ସଭ୍ୟ ସମାଜରେ ଘୃଣା ସୃଷ୍ଟି କରୁଛି ବୁଲ୍ଲି ବାଇ ଆପ୍ । ମହିଳାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁଲମଖୁଲ୍ଲା ଅପମାନିତ କରାଯାଉଛି ।