/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689131955.jpg)
Today Panchang
ଆଜିର ପଞ୍ଚାଙ୍ଗ:
ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର
ଚନ୍ଦ୍ର – ବୃଷ ଅହୋରାତ୍ର
ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ
ଘାତ ଚନ୍ଦ୍ର – ବିଛା ଅହୋରାତ୍ର
ଘାତ ବାର – ବିଛା, ଧନୁ ଓ ମୀନ
ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୭.୧୭ ପର୍ଯ୍ୟନ୍ତ
ଶୁଭ ସମୟ:
ପ୍ରାତଃ ୦୬.୧୧ ରୁ ୦୭.୦୪
ଦିବା ୧୨.୧୮ ରୁ ୦୨.୫୫
ସନ୍ଧ୍ୟା ୦୬.୨୫ ରୁ ୦୮.୩୬
ରାତ୍ରି ୧୨.୫୮ ରୁ ୦୩.୦୮
ରାତ୍ରି ୦୩.୫୨ ରୁ ୦୫.୧୯
ଅଶୁଭ ସମୟ:
ଋାହୁକାଳ – ଦିବା ୧୦.୧୪ ରୁ ୧୧.୫୨
କାଳବେଳା – ଦିବା ୧୦.୧୪ ରୁ ୧୧.୫୨
ବାରବେଳା – ଦିବା ୦୮.୩୫ ରୁ ୧୦.୧୪
କାଳରାତ୍ରି – ରାତ୍ରି ୦୯.୦୯ ରୁ ୧୦.୩୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)