• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

OCAC CEO  WhatsApp No Hacked
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍

ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ। ଏନେଇ ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି। 

 OPHCW deputy manager Pratap Samal
ସରକାରୀ ଚାକିରି କରି କୋଟି କୋଟି ଟଙ୍କା ରଖିଥିଲେ, ଓଡ଼ିଆ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ

ସରକାରୀ ବାବୁଙ୍କୁ ଭିଜିଲାନ୍ସ ଯେତେ ଘାଂଟୁଛି ସେତେ ତଥ୍ୟ ପାଉଛି। ଗୋଟିଏ ପରେ ଗୋଟିଏ ଲିଙ୍କ୍‌ର ଖୋଲୁଛି ଗୁମର

AKASH PATHAK
ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି

ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଆକାଶ ପାଠକଙ୍କୁ ଆଜି ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

farming
ସରକାରୀ ବିହନକୁ ଭରସା କରି ଚାଷୀ ହତାଶ : ଗାଈଗୋରୁଙ୍କ ଚରା ଭୂଇଁ ପାଲଟିଛି ବିରି କ୍ଷେତ

ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି

Handicraft
ହାର୍ ମାନିଛି ବୟସ, ହାରି ନାହାନ୍ତି ମାଳତୀ ମାଉସୀ

ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ, ୯୫ ବର୍ଷ ହେଲାଣି କିନ୍ତୁ ନିଜେ ଏବେ ବି ସ୍ୱାବଲମ୍ବୀ ଅଛନ୍ତି ମାଳତୀ ମାଉସୀ

cold wave Alert
ଥରାଇଲାଣି ଥଣ୍ଡା : ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଶୀତରେ ଥରଥର ଓଡ଼ିଶାବାସୀ । ହାଡ଼ଭଙ୍ଗା ଅସ୍ତବ୍ୟସ୍ତ ହେଉଛନ୍ତି ଆଦିବାସୀ ଇଲାକାର ଲୋକେ ।

Daily Horoscope
Daily Horoscope, 11 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୧ତାରିଖ, ଗୁରୁବାର, ତୁଳା ୨୬ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ । ଅଷ୍ଟମୀ ତିଥି, ଶ୍ରବଣା ନକ୍ଷତ୍ର, ମକର ଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର ଓ ସିଂହ ରାଶିର ଘାତଚନ୍ଦ୍ର ।

no vaccine no petrol
ଭ୍ୟାକ୍ସିନ୍ ନନେଲେ ମିଳିବନି ପେଟ୍ରୋଲ, ଡିଜେଲ୍ ଆଉ ରାସନ୍ : ବାହାରେ ବୁଲାବୁଲି ଉପରେ କଡ଼ା କଟକଣା

ଔରଙ୍ଗାବାଦରେ ଟିକାକରଣକୁ ଗୁରୁତ୍ୱ ଦେଉନାହାନ୍ତି ଲୋକେ । କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ବେପରୁଆ ହୋଇ ବାହାରେ ବୁଲୁଛନ୍ତି ।

Balangir Gang war
ବଲାଙ୍ଗିରରେ ବଢୁଛି ଗ୍ୟାଙ୍ଗୱାର, ଚୁପ୍‌ ବସିଛି ପୋଲିସ୍‌

ବଲାଙ୍ଗିରବାସୀ ଆଉ ନିଜକ ସୁରକ୍ଷିତ ମଣୁନାହାନ୍ତି। କାରଣ ଏଠି କଥା କଥାକେ ମାରପିଟ୍‌ ହେଉଛି ତ ଗୋଷ୍ଠୀ କନ୍ଦଳ ବି ବଢୁଛି

BJP
ମମିତା ହତ୍ୟା ଘଟଣା : ଆଜି ବୁଦ୍ଧିଜୀବୀ ସମ୍ମିଳନୀ କରିବ ବିଜେପି

ମମିତାଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଆଜି ବିଜେପି କରିବ ବୁଦ୍ଧିଜୀବୀ ସମ୍ମିଳନୀ

paneer reshmi recipe
ଘରେ ବନାନ୍ତୁ 'ପନିର ରେଶମି'

ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ପନିର ରେଶମି' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।

Alike KBN Gang
ଭୁବନେଶ୍ୱର ପରେ ଏବେ କଟକର ଭାଇରାଲ ଭିଡ଼ିଓକୁ ନେଇ ପୋଲିସର ବଢୁଛି ମୁଣ୍ଡବିନ୍ଧା

ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍‌ ପୋଲିସର ବଢୁଛି ଟେନସନ୍‌

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 11 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 11 November 2021
KBN Group Bubu Jena
KBN ଗ୍ରୁପ୍‌ ପାଇଁ କାଳ କମିଶନରେଟ୍‌ ପୋଲିସ, ସମୂଳେ ଧ୍ୱଂସ ପାଇଁ ଆରମ୍ଭ କଲା ଅପରେସନ୍‌ ଦମନ୍‌

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।

New Police DG Of Odisha
ଏଇ 5 ଜଣଙ୍କ ମଧ୍ୟରୁ ଜଣେ ହେବେ ନୂଆ DGP

ନୂଆ ବର୍ଷରେ ଆସିବେ ରାଜ୍ୟର ନୂଆ ଡିଜିପି । ବର୍ତ୍ତମାନର ଡିଜିପି ଅଭୟ ଅବସର ନେବେ । ରାଜ୍ୟର ଡିଜିପି ଚୟନ ବେଳେ ଅନେକ ବିଷୟକୁ ସରକାର ବିଚାରକୁ ନେଇଥାଆନ୍ତି । ଦକ୍ଷତା, ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏଥର ସରକାର ବାଛିବେ କାହାକୁ ? ଜାଣନ୍ତୁ ।

DGP Abhay
ଏଥର ନୂଆ ବର୍ଷରେ ନୂଆ ଡିଜିପି ପାଇବ ଓଡ଼ିଶା

ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

Dibyashankar Mishra
ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ସ୍ୱର ଶାଣିତ କଲା ବିଜେପି

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ ।

Pratap Samal
କିରାଣୀ-ପିଏସ୍-କନଷ୍ଟେବଳଙ୍କ ପାଖରେ ଯଦି ଏତେ, ତାହାଲେ ବଡ଼ ବାବୁଙ୍କ ପାଖରେ କେତେ ?

ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?

JSW
JSWକୁ ବିରୋଧ, ‘ପ୍ରକଳ୍ପ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର’ କହିଲେ ବିକ୍ଷୋଭକାରୀ

ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୩ ପଞ୍ଚାୟତର ପ୍ରାୟ ଦେଢ ହଜାର ଲୋକ ଏକାଠି ହୋଇଛନ୍ତି । ପ୍ରଦୂଷିତ ପାରାଦୀପ ଅଞ୍ଚଳରେ ଆଉ ଅଧିକ ପ୍ରଦୂଷଣକାରୀ ଶିଳ୍ପକୁ ସ୍ୱାଗତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।

Akash dasnayak
ଯୁଆଡ଼େ ଗଲେ ସିଆଡ଼େ ବିରୋଧ, ଆକାଶ ଦାଶନାୟକଙ୍କୁ ବିଜେପି ଦେଖାଇଲା କଳାପତାକା

ବିଜେଡି ନେତା ଯୁଆଡ଼େ ଯାଉଛନ୍ତି ସିଆଡ଼େ ବିରୋଧୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେଉଁଠି କଳାପତାକା ଦେଖାଇ ତାଙ୍କୁ ପ୍ରତିବାଦ କରାଯାଉଛି ତ, ଆଉ କେଉଁଠି ଅଣ୍ଡାମାଡ଼ କରି ପ୍ରତିବାଦ କରାଯାଉଛି ।

naveen and dibya sankar
ବୋଧହୁଏ ଏହି ୧୧ଟି କାରଣରୁ, ଦିବ୍ୟଶଙ୍କରଙ୍କୁ ପାଖରେ ବସାଇବାକୁ କୁଣ୍ଠା କଲେନି ନବୀନ

ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି?

egg hurling
ମନ୍ତ୍ରୀଙ୍କ ଗାଡିକୁ ଗୋଡାଇ ଗୋଡାଇ ଅଣ୍ଡାମାଡ, ବିରୋଧର ନୂଆ ତରିକା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀମାନଙ୍କୁ ଏବେ ହଟହଟା ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଥିବାରୁ ଅଣ୍ଡାମାଡ ଆପଣାଇଛନ୍ତି ବିରୋଧୀ । ମନ୍ତ୍ରୀ ଯୁଆଡେ ଗଲେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । ସତେ ଯେମିତି ବିରୋଧୀଙ୍କ ହାତରେ ଅଣ୍ଡା ଏବେ ଅସ୍ତ୍ର ପାଲଟିଯାଇଛି । ଆରମ୍ଭ ହୋଇଛି ଅଣ୍ଡାମାଡର ଫଣ୍ଡା ।

School Reopen
ସଂକ୍ରମଣ କମୁଛି, ତେଣୁ ୧୫ରୁ ଖୋଲିବ ଷଷ୍ଠ-ସପ୍ତମ ଶ୍ରେଣୀ

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ବସି ରହିଥିଲେ । ଅବଶ୍ୟ କିଛି ପିଲା ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ । ହେଲେ ସବୁ ପିଲା ଏହାର ସୁଯୋଗ ପାଇପାରୁନଥିଲେ ।

Tara Bahinipati
ଆନ୍ଧ୍ର ଖେଳୁଛି ଡୁଆଲ ଗେମ୍‌, କୋଟିଆ ଭିତରେ ପଶି ବାଣ୍ଟୁଛି ଜଙ୍ଗଲ ଜମି ପଟ୍ଟା

କୋଟିଆ ଗ୍ରାମପୁଞ୍ଜ ସୀମା ସମସ୍ୟାକୁ ନେଇ କୋରାପୁଟରେ ବସୁଛି ଏକ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜିଲ୍ଲାର ସବୁ ଦଳର ନେତା ଉପସ୍ଥିତ ରହିବେ ।

road problem
ଶୁଣିଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଗ୍ରାମବାସୀ

ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି । ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି । ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ ।