/odishatv-khabar/media/post_attachments/uploadimage/library/16_9/16_9_0/s_1698549711.jpg)
Kartik Brata Begins From Today
ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଏ ଅବସରରେ ହବିଷ୍ୟାଳୀମାନେ ପଞ୍ଚତୀର୍ଥରେ ସାନ୍ନ ସହ କାର୍ତ୍ତିକ ବ୍ରତ ସଂଙ୍କଳ୍ପ କରିବା ପରେ ତୁଳସୀ ଗଛ ମୂଳରେ ରାଇଦାମୋଦର ପୂଜା କରିଛନ୍ତି । ଏଥିସହ ଫଳ ମୂଳ ନୈବେଦ୍ୟ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାକୁ ପୂଜା କରିଛନ୍ତି ।
ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ । ହବିଷ୍ୟାଳୀଙ୍କ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ଓ ହବିଷ୍ୟାଳୀ ଶିବିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛିି ।
ଏକ ମାସଧରି ହବିଷ କରି ରାଇଦାମୋଦର ପୂଜା କରି ଆକାଶ ଦୀପ ଜଳାଇବେ ବ୍ରତଧାରୀ ।
#ଆଜିଠୁ_ଆରମ୍ଭ_ଧର୍ମର_ମାସ_କାର୍ତ୍ତିକ
ପଞ୍ଚତୀର୍ଥରେ ସ୍ନାନ ପରେ ସଂକଳ୍ପ କରି ବ୍ରତ ଆରମ୍ଭ କଲେ ହବିଷ୍ୟାଳି.. ତୁଳସୀ ମୂଳରେ କଲେ ରାଇଦାମୋଦର ପୂଜା.. ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼...ହବିଷ୍ୟାଳିଙ୍କ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା..#KartikaBrata#Habisyali#Odishapic.twitter.com/1VC6L0MA2Z— ଓଟିଭି (@otvkhabar) October 29, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)