• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: ନକଲି ଔଷଧ ନେଇ ଥାନାରେ ଏତଲା। ପୁରୀଘାଟ ଥାନାରେ ଏତଲା କଲେ ଡ୍ରଗ୍ ଇନ୍ସପେକ୍ଟର। ଯାଉଁଳିଆପଟି ଅଞ୍ଚଳର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦିଆଯାଇଛି। ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି। ନକଲି ଔଷଧ ଟେଲମା-୪୦ ନେଇ ଅଭିଯୋଗ ହୋଇଥିଲା। ଜଣେ ଗ୍ରାହକ ଅଭିଯୋଗ କଲା ପରେ ରେଡ୍ ହୋଇଥିଲା। କଟକ, ଭୁବନେଶ୍ୱର, ରାଉରକେଲାରେ ରେଡ୍ ହୋଇଥିଲା।