• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

murder
‘ଟେଡି ବିଅର’ ଫେରାଇଦେଲା ପ୍ରେମିକା; ରାଗିଯାଇ କଟୁରୀରେ ହାଣିଦେଲା ପ୍ରେମିକ

ଦୁଇ ଦିନ ତଳେ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ଶେଷାଦ୍ରୀଙ୍କ ଘରକୁ ଯାଇଥିଲା ମିଳନ । ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ।

Lighting
ବର୍ଷା ହେବା ସମୟରେ କେମିତି ହୁଏ ବଜ୍ରପାତ ?

ଜଳର ଛୋଟ କଣିକା ପବନ ହେତୁ ପରସ୍ପର ସହ ଘସି ହୁଅନ୍ତି । ଏହା ଦ୍ୱାରା ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୋଇଥାଏ । ଫଳରେ ଲକ୍ଷ ଲକ୍ଷ ଭୋଲ୍ଟ ବିଦ୍ୟୁତ୍ ଉତ୍ପାଦନ ହେବା ସହ ବଜ୍ରପାତ ହୋଇଥାଏ ।

elderly woman
ହୃଦୟ ବିଦାରକ : ୪ ପୁଅ ଜନ୍ମ କରିଥିଲା ବୋଲି ଦାଣ୍ଡରେ ଘୋଷାରି ହେଉଛି ମାଆ

୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର।

Today Panchang
Today Panchang 15th July 2023: ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର। ଚନ୍ଦ୍ର – ବୃଷ ଅହୋରାତ୍ର, ତିଥି – ୧୩ଶୀ ରାତ୍ରି ୦୮.୩୨ ଗତେ ୧୪ଶୀ,ଘାତ ଚନ୍ଦ୍ର – ବିଛା ଦିବା ୧୧.୨୨ ଗତେ କନ୍ୟା, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

  • Saturday, 15 July 2023
Weather News
ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ! ୧୪ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

Puri Anand Bajar
ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକି ପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 15 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 15 July 2023
Woman, son die
ବିଦ୍ୟୁତ ନେଲା ୨ ଜୀବନ; ପୁଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ

ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନ୍‌ରେ ରଡ୍‌ କାଟୁଥିଲେ । ହେଲେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

Rourkela Airport
ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ? କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି ।

Ganjam News
ରାଜନୈତିକ ବିବାଦରୁ ବାସନ୍ଦ ପରିବାର; ପିଲାଙ୍କୁ ବି ସ୍କୁଲ ଯିବା ମନା

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

BJP
ଓଡ଼ିଶା ଦଖଲ ପାଇଁ ବଂଶଲଙ୍କ ୨ ଦିନିଆ ମାନସ ମନ୍ଥନ

ଓଡିଶା ଦଖଲ ପାଇଁ ସୁନୀଲ୍ ବଂଶଲଙ୍କ ଦୁଇ ଦିନିଆ ମାନସ ମନ୍ଥନ । ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍। ଏଥିସହ ଭୋପାଲରେ ବିସ୍ତାରକଙ୍କୁ ମୋଦି ପଢାଇଥିବା ବୁଥ ମାନେଜମେଣ୍ଟ ପାଠ କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ ସେ ନେଇ ବି ବିସ୍ତାରକମାନଙ୍କ ସହ ବୈଠକ କରିଛନ୍ତି ବିଜେପି ରାଜ୍ୟ ସଭାପତି ଏବଂ କ୍ଷେତ୍ରୀୟ ପ୍ରଭାରୀ।...

  • Friday, 14 July 2023
  • BJP
Dengue In Odisha
ଡେଙ୍ଗୁ ହଟସ୍ପଟ୍ ପାଲଟିଛି ରାଜଧାନୀ; ଅଣାୟତ୍ତ ସ୍ଥିତି, ଏଯାଏଁ ଦେଢ଼ଶହ ଆକ୍ରାନ୍ତ

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।

Naba Das murder
ନବଙ୍କୁ ମାରିବାକୁ ଲଣ୍ଡା ହୋଇ ପଣ କରିଥିଲା ଗୋପାଳ

କୋର୍ଟରେ ଦାଖଲ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ମିଳିଲା ତଥ୍ୟ । ଗାଡ଼ିଂ ଚେକିଂ ବିବାଦରୁ ବଢ଼ିଥିଲା ଶତ୍ରୁତା । ଷଡ଼ଯନ୍ତ୍ର ଦିଗର କାହିଁକି ହେଲାନି ତଦନ୍ତ: ବିରୋଧୀ ।

  • Friday, 14 July 2023
Plus 3 Cutt Off
+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ; ବାଣିଜ୍ୟରେ ରେଭେନ୍ସା ଆଗରେ..

+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । 

Main door of house
Vastu Tips: ଘରର ମୁଖ୍ୟ ଦ୍ୱାରା କିପରି ହେଲେ ଶୁଭ ଫଳ ମିଳେ

ଯଦି ପ୍ରତ୍ୟେକ ବ୍ୟକ୍ତି ବାସ୍ତୁର ନିୟମ ମାନି ଘରଟିଏ କରନ୍ତି ତେବେ ସମସ୍ତଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀରେ ବହୁତ ଉନ୍ନତି ଦେଖାଦେବ । ଆଜି ଏହି ‘ବାସ୍ତୁର ବାସ୍ତବତା’ର ସ୍ତମ୍ଭରେ ଜାଣିବା ବାସ୍ତୁରେ ଘରର ଦ୍ୱାର ଓ ଝରକା କିପରି ହେବା ଉଚିତ।

Police suicide in odisha
ଚିନ୍ତା ବଢାଉଛି ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା

ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍‌ବେଗ ଓ ଚିନ୍ତାଜନକ ହୋଇପଡିଛି। ଏହା ପଛରେ ଅନେକ କାରଣ ଥିବା କୁହାଯାଏ।

Orphan girl
ସୁଧାର ଗୃହରେ ରଖିଥିଲେ...କନ୍ୟାଦାନ କରି ପୂଣ୍ୟ କଲେ ଏଡିଏମ୍‌

ସାବାସ୍‌ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

Gunupur bus stand
ଦେଢ଼ କୋଟିର ବସଷ୍ଟାଣ୍ଡ...ଥରେ ହେଲେ ବି ଗାଡ଼ି ଗଲାନି

ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍‌ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...୨୫ ବର୍ଷ ହେଲାଣି ଦିବ୍ୟାଙ୍ଗ ଝିଅକୁ ନେଇ କଟୁଛି ଦିନ

ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

Students demand
‘ଆଗେ ପାଇଖାନାକୁ ପାଣି ଦିଅ...ପରେ ଡ୍ରେସ୍‌କୋଡ୍‌ କରିବ’

ଏ ସ୍କୁଲରେ କିଛି ନାହିଁ । ପିଲାଙ୍କ ଲାଗି ପାଇଖାନା ନାହିଁ କି ପାଣିର ବ୍ୟବସ୍ଥା ନାହିଁ । କେତେବେଳେ ଲାଇନ୍‌ ଆସୁଛି ତ ଆଉ କେତେବେଳେ ସିଏ ବି ନାହିଁ । ପାଠ ପଢା ବେଳେ ଛାତରୁ ଖସୁଛି ସ୍ଲାବ୍‌ । ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ।

  • Friday, 14 July 2023
Naba Das murder case
ଆସିଲା ଚାଞ୍ଚଲ୍ୟକର ତଥ୍ୟ ! ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ...

ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ।

  • Friday, 14 July 2023
Naba Das murder case
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ମାରିଲା ଗୋପାଳ ? ଚାର୍ଜସିଟ୍‌ରେ ନାହିଁ ହତ୍ୟାର କାରଣ...

ଗୋପାଳ ଦାସ ହିଁ ନବ ଦାସଙ୍କୁ ହତ୍ୟା କରିଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିଲେ ମଧ୍ୟ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଲେଖା ନାହିଁ।

  • Friday, 14 July 2023
Today Panchang
Today Panchang 14th July 2023: ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ନୂତନ ଯାନବାହନ

ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର; ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ, ଘାତ ଚନ୍ଦ୍ର– ବିଛା ଅହୋରାତ୍ର, ଘାତ ବାର– ବିଛା, ଧନୁ ଓ ମୀନ

Andhra Pradesh
କୋଟିଆ, ସମ୍ବାଇ ପରେ ରାଇପାଡ୍ ଗାଁରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

ଓଡ଼ିଶା ସରକାରଙ୍କୁ ପକ୍ଷରୁ ଏଠିକାର ଲୋକଙ୍କୁ ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ଏହି ରାଶିକୁ ବଢାଇ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଇଥିବା କୁହାଯାଉଛି।

  • Friday, 14 July 2023
breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 14 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 14 July 2023