ଉମରକୋଟ୍ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।
ପୁଣି ପାୱାର କରିଡରକୁ ଫେରିଲା ରିପୋର୍ଟ କାର୍ଡ । ମନ୍ତ୍ରୀଙ୍କ ପ୍ରଦର୍ଶନର ମାପଦଣ୍ଡକୁ ନେଇ ନେଇ ଚାଲିଛି ଚର୍ଚ୍ଚା । ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁପ୍ତଧନର ଭଣ୍ଡାଫୋଡ୍ । ଫିଟିଛି ପାପ ସମ୍ପତ୍ତିର ପେଡ଼ି । ଫ୍ଲାଟରେ ରହୁଥିବା ପତ୍ନୀ ହାତରେ ଥିଲା କଳାଧନର ଠିକଣା । ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି ।
ବିଜେଡିରେ ଥିଲେ ମନ୍ତ୍ରୀ ହେଇଥାନ୍ତି । ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି? ବିଜେଡ଼ି ମତେ ଅଫର ଦେଇଥିଲା ଦଳକୁ ଯିବା ପାଇଁ କିନ୍ତୁ ମୁଁ ମନା କରିଦେଲି। ଦେଖନ୍ତୁ ଖୋଲା କଥାରେ ଆଉ କଣ ଖୋଲିକି କହୁଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି।
ନିଶାସକ୍ତ ଅବସ୍ଥାରେ ମାଆକୁ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରୁ ।
ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ । ତା ନାଁରେ ଗୁଜରାଟରେ ୧୧ଟି ଏନ୍ଡିପିଏସ୍ ମାମଲା ରହିଛି । ଅନୀଲ ଏତେ ପରିମାଣର ବେଆଇନ ସଂପତ୍ତି କେଉଁଠୁ ଆଣିଲା । ସେନେଇ ତଦନ୍ତ କରାଯାଇଥିଲା । ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଛି ।
ମଫସଲରୁ ସାମ୍ନାକୁ ଆସିଲା ମହାନ ବାର୍ତ୍ତା। ହକି ଗ୍ରାଉଣ୍ଡରେ ଏକାଠି ଖେଳିଲେ ପୁରୁଷ-ମହିଳା ଖେଳାଳୀ..ପରସ୍ପରକୁ ସାମ୍ନା କଲେ, ଗୋଲ୍ ବି ଦେଲେ। ପଡ଼ିଆରେ ଉଡ଼ାଇ ଦେଲେ ଧୂଳି..ଖେଳ ଦେଖିବାକୁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି
ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ସମସ୍ତଙ୍କୁ ଚମକାଇ ଦେଇଛି।
ଉଭୟଙ୍କୁ ବୁଝାଇବେ ମିଡିଏସନ୍ ଅଧିକାରୀ
ପୌର ପାଳିକାର ଅଧ୍ୟକ୍ଷା ହେଲେ ପତ୍ନୀ ଆଉ ଉପାଧ୍ୟକ୍ଷ ପଦରେ ସ୍ୱାମୀ । ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପାଳିକାରେ ରାଜନୀତିର ଏ ରୋଚକ ସଂଯୋଗ ଦେଖିବାକୁ ମିଳିଛି ।
କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀଙ୍କ ଘରୁ ଆଜି ନଗଦ ୧ କୋଟି ୪୨ ଲକ୍ଷ ଟଙ୍କା ଜବତ ହୋଇଛି । କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି ।
ଚର୍ଚ୍ଚା ଭିତରେ ରେସ୍ରେ ଆଗରେ ଥିଲେ ୫ ଜଣ। ହେଲେ ମୋହର ବାଜିଲା ଆଉ ଜଣଙ୍କ ଉପରେ
ଆଜି ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।
ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?
ଗ୍ରାହକଙ୍କ ମୁହଁ ଖଟା କରି ଦେଉଛି ଲେମ୍ବୁଦର । ବଜାରରେ ଏବେ ଲେମ୍ବୁ ଗୋଟାକୁ ୧୦ ଟଙ୍କାରେ ବିକ୍ରି ହେଉଛି ।
ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ସମୟଚକ୍ରରେ ପେସି ହୋଇଚାଲିଛି ଏ ମଣିଷ। କେତେବେଳେ ସେ ଭାଙ୍ଗି ଚୁର୍ମାର୍ ହୋଇଯାଉଛି ତ କେବେ ସମୟ ଦେଖାଉଛି ନୂଆ ଆଶା ଓ ସମ୍ଭାବନା। ଏମିତି ଏକ ସମୟଚକ୍ରରେ ଘାଣ୍ଟିହୋଇ ଆଗକୁ ବଢିଛନ୍ତି କନକଲତା ଭଞ୍ଜ। ତେବେ କ’ଣ ଥିଲା ତାଙ୍କର ସ୍ୱପ୍ନ? ଏବେ କେଉଁ ମୋଡରେ ପହଞ୍ଚିଛି ତାଙ୍କ ଜୀବନ? ସେହି ଅକୁହା କଥା କହିଛନ୍ତି କନକଲତା।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ରଥ ରଥ ଟଣା ହେବ । ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି ।
ଆଜି ଭୋରରୁ ଭୁବନେଶ୍ୱର ସାଲିଆ ସାହିରେ ଭିଜିଲାନ୍ସ ଟିମ୍ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ..ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ..ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ..
ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ। ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।
ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।
ମାର୍ଚ୍ଚ ୩୦ରେ ବିଧାନସଭାରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କଣ କହିଥିଲେ, ଜାଣନ୍ତୁ
ପୂର୍ବରୁ କିରାଣୀ ନଚେତ ତଳତଳିଆ କର୍ମଚାରୀ ପଡୁଥିଲେ ଭିଜିଲାନସ ଜାଲରେ । ଏବେ କିନ୍ତୁ ପାଳି ପଡିଛି ବଡ଼ବଡ଼ିଆ ବାବୁଙ୍କର