ସାଧାରଣ ନିର୍ବାଚନ ପାଇଁ ଶାସକ ଦଳର ଜୋରଦାର ପ୍ରସ୍ତୁତି ଭିତରେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଥିବା ସୋସିଆଲ୍ ମିଡିଆକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିଜେଡି ଆରମ୍ଭ କରିଛି ଟ୍ରେନିଂ ।
କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।