• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Delhi pollution: Air quality improves slightly, but still is at \'very poor\' category
ଟିକେ ସୁଧୁରିଛି ଦିଲ୍ଲୀ ପ୍ରଦୂଷଣ

ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।

Heavy Security At Mukesh Ambani’s Residence Antilla After Taxi Driver Reports Suspicion
ବଢ଼ିଲା ଆଣ୍ଟିଲିଆର ସୁରକ୍ଷା

ଅଚାନକ ବଢ଼ିଲା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆର ସୁରକ୍ଷା। ଜଣେ ଟ୍ୟାକ୍ସି ଚାଳକଙ୍କୁ ଦୁଇ ସନ୍ଦିଗ୍ଧ ପଚାରିଥିଲେ ଆଣ୍ଟିଲିଆ ଠିକଣା । ଘଟଣା ଜାଣିବା ପରେ ହଠାତ୍ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ୍

Four Newborns Killed In Bhopal Hospital Fire
ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁ ମୃତ

ମଧ୍ୟପ୍ରଦେଶ ଭୋପାଳରେ ଦୁଃଖଦ ଘଟଣା। କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ଅଗ୍ନିକାଣ୍ଡ । ସର୍ଟ ସର୍କିର୍ଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

fire at Hospital
ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁ ମୃତ

୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୩୬ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏସ୍ଏନସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ambani house antilia
ଅଚାନକ ବଢ଼ିଲା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆର ସୁରକ୍ଷା

ଅଚାନକ ବଢ଼ିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆର ସୁରକ୍ଷା ବ୍ୟବସ୍ଥା । ଜଣେ ଟ୍ୟାକ୍ସି ଚାଳକଙ୍କୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଆଣ୍ଟିଲିଆକୁ ଯିବା ବାଟ ପଚାରିବା ପରେ ମୁମ୍ବାଇ ପୋଲିସ୍ ପକ୍ଷରୁ ହଠାତ୍ ଏଭଳି ନିଷ୍ପତ୍ତି ନିଆଯାଇଛି । ଏମିତିକି ସଂପୃକ୍ତ ଟ୍ୟାକ୍ସି ଡ୍ରାଇଭରର ବୟାନ ବି ରେକର୍ଡ କରାଯାଇଛି ।

chennai flood
ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ

ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ : ରବିବାରଠୁ ଛାଡୁନି ବର୍ଷା, ଯୁଆଡ଼େ ଦେଖିବେ ସିଆଡ଼େ ବନ୍ୟା

afghanistan mission
ଆଫଗାନିସ୍ତାନରେ ଶାନ୍ତି ଫେରାଇବା ପାଇଁ ଚେଷ୍ଟା କରୁଛି ଭାରତ

ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ଆଫଗାନିସ୍ତାନ ସମ୍ମିଳନୀ । ଇଣ୍ଡିଆନ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ଦ୍ୱାରା ଏହି ସମମ୍ମିଳନୀର ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ଚୀନ୍ ଓ ପାକିସ୍ତାନ । ତେବେ ସମ୍ମିଳନୀକୁ ଆସୁନଥିଲେ ମଧ୍ୟ ଏହି ଦୁଇ ରାଷ୍ଟ୍ର ଭାରତକୁ ତାଲିବାନ ବିରେଧୀ ଦର୍ଶାଇବା ଲାଗି ଭରପୁର ଉଦ୍ୟମ କରୁଛନ୍ତି ।

  • Monday, 08 November 2021
  • India
Gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦର । ଆଜି ରାଜଧାନୀ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ରହିଛି । ସେହପରି ରୂପାର ଦାମ୍ ଆଜି କମ୍ ରହିଛି । ଆଜି କିଲୋଗ୍ରାମ ପ୍ରତି ରୂପା ୬୪,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Uphaar tragedy
ପ୍ରମାଣ ନଷ୍ଟ କରିଥିଲେ, ୭ ବର୍ଷ ଜେଲ ଦଣ୍ଡ

ଦିଲ୍ଲୀର ଗ୍ରୀନ୍‌ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫୯ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।

LK Advani Birthday celebration
୯୫ ବର୍ଷରେ ପାଦ ଦେଲେ ଆଡଭାନୀ

ସମସ୍ତେ ଏକାଠି ହୋଇ ଆଜି କେକ୍ କାଟିଥିଲେ। ଆଡଭାନୀଙ୍କୁ କେକ୍ ଖୁଆଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବେଶ କିଛି ସମୟ ଏକାଠି ହୋଇ ସମସ୍ତେ ଆଲୋଚନା କରିଥିଲେ।

delhi
ବିଷାକ୍ତ ଯମୁନା : ଫେଣରେ ଛଟପୂଜା ପାଳନ

ବାୟୁ ପ୍ରଦୂଷଣରେ ନିଶ୍ୱାସ ନେଇପାରୁ ନଥିବା ଦିଲ୍ଲୀରେ ବର୍ତ୍ତମାନ ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି ।

L.K. Advani Turns 94, Wishes Pour In
ଜନ୍ମଦିନରେ ଆଡ୍‌ଭାନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅମିତ ଶାହ..

President Ram Nath Kovind presents the Padma Awards in the Rashtrapati Bhawan today.
୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ

ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟ.କ୍ତି ବିଶେଷଙ୍କୁ ମିଳିଛି ପଦ୍ମ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।

Heavy Rain Causes Waterlogging In Chennai, More Rains Expected In Next 48 Hrs
ପାଣିରେ ବୁଡିଛି ଚେନ୍ନାଇ ମହାନଗରୀ

ଉବୁଟୁବୁ ଚେନ୍ନାଇ ମହାନଗରୀ। ପ୍ରବଳ ବର୍ଷା ଯୋଗୁ ବେହାଲ ହୋଇଛି ଚେନ୍ନାଇ । ତଳିଆ ଅଞ୍ଚଳରେ ଲହଡି ଭାଙ୍ଗୁଛି ପାଣି । ରାସ୍ତାରେ ଆଣ୍ଠୁ ଉପରକୁ ପାଣି ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁକୀନ ହେଉଛନ୍ତି ।

karnatak
ଲାଞ୍ଚ ନେଇ ବିଚ୍ ରାସ୍ତାରେ ଦଉଡ଼ୁଛନ୍ତି ପୋଲିସ୍ ବାବୁ ! ଆଗେ ଆଗେ ସବ୍-ଇନ୍‌ସପେକ୍ଟର, ପଛରେ ଆଣ୍ଟି କରପ୍‌ସନ୍ ଟିମ୍

ପୋଲିସ-ପୋଲିସ୍ ଛକାପଞ୍ଚା । ଧାଉଁଥିବା ସବ୍ ଇନ୍‌ସପେକ୍ଟରଙ୍କ ବିରୋଧରେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା

Heavy Rain In Chennai
ପ୍ରବଳ ବର୍ଷାରେ ବେହାଲ୍‌ ଚେନ୍ନାଇ: ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ସ୍କୁଲ୍‌ ବନ୍ଦ ନେଇ ଘୋଷଣା

ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।

ashok
ଦେବାଳିଆ ହେଲେ, ଋଣ ସୁଝି ପାରିଲେନି ! ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଗିରଫ କଲା ସିବିଆଇ

୨୫ ବର୍ଷ ହେଲା ଋଣ ନେଇଥିଲେ, ହେଲେ ସୁଝିପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅଶୋକ ସୋକିୟା । ଆଉ ଏବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

National Executive Meeting
ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ମୋଦି ଦେଲେ ଗୁରୁମନ୍ତ୍ର

ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ।

Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଲଗାଣ ବର୍ଷାରେ ଉବୁଟୁବୁ ଚେନ୍ନାଇ; ପାଣି ଘେରରେ ଅସ୍ତବ୍ୟସ୍ତ ଜନଜୀବନ

ଭିଷଣ ବର୍ଷାରେ ଜଳାର୍ଣ୍ଣବ ଚେନ୍ନାଇ । ଗତ ରାତିରୁ ଚେନ୍ନାଇରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ଭିତରେ ଚେନ୍ନାଇ ସହରରେ ପ୍ରାୟ ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଲଗାଣ ବର୍ଷାରେ ଚେନ୍ନାଇ ବେହାଲ୍

ଗତ ରାତିରୁ ବର୍ଷା ଲାଗି ରହିବାରୁ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି.. ତଳିଆ ଅଞ୍ଚଳରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି.. ଅନେକ ସ୍ଥାନରେ ଘର ଭିତରେ ନଳା ପାଣି ପଶି ଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି..

Nawab Malik Calls Aryan Khan\'s Case \'Matter Of Kidnapping And Ransom\'
‘ଅପହରଣ ଓ ବଟି ଆଦାୟ ପାଇଁ ଆର୍ୟନଙ୍କୁ ଟ୍ରାପ୍ କରାଗଲା’

ଆର୍ୟନ ଖାନ ମାମଲାରେ ପୁଣି ବିସ୍ଫୋରକ ତଥ୍ୟ ଦେଇ NCBର ବରିଷ୍ଠ ଅଧିକାରୀ ସମୀର ଓ୍ୱାଙ୍ଖଡ଼େଙ୍କୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ସେ କହିଛନ୍ତି ଆର୍ୟନଙ୍କୁ ଅପହରଣ କରି ୨୫ କୋଟି ଟଙ୍କା ବଟି ଆଦାୟ ପାଇଁ ଚକ୍ରାନ୍ତ ହୋଇଥିଲା..

BJP National Executive Meeting
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍‌ସ୍‌

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍‌ସ୍‌ ଦିଆଯାଇଛି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Nawab Malik
ନୱାବଙ୍କ ସାଂଘାତିକ ଅଭିଯୋଗ- ଆର୍ୟନ ଖାନ ମାମଲା ହେଉଛି ‘ଅପହରଣ’ ଓ ‘ବଟି ଆଦାୟ’

ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଆର୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସମୀର ୱାଙ୍ଖଡେ ସାମିଲ ଥିଲେ ଓ ବିଜେପି ନେତା ମୋହିତ ଭରତିଆ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍‌ ଥିଲେ ବୋଲି ଏନ୍‌ସିପି ନେତା ନଓ୍ୱାବ ମଲ୍ଲିକ ଅଭିଯୋଗ କରିଛନ୍ତି।

Delhi\'s Overall Air Quality Continues To Remain \'Severe\' | Know Details
ବିଷ ବଳୟରେ ରାଜଧାନୀ

ବିଷ ବଳୟରେ ଭାରତର ରାଜଧାନୀ ଦିଲ୍ଲୀ। ଶୀତ ଦିନ ଆରମ୍ଭରୁ ଦିଲ୍ଲୀରେ ଧୂଳି ଧୂଆଁର ଆସ୍ତରଣ ତୀବ୍ର । ଫଳରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ।

Special Story | Mukesh Ambani & Family Have No Plans To Stay In London, Says Reliance Industries
ଭାରତ ଛାଡି ଲଣ୍ଡନରେ ରହିବେ କି ମୁକେଶ ଅମ୍ବାନୀଙ୍କ ପରିବାର? ସ୍ପଷ୍ଟୀକରଣ ରଖିଲା ରିଲାଏନ୍ସ

ସତରେ କ’ଣ ମୁମ୍ବାଇରେ ରହିବାକୁ ଅମ୍ବାନୀ ପରିବାରର ମନ ନାହିଁ? ଆଣ୍ଟିଲିଆ ଭଳି ବିଳାଶମୟ ଘର ଛାଡି ଲଣ୍ଡନ ଯିବେ କି? ଏମିତି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏମିତି କହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌...