• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sahi potol recipe
ବିନା ପିଆଜ-ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

ପର୍ବପର୍ବାଣୀ ଆସିଲେ ଆମ ଓଡ଼ିଆ ଘରେ ସାଧାରଣତଃ ବିନା ପିଆଜ ରୁସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ପଞ୍ଚୁକରେ ଘରେ ଅତି ସହଜ ଓ ସରଳ ଉପାୟରେ ବନାନ୍ତୁ 'ସାହି ପୋଟଳ' ରେସିପି ।

girl commits suicide
କାନ୍ଦି କାନ୍ଦି ଫୋନ୍‌ରେ କଥା ହେଉଥିଲେ, ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ହେଲେ ହଠାତ୍‌ କେହି କିଛି ବୁଝିବା ଆଗରୁ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବତୀ।

Bijay Mahapatra
ମମିତା ହତ୍ୟା ମାମଲାରେ ବିଜୟଙ୍କ ଚାଞ୍ଚଲ୍ୟକର ବୟାନ ! କେସ୍‌ ହାଲୁକା କରାଯାଇଛି ଓ ଗୋବିନ୍ଦଙ୍କୁ ଖସାଇବାକୁ ଚେଷ୍ଟା ହୋଇଛି

ବିଜୟ ଆହୁୁରି କହିଛନ୍ତି ଯେ, ଅକ୍ଟୋବର ୧୩ରେ ଏଫ୍‌ଆଇଆର୍ ହେଲା, ୧୬ ତାରିଖରେ ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ କେଶ୍ ଡାଏରୀ କଲା । ତେବେ କେଶ୍ ଡାଏରୀ କରିବାକୁ କାହିଁକି ୩ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

A Mission Against Addiction In Odisha
ନିଶା ଛଡାଉଛନ୍ତି ପଟେଲ୍ ସାର

ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।

Snehangini Chhuria
ସରକାରୀ ଦଳର ନେତାଙ୍କୁ ତ୍ରାହି ନାହିଁ, ଯିଏ ହାବୁଡ଼େ ପଡ଼ିଲା ତାଙ୍କୁ ଅଣ୍ଡା ମାଡ଼ କଲେ ବିରୋଧୀ

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

Petrol Tanker Accident
ବିଲରେ ଭାସୁଛି ପେଟ୍ରୋଲ, ବାଲ୍‌ଟି-ଗିନାରେ ବୋହି ନେଉଛନ୍ତି ଲୋକେ

ରାସ୍ତାରେ କଡ଼ରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଆଉ ସେଥିରୁ ପେଟ୍ରୋଲ ନିଗିଡ଼ି ତଳେ ଅଜାଡ଼ି ହୋଇଥିଲା । ଯାହାକୁ ଲୋକ ବୋହି ନେଇଛନ୍ତି ।

rainfall
୪/୫ ଦିନ ମେଘୁଆ ପାଗ ସହ ବର୍ଷା ସମ୍ଭାବନା

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୪/୫ ଦିନ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Murder
ପ୍ରେମ ବିବାହ କରିଥିଲା, ହେଲେ ରାଗରେ ସ୍ତ୍ରୀକୁ ହତ୍ୟା କରିଦେଲା ! ବର୍ଷେ ପରେ ମିଳିଲା ହାଡ଼, ଚୁଡ଼ି...

ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଆଉ ତାପରେ ବିବାଦ ଉପୁଜିବାରୁ ହତ୍ୟା କରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ବାଂଶପାଳ ନୟାକୋଟ ଥାନା ଅଞ୍ଚଳରେ ।

  • Saturday, 13 November 2021
  • Murder
Rainfall Alert
୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଲକ୍ଷୁଚାପ କ୍ଷେତ୍ର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ସକାଳୁ ସକାଳୁ ବର୍ଷା ଲାଗି ରହିଛି।

Central University Of Odisha Sill Plagued By Problems
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ

ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି ।

Bargarh CM Naveen Visit
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ଚେତାବନୀ ପରେ ଏବେ ପ୍ରତି ଛକରେ ଚେକିଂ

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରିବେ ବିରୋଧୀ । ବିଜେପି ଓ କଂଗ୍ରେସ ପକ୍ଷରୁ ଏଭଳି ଚେତାବନୀ ପରେ ବରଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 13 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 13 November 2021
Egg Hurled Minister Vehicle
ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ପୁଣି ଅଣ୍ଡାମାଡ଼

ଆଗରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରାଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।  

NCPCR Notice
କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ: ୩ ଦିନରେ ରିପୋର୍ଟ ଦିଅ

ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା।

Andhra Pradesh KOTIA Odisha
ଦୁର୍ବଳ ରାଜନୈତିକ ନିଷ୍ପତ୍ତି ! ଓଡ଼ିଶା ହାତରୁ ଖସିଯିବ କି କୋଟିଆ, ଏବେ ଏମିତି କିଛି ହେଉଛି ସନ୍ଦେହ..

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସାଲୁର ବିଧାୟକ ରାଜନ୍ନା ଦୋରାଙ୍କ ଆଖିତରାଟିଲା ଭଳି ପୋଷ୍ଟ । ରାଜନ୍ନା କୋଟିଆବାସୀଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଛନ୍ତି ।

Congress Hartal
ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପଛରେ ବିଜେଡି ରଚିଛି ଷଡଯନ୍ତ୍ର: ବିଜେପି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା। ଆଉ ଏହା ପଛରେ ସରକାରୀ ଦଳର ଚକ୍ରାନ୍ତକୁ ସାମ୍ନାକୁ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

Corona Third Wave
ମାଡ଼ି ଆସୁଛି ତୃତୀୟ ଲହର; ଭାଇରସ୍‌ ବଦଳାଉଛି ରୂପ, ଦେଖାଯାଉଛି ନୂଆ ଲକ୍ଷଣ..

କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି ।

Pramod Bhagat
BWF ଆଓ୍ୱାର୍ଡ ପାଇଁ ପ୍ରମୋଦ ମନୋନୀତ

ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି ।

2 sisters driving bus
"ଆମେ ବି କୌଣସି କ୍ଷେତ୍ରରେ କମ ନାହୁଁ"

ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ସରକାର ବି ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କରିଛନ୍ତି, ଯାହା ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରୁଛି । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଉପସ୍ଥିତି ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଦୁଇ ଭଉଣୀ ।

Aspirant sanskrit Teachers  Stage Protest
ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ

ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ। OSSET ଓ CBT ଉତ୍ତୀର୍ଣ୍ଣ ସମସ୍ତ ସଂସ୍କୃତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ଏଭଳି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ଶିକ୍ଷକ।

pratap samal
ଓଲିଉଡ୍‌ ଲିଙ୍କ୍‌ ପରେ ସାମ୍ନାକୁ ଆସିଲା କୋଟିପତି ସରକାରୀ ବାବୁଙ୍କ ଆଉ କୋଟିଏ ଟଙ୍କା

ଗିରଫ କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି।

Heavy Rainfall Alert
ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଏହି ୨ ଦିନ ପ୍ରବଳ ବର୍ଷିପାରେ

ଆସନ୍ତା ୧୬ ଓ ୧୭ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Corona
ଡିସେମ୍ବର ସୁଦ୍ଧା ସରିବ କରୋନାର ପ୍ରଥମ ଡୋଜ୍ ଟିକାକରଣ !

ଡ଼ିସେମ୍ବର ସୁଦ୍ଧା ରାଜ୍ୟରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ଟିକାକରଣ ସାରିବାକୁ ରଖାଯାଇଛି ଲକ୍ଷ୍ୟ

Bhakta Das
ଅପରାଧୀଙ୍କ ସହ ମିଶି ଶାସନ କରୁଛନ୍ତି ନବୀନ ବାବୁ

ଜାଣିଶୁଣି ନବୀନ ବାବୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ଏମିତି କରିବା ଦ୍ୱାରା ପୂରା ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା

compulsory retirement
ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ଅଧିକାରୀଙ୍କୁ ବିଦା କଲେ ଓଡ଼ିଶା ସରକାର

ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।