• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉମରକୋଟ୍‌ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ୩ ମୃତକ ସ୍ଥାନୀୟ ଅଞ୍ଚଳର, ମୃତକଙ୍କ ମଧ୍ୟରୁ ଜଣେ ବିବାହିତା ବୋଲି ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଯାଏଁ ଘଟଣାସ୍ଥଳରେ ପୋଲିସ ପହଞ୍ଚ ନଥିବାର ସୂଚନା ମିଳିଛି ।