• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର। ଚନ୍ଦ୍ର – ବୃଷ ଅହୋରାତ୍ର, ତିଥି – ୧୩ଶୀ ରାତ୍ରି ୦୮.୩୨ ଗତେ ୧୪ଶୀ,ଘାତ ଚନ୍ଦ୍ର – ବିଛା ଦିବା ୧୧.୨୨ ଗତେ କନ୍ୟା, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ...    

ଦିବା ୧୦.୧୪ ରୁ ୧୨.୧୮
ରାତ୍ରି ୦୩.୦୮ ରୁ ୦୩.୪୮

ରାତ୍ରି ୦୭.୪୭ ରୁ ୦୭.୫୨
ରାତ୍ରି ୦୩.୦୯ ରୁ ୦୩.୫୮

ଅଶୁଭ ସମୟ...

ଋାହୁକାଳ – ଦିବା ୦୮.୩୬ ରୁ ୧୦.୧୪
କାଳବେଳା – ପ୍ରାତଃ ୦୫.୧୯ ରୁ ୦୬.୫୮ ଓ ଦିବା ୦୪.୪୭ ରୁ ୦୬.୨୫
ବାରବେଳା – ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି –  ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୮ ରୁ ୦୫.୨୦