ବଢ଼ି ଚାଲିଥିବା କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ କଡ଼ା କଟକଣା; ମୁମ୍ବାଇ ମହାନଗରରେ ଜାନୁଆରୀ ୩୧ ଯାଏ ସ୍କୁଲ ବନ୍ଦ ଘୋଷଣା, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ନେଇ ପ୍ରଶାସନର ଘୋଷଣା
୧୭ କିଲୋମିଟର ଯାତ୍ରା ପାଇଁ ଉବର ନେଲା ୧୦,୦୦୦ ଟଙ୍କା ଭଡା !
ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...
ବୈଷ୍ଣୋ ଦେବୀଙ୍କ ଦର୍ଶନ ମସୟରେ ଦଳାଚକଟା ପରେ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏବେ ଦେବୀଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ ।
ନୂଆବର୍ଷ ପାଇଁ କରୋନାର ଭୟାବହତାକୁ ଭୁଲିଗଲେ ଲୋକେ । ଗୋଆ ସମୁଦ୍ରକୂଳରେ ଜମଛି ଅସମ୍ଭାଳ ଭିଡ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହିଜାବ୍ ପିନ୍ଧି କଲେଜ୍ ଗଲେ ଶ୍ରେଣୀ ଗୃହରେ ପ୍ରବେଶ କରାଇ ଦେଉନାହାନ୍ତି କଲେଜ୍ କର୍ତ୍ତୃପକ୍ଷ । ତିନି ଦିନ ହେଲା ଉପସ୍ଥାନ ମଧ୍ୟ ରେକର୍ଡ କରାଯାଉ ନାହିଁ ।
ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଭେଟିଥିଲେ। ତେବେ ଏହି ସମୟରେ ମୋଦିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।
ଦିଲ୍ଲୀ ପରେ କରୋନାର ହଟ୍ସ୍ପଟ୍ ପାଲଟିଛି ମୁମ୍ବାଇ। ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତକାଲି ମୁମ୍ବାଇରେ ୮ ହଜାର ୩୬ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।
କେବଳ ଏତିକି ନୁହେଁ ବରଂ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ ମଧ୍ୟ କଲେଣି। ଆଉ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମାନ ସତ ହୁଏ ତେବେ କଥା ସରିଲା
ସ୍ଥିର ଅଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଦାମ୍ ରହିଛି।
କିଭଳି ହୋଇଥିଲା ସିଡିଏସ୍ଙ୍କ ହେଲିକପ୍ଟର କ୍ରାଶ୍, କାରଣ କହିଲା IAF
କୁକୁର କାମୁଡ଼ାରେ ଶିଶୁଟି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।
ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ସିଟ୍ରୁ ନିର୍ବାଚନ ଲଢ଼ିବେ ସେନେଇ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ସଭ୍ୟ ସମାଜରେ ଘୃଣା ସୃଷ୍ଟି କରୁଛି ବୁଲ୍ଲି ବାଇ ଆପ୍ । ମହିଳାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁଲମଖୁଲ୍ଲା ଅପମାନିତ କରାଯାଉଛି ।
ନୂଆ ବର୍ଷର ଦ୍ୱିତୀୟ ଦିନରେ ଆଲିରାଜପୁରରେ ଏକ ବସ୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବସଟି ବ୍ରିଜରୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି ।
ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡ୍କୁ ଚାଲି ଆସିଛନ୍ତି
ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ବର୍ତ୍ତମା ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ୍ରେ ରଖାଯାଇଛି ।
ମହିଳାଙ୍କ ପ୍ରତି ଦିନକୁ ଦିନ ବଢ଼ୁଛି ଅପରାଧ । ଲୋକେ ସଚେତନ ଥିଲେ ସୁଦ୍ଧା ଘରର ମହିଳାଙ୍କୁ ସମ୍ମାନ ଦେବାରେ ପଛେଇ ଯାଉଛନ୍ତି । ୨୦୨୧ରେ ହୋଇଛି ୩୧,୦୦୦ ମହିଳା ବିରୋଧୀ ଅପରାଧ ।
କରୋନା ସଂକ୍ରମଣ ରୋକିବାକୁ ହରିୟାଣା ସରକାର ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ୍, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ୍ ଇତ୍ୟାଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।
ବଢିଲା ସୁନାର ଦାମ୍ । ଗତକାଲି ସୁନାର ଦାମ୍ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୩,୭୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ରହିଥିଲା । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି ।
ଆନ୍ଧ୍ର ଗୁଂଟୁରର ସଂକୀର୍ଥଙ୍କ ସହ ତୁର୍କୀର ଗିଜେମଙ୍କ ସହ ଭଲପାଇବ ହୋଇଥିଲା। ଆଉ ପ୍ରେମ ପାଇଁ ତୁର୍କୀରୁ ଇଣ୍ଡିଆ ଚାଲିଆସିଲେ ଗିଜେମ୍। ତେବେ ପାଠ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିୟାଣାରେ ଭୟଙ୍କର ଭୂସ୍ଖଳନ ହୋଇଛି
କରୋନାର ଓମିକ୍ରନ ଭାରିଆଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି
ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ ।