• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 25 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପୁଣି ଆଥଲେଟ୍‌ ଭଉଣୀଙ୍କ କଳି: ଶାଳୀନତାର ସବୁ ସୀମା ଡେଇଁଗଲେ ଦୂତି-ସରସ୍ୱତୀ

ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି। More
  • Chandan Shishu
  • 2 years ago

ଏଣିକି ମେସିନ୍ କରିବ ଗା଼ଡି ଫିଟନେସ୍ ଯାଞ୍ଚ, ଦ୍ୱନ୍ଦ୍ୱରେ ଗାଡ଼ି ମାଲିକ

ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ।  More
  • Satyendu Shekher Mishra
  • 2 years ago

ନିଜ ନିୟମ ନିଜେ ମାନୁନାହାନ୍ତି ସରକାର ! ଘରୋଇ ପିଡିଏସ୍ ଡିଲର ପ୍ରୀତି ଛାଡ଼ୁନାହାନ୍ତି

ରାଜ୍ୟ ସରକାରଙ୍କ ଘରୋଇ ପିଡିଏସ୍ ଡିଲର ପ୍ରୀତିକୁ ନେଇ ପ୍ରଶ୍ନ । ୭ବର୍ଷ ତଳୁ ଉଚ୍ଛେଦ ନିୟମ ସତ୍ତ୍ୱେ ରାସନ ବାଣ୍ଟୁଛନ୍ତି ୭ ହଜାର ରିଟେଲର । More
  • Satyendu Shekher Mishra
  • 2 years ago

ଋଣ ଚାପ-ପାରିବାରିକ ବିବାଦ ନା ଅନ୍ୟ କିଛି ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ..

ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । More
  • Satyendu Shekher Mishra
  • 2 years ago

କଳିଯୁଗରେ ବି ଏମିତି ମଣିଷ ଥାନ୍ତି ! ଗାଁ ସାରା ଲୋକଙ୍କ ମଉଡ଼ମଣୀ, ପହଞ୍ଚିଲେ ଓଠରେ ଆପେ ଖେଳିଯାଏ ହସ

ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା । More
  • Chandan Shishu
  • 2 years ago

ରାତି ପାହିଲେ ପରୀକ୍ଷା, ହେଲେ ପିଲାଙ୍କ ପାଇଁ ନାହିଁ ପରୀକ୍ଷା ଖାତା

ଯଦି ପେପରର ଅନ୍ତର୍ଜାତୀୟ ଦର ବୃଦ୍ଧି ପ୍ରଭାବ ଉତ୍କଳ ୟୁନିଭର୍ସିଟି ଉପରେ ପଡିଲା ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ପଡିଲାନି କିପରି? More
  • Satyendu Shekher Mishra
  • 2 years ago

ଦ୍ରୌପଦୀ ଏକ ପ୍ରେରଣାର ନାଁ, ୟାଙ୍କ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ବି ଆସିବ ଲୁହ

କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି । More
  • Satyendu Shekher Mishra
  • 2 years ago

ମାଣ୍ଡିଆ ଚା’ ! ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ମାଣ୍ଡିଆ ମିକ୍ସଚର ବି ମିଳୁଛି, ଆହୁରି କେତେ କ’ଣ.. ଦେଖନ୍ତୁ ଭିଡିଓ

ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି । More
  • Satyendu Shekher Mishra
  • 2 years ago

ଏମିତି ପୁଅ ଜଗତେ ନାହିଁ ! ବାପା ଦିବ୍ୟାଙ୍ଗ ହେବାରୁ ପୁଅ ସାଜିଲେ ଆଶାବାଡ଼ି, ପଢ଼ନ୍ତୁ ପୁରା କାହାଣୀ..

ଖାଲି ଅଫିସ୍‌ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍‌ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି । More
  • Satyendu Shekher Mishra
  • 2 years ago

ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ୍, ମଇଦାନକୁ ଓହ୍ଲାଇବେ ଇରଫାନ୍‌-ୟୁସୁଫ୍

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ । More
  • Satyendu Shekher Mishra
  • 2 years ago

ବିଜେଡ଼ି ନେତା ଧର୍ମେନ୍ଦ୍ର ସାହୁ ରହସ୍ୟଜନକ ମୃତ୍ୟୁ ମାମଲା, ମୋବାଇଲ୍‌ରୁ ମିଳିବ କି ମନ୍ତ୍ରୀଙ୍କ ଗୁପ୍ତ ଭିଡିଓ..

ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା । More
  • Satyendu Shekher Mishra
  • 2 years ago

ପୋଲିସ ନାକେଦମ୍ ! ନବୀନ ନିବାସ ସାମ୍ନା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟ ଉଦ୍ୟମ

ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି ।  More
  • Rajalaxmi Sahoo
  • 2 years ago

ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି: ଜଣେ କହିଲେ- ତୋତେ ସ୍ପଏଲ୍ କରିଦେବି, ଆଉ ଜଣେ କହିଲେ- ମୁଁ ତୋର କ’ଣ କରିବି ତୁ ଭଲ ଭାବରେ ଜାଣିଛୁ

କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। More
  • Rajalaxmi Sahoo
  • 2 years ago

ପୁଣିଥରେ ଭୁବନେଶ୍ୱର କ୍ଲବ୍‌ ସଭାପତି ହେଲେ ଅସିତ୍‌ ତ୍ରିପାଠୀ

 ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନରେ ଅସିତ୍‌ ତ୍ରିପାଠୀ ପୁଣି ବିଜୟୀ ହୋଇଛନ୍ତି। ଅସିତ୍‌ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି।  More
  • Pramod Behera
  • 2 years ago

କାହିଁକି ବଢୁଛି ହୃଦ୍‌ଘାତଜନିତ ସମସ୍ୟା; କିପରି କରିବେ ନିୟନ୍ତ୍ରଣ

ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍‌ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍‌ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା। More
  • Pramod Behera
  • 2 years ago

ମହାମାରୀରେ କ୍ଷତାକ୍ତ ଜୀବିକା ଉପରେ ‘ପ୍ରଶାସନିକ ବୁଲ୍‌ଡୋଜର୍‌’

ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ବୁଲ୍‌ଡୋଜର୍‌ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ ତ? More
  • Pramod Behera
  • 2 years ago

ପିତୃଗଣଙ୍କୁ ସନ୍ତୁଷ୍ଟିର ପର୍ବ ମହାଳୟା; ଜାଣନ୍ତୁ କ’ଣ କହୁଛି କିମ୍ବଦନ୍ତୀ

ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ। More
  • Rajalaxmi Sahoo
  • 2 years ago

ଗୋଟିଏପଟେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ, ସେପଟେ ସହର ଭିତରେ ବୋହିଲା ରକ୍ତ ନଦୀ

ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି। More
  • Rajalaxmi Sahoo
  • 2 years ago

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।  More
  • Rajalaxmi Sahoo
  • 2 years ago

ପାଣିପାଗ ବିଭାଗର ୱାର୍ଣ୍ଣିଂ- କାଲି ୧୨ ଜିଲ୍ଲାରେ ବର୍ଷିବ !

ଆସନ୍ତାକାଲି ୧୨ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More
  • Manoranjan Behera
  • 2 years ago

ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଚାଲିଛି ବାରବାଟୀରେ ଟିକେଟ୍ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । More
  • Manoranjan Behera
  • 2 years ago

ଚାକିରିରୁ ଅବସର ପରେ ସଉକ୍‌ ଭୁଲିନାହାନ୍ତି ପୂର୍ଣ୍ଣଚନ୍ଦ୍ର; ଛାତ ଉପରେ କରୁଛନ୍ତି ଅଙ୍ଗୁର ସହ ସେଓ ଚାଷ

ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ More
  • Manoranjan Behera
  • 2 years ago

ଡିବିରି ଆଲୁଅରେ ବିତୁଛି ଜୀବନ; ସାତ ସପନ ହୋଇପଡ଼ିଛି ବିଜୁଳିବତୀ

କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ । More
  • Chandan Shishu
  • 2 years ago

ଖୋଲିବ କି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଗୁମର? ପୋଲିସ ହାତରେ ଲାଗିଛି ରହସ୍ୟଜନକ ମୋବାଇଲ୍

ଯେଉଁ ମୋବାଇଲ୍‌ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ।  More
  • Manoranjan Behera
  • 2 years ago

ସୁସ୍ଥ ହେଲେ ଅଭିନେତା ବାବୁସାନ; ଡିସ୍‌ଚାର୍ଜ ବେଳେ ସାଥିରେ ଥିଲେ ପତ୍ନୀ ତୃପ୍ତି

ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । More