojha
  • 4 months ago

Panchang Today 20th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୧୫ ଗତେ ୪ର୍ଥୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି। More
  • Satyendu Shekher Mishra
  • 4 months ago

ରାସ୍ତାରେ ପାଗଳ ପରି ବୁଲୁଥିଲେ, ଏବେ ସ୍କୁଲରେ ପିଲାଙ୍କ ପ୍ରିୟ ଶିକ୍ଷକ !

ଚିତ୍ରାଙ୍କନ ଶିଖାଉଥିବା ବୃଦ୍ଧଙ୍କୁ ନେଇ ସବୁଠି ଚର୍ଚ୍ଚା । ଯାଜପୁର ଦରାଜପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ଶିଖାଉଛନ୍ତି ଚିତ୍ରାଙ୍କନ । More
  • Satyendu Shekher Mishra
  • 4 months ago

ବଢ଼ିଆଳ: ଚାଷୀ ବିକୁଚନ୍ତି ୨୦୦ରେ ଦୋକାନୀ ବିକୁଛି ୧୦୦୦ !

ରାଜ୍ୟ ତଥା ବାହାରକୁ ଯାଉଛି କୋରାପୁଟ ସୀତାଫଳ । ପ୍ରତିଦିନି ନାରାୟଣପାଟଣାରୁ ଯାଉଛି ଟ୍ରିପ୍ ଟ୍ରିପ୍ ସୀତାଫଳ । More
  • Satyendu Shekher Mishra
  • 4 months ago

ରିଲ୍ସ କୁଇନ୍ ରୁକ୍ସାନାଙ୍କ ମୃତ୍ୟୁ ସସ୍ପେନ୍ସ ! ଡାକ୍ତର କହିଲେ ସ୍କ୍ରବ୍‌ ଟାଇଫସ୍‌, ମାଆ କହୁଛନ୍ତି ସ୍ଲୋ ପଏଜନ୍‌

ଜୁସରେ ବିଷ ଥିଲା ବୋଲି ରୁକସାନାଙ୍କ ମାଆ କେଉଁ ଆଧାରରେ ଦାବି କରୁଛନ୍ତି ? ଏସବୁ ଦିଗକୁ ତଦନ୍ତ କରି ପୋଲିସ ଏହା ଉପରୁ କେବେ ପରଦା ଉଠାଉଛି, ତା ଉପେର ସମସ୍ତଙ୍କ ନଜର। More
  • Satyendu Shekher Mishra
  • 4 months ago

ଭରତପୁର ଥାନାର ନିର୍ଯାତନା କାହାଣୀ ! କୋହଭରା କଣ୍ଠରେ ବଖାଣିଲେ ମେଜରଙ୍କ ବାନ୍ଧବୀ

କହିଲେ ଥାନାରେ ମହିଳା ପୋଲିସ ମାରିଥିଲେ ମାଡ଼ । ଦୁଷ୍କର୍ମ ପାଇଁ ଧମକ ଦେଇଥିଲେ ଆଇଆଇସି । More
  • Sujit kumar Swain
  • 4 months ago

କେଉଁଠି ସିସିଟିଭି ନାହିଁ, ତ କେଉଁଠି ନାହାନ୍ତି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ; ସୁରକ୍ଷିତ ମଣୁନାହାନ୍ତି ମହିଳା ଡାକ୍ତର

କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା। More