ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି ।
ପ୍ରେମ ଓ ପ୍ରତାରଣା ଯୋଗୁ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ରେଲ୍ୱେ ଟ୍ରାକ୍ ନିକଟରୁ ତାଙ୍କର ଏକ ବ୍ୟାଗ ମିଳିଥିଲା। ଯେଉଁଥିରେ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ୍ ଜବତ କରିଛି ପୋଲିସ୍।
ଡଙ୍ଗା କାରିଗର ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ।
ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ମିଠା ଓ ପିଠା ଆମ ଓଡ଼ିଆ ଘରର ମୁଖ୍ୟ ରେସିପି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କ୍ଷୀର ସାଗର ‘।
ହସଖୁସିରେ ଦିନ ବିତୁଥିଲା। କରୋନା ସବୁ ଉଜାଡ଼ି ଦେଲା। ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ। ଫେଲ୍ ହୋଇଯାଇଛି ଦୁଇଟିଯାକ କିଡନୀ। ଗରିବ କଳାକାର ବଞ୍ଚିବା ପାଇଁ କରୁଛନ୍ତି ନିବେଦନ। ସହାୟତା ମିଳିଲେ ବଞ୍ଚିଯିବେ ପ୍ରତିଭାବାନ ଦୀପକ ନାୟକ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଧାୟିକାଙ୍କ ପିଏସଓ କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀ ବିଧାୟିକାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ନାଁରେ ଗାଳି ଗୁଳଜ ସହ ପିସ୍ତଲରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ନବୀନ ନିବାସ ପାଖାପାଖି ଏକ ଛକରେ ଜଣେ ମହିଳା ସ୍କୁଟରେ ଛିଡା ଅଟକି ରହିଥିଲେ। କିନ୍ତୁ ଆଗକୁ ଯାଇପାରୁନଥିଲେ।
ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି।
ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ରତିବାଦ କରୁଛି ବିରୋଧି ଦଳ । ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅଣ୍ତାମାଡ କରାଯାଉଛି ।
ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ।
ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ
ଜଙ୍ଗଲ ମଧ୍ୟରେ ଲୁଚିବାକୁ ବସିଲାଣି ଏହି ସବୁ ଶୌଚାଳୟ । କେଉଁଠି ଲଟା ମାଡି ଗଲାଣି ତ ଆଉ କେଉଠି ମଦୁଆଙ୍କ ଆଡା ଜମିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସହରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର । ବିଦ୍ୟାଳୟରେ ୪ଗୋଟି ସ୍ମାର୍ଟ କ୍ଳାସ ରୁମ ରହିଛି । ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଏ ପାଠ ପଢୁଛନ୍ତି ।
ପୋଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ। ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍ ତାକୁ ଗିରଫ କରୁଛି ବୋଲି ଛାତ୍ର କଂଗ୍ରେସ କହିଛି।
ହ୍ୟାକର ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢୁଛନ୍ତି । ଯେଉଁ ଆକାଉଣ୍ଟରୁ ଟଙ୍କା କାଢୁଛନ୍ତି ,ତାହା ଭାରତ ଭିତର ଆକାଉଣ୍ଟ ବୋଲି ଜଣାପଡ଼ିଛି ।
ଦୀର୍ଘ ବର୍ଷ ଧରି ନେବା ଆଣିବା କରୁଥିବା ରିକ୍ସା ଚାଳକ ବୁଢ଼ା ହିଁ ମିନତୀଙ୍କ ପାଇଁ ସାହା ଭରସା ପାଲଟିଥିଲେ । ପଟ୍ଟନାୟକ ପରିବାର ସହ ସାମଲ ବୁଢାର ସମ୍ପର୍କ ଦୀର୍ଘ ବର୍ଷର । ଘରର ବୋଲ ହାକ କରି ଦିଅନ୍ତି । ଝିଅକୁ ସ୍କୁଲ ନେବା ଆଣିବା ଠାରୁ ଆରମ୍ଭ କରି କୃଷ୍ଣ କୁମାରଙ୍କ ଔଷଧ ଅଣାଅଣି ଆସୁଥିଲେ
ବରଗଡ଼ ମାଟିର ପୁଅ ଗଙ୍ଗାଧର ମେହେରଙ୍କୁ ସ୍ମରଣ କରି, ବରଗଡ଼ର ଚାଷୀ ଓ ବୁଣାକାର ଭାଇଙ୍କ ଦକ୍ଷତାକୁ ପ୍ରଣାମ ଜଣାଇଛନ୍ତି ନବୀନ । ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ନିଜର ବକ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ ।
ଦେହରେ ବାଉଁଶ ବାଜି ଯିବାରୁ ଚାଲିଗଲା ୨ ବର୍ଷର ପୁଅ ଜୀବନ। ଗାଁ ଲୋକଙ୍କ ଭୟରେ ୨ ବର୍ଷର ପୁଅର ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା ଓ ତାଙ୍କର ୧୬ ବର୍ଷୀୟ ପୁଅ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
ମମିତା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସ ଏକ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ସିଟିଂ ଜଜ୍ଙ୍କ ଦ୍ୱାରା ତଦନ୍ତ କରାଯାଉ ।
ପର୍ବପର୍ବାଣୀ ଆସିଲେ ଆମ ଓଡ଼ିଆ ଘରେ ସାଧାରଣତଃ ବିନା ପିଆଜ ରୁସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ପଞ୍ଚୁକରେ ଘରେ ଅତି ସହଜ ଓ ସରଳ ଉପାୟରେ ବନାନ୍ତୁ 'ସାହି ପୋଟଳ' ରେସିପି ।
ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ହେଲେ ହଠାତ୍ କେହି କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ।