• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

5 people dies in wall collapse incidents across Odisha
ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା, କାନ୍ଥ ପଡ଼ି ଚାଲିଗଲା ୫ ଜୀବନ

ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କ ଜୀବନ ଚାଲିଛି।

Deep Depression to weaken says meteorological department
ଘଣ୍ଟାପ୍ରତି ୧୮ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ, ଝାରସୁଗୁଡ଼ାଠୁ ୨୨୦ କି.ମି. ଦୂରରେ...

ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି। 

Hyva driver burnt alive in Sundargarh
ସତ ଚେଷ୍ଟା ପରେ ବି ନିଜକୁ ବଞ୍ଚାଇ ପାରିଲେନି, ହାଇୱା ସହ ଜୀଅନ୍ତା ଜଳିଗଲେ

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।   

Heavy Rainfall Alert In Odisha School To Be Closed In These Districts
ପ୍ରବଳ ବର୍ଷା ଆଶଙ୍କାରେ ଏହିସବୁ ଜିଲ୍ଲାରେ ସ୍କୁଲ୍‌ ବନ୍ଦ ଘୋଷଣା

ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 20 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 20 August 2022
SRC Pressmeet
ବାଲେଶ୍ୱରକୁ ଗଲା NDRF, ଜିଲ୍ଲାପାଳଙ୍କୁ ଦିଆଗଲା ସତର୍କବାଣୀ

ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।

Flood
ବିପନ୍ନଙ୍କୁ ସାପ ଭୟ ! ଘରୁ ଗୋଡ଼ କାଢ଼ିଲେ କେଉଁଠି ଚନ୍ଦନବୋଡ଼ା ତ କେଉଁଠି ଅଜଗର

SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C

Rain
ଏ କି ଦୁର୍ଦ୍ଦଶା ! ଉପରୁ ବର୍ଷା ଛେଚୁଛି, ତଳେ ବନ୍ୟା ପାଣି...ଛାତରେ ପାଲ ଟାଣି ରହୁଛି ମଣିଷ

ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି ରହୁଛି।

Flood
ପାଣି ଭିତରେ ବି ମିଳୁନି ପାଣି ! କୂଅ-ନଳକୂଅ ସବୁ ବୁଡ଼ିଯାଇଛି..

ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।

Cyclone
ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ !

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି।

Nuakhai
ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ।

Hirakud
୨୦ ଗେଟ୍‌ ଦେଇ ହୀରାକୁଦରୁ ଛଡ଼ାଯାଉଛି ବନ୍ୟାପାଣି...ମୁଣ୍ଡଳିରେ କମୁଛି ବନ୍ୟାଜଳ

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।

Lightning strike
ସ୍କୁଲରେ ବଜ୍ରପାତ : ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି।  ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି

gold price today
ଆଜି କେତେ ରହିଛି ୨୨ କ୍ୟାରେଟ୍‌ ସୁନା ଦର ?

ସୁନା ଓ ରୁପା ଦର କେତେ ଅଛି, ଯାଞ୍ଚ କରନ୍ତୁ . . .

  • Friday, 19 August 2022
  • Gold
Cyclone Update
ଗଭୀର ଅବପାତ ବାତ୍ୟାର ରୂପ ନେବ ନାହିଁ: IMD DG

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ ।

MP Aparajita Sarangi
'ସରକାର ରୋକ୍‌ ଲଗାନ୍ତୁ, ନଚେତ୍‌ ପରିଣାମ ଭଲ ହେବନି'

ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Special story
ଅତି ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ପ୍ରଭାବରେ ୪ ଜିଲ୍ଲାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ

Special story
ମା’ଝିଅଙ୍କ ସହ ଡ୍ରାଇଭରର ବଚସା ଭିଡିଓ ଭାଇରାଲ, ଅଭିଯୁକ୍ତର ରାଗ ପାଇଁ ବଳି ପଡ଼ିଲା ଦୁଇ ନିରୀହ ଜୀବନ

ହତ୍ୟା ପୂର୍ବରୁ ସାଇଡ୍ ମରାକୁ ନେଇ ଡ୍ରାଇଭରଙ୍କ ସହ ହୋଇଥିଲା ବଚସା

Maoist
ନୂଆପଡ଼ାରେ ମାଓ ତାଣ୍ଡବ; ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।

Special story
ଜନସଂଖ୍ୟା ବଢ଼ାଇବାକୁ ଲୋଭନୀୟ ଅଫର୍‌ : ୧୦ ଛୁଆ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ୍‌

ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍‌ ରାଷ୍ଟ୍ରପତି ।

daily horoscope
Daily Horoscope 19th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର ତିଥି – ୮ ମୀ ରାତ୍ରି ୧୦/୫୯ ଗତେ ୯ମୀ ଚନ୍ଦ୍ର – ମେଷ ପ୍ରାତଃ ୦୬/୦୬ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ପ୍ରାତଃ ୦୬/୦୬ ଗତେ ବିଛା ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ, ରାତ୍ରି ୦୧/୫୩ ପର୍ଯ୍ୟନ୍ତ

Special story
ଜଙ୍ଗଲରୁ ମିଳିଲା ନର କଙ୍କାଳ : ଛାନଭିନ୍‌ ଆରମ୍ଭ କଲା ପୋଲିସ୍‌

ମାସକ ତଳେ ନିଖୋଜ ହୋଇଯାଇଥିଲେ ଜଣେ ଯୁବକ

Special story
ଆଜି ଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା : ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ ପ୍ରକ୍ରିୟା

ଯୋଗ୍ୟ ବିବେଚିତ ୪ଲକ୍ଷ ୪ ହଜାର ଛାତ୍ରଛାତ୍ରୀ ନାମ ଲେଖାଇବେ