• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Subhas Chandra Bose
ଏଣିକି ନେତାଜୀ ଜୟନ୍ତୀରୁ ଗଣତନ୍ତ୍ର ଦିବସ ପାଳନ, କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି

ଏଣିକି ଜାନୁଆରୀ ୨୪ ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ରୁ ଗଣତନ୍ତ୍ର ଦିବସ ପାଳନ କରାଯିବ। ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହେବ ଏହି ଚାରିଦିନିଆ ସମାରୋହ ପାଳନ । ନେତାଜୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କ ଜୟନ୍ତୀକୁ ସାମିଲ କରିବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

gold rate today
ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍‌

ହ୍ରାସ ପାଇଲା ସୁନାର ଦାମ୍, ଭାରତୀୟ ବଜାରରେ ଆଜି ହ୍ରାସ ପାଇଛି ସୁନାର ଦାମ୍‌। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୯୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କା ରହିଛି । ଦେଶରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ସେହିପରି ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୨୦୦ ଟଙ୍କା ରହିଛି ।

Indian Railways
ବିନା କାରଣରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି କି ? ପଡ଼ିପାରନ୍ତି ଏହି ସମସ୍ୟାରେ...

ବିନା କାରଣରେ ଆପଣ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରାଯାଇଥାଏ। 

Yogi Adityanath
ଅଯୋଧ୍ୟା ନୁହେଁ, ଗୋରଖପୁରରୁ ଲଢ଼ିବେ ଯୋଗୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।

Coronavirus
ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଛି। 

Samajwadi Party Meeting
ଗାଇଡ୍‌ଲାଇନ୍‌କୁ ଫୁ’: ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ସମାଜବାଦୀ ପାର୍ଟିର ବଡ଼ ସଭା

ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।

Near-Collision Between 2 Jets
ଏକାସଙ୍ଗେ ଗୋଟିଏ ରନ୍‌ୱେରେ ଆସିଗଲା ୨ ବିମାନ, ଥିଲେ ଶତାଧିକ ଯାତ୍ରୀ....

ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍‌ୱେରେ ଆସିଗଲା ୨ଟି ବିମାନ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।

CDS Bipin Rawat
CDS ବିପିନ ରାୱତଙ୍କ ଚପର କ୍ରାସ୍ ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା ।

gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ସୁନାର ଦାମ୍ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୯୬୦ ଟଙ୍କା ଓ ୫୧,୨୨୦ ଟଙ୍କା ରହିଛି ।

Indian-origin Rishi Sunak
ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ହୋଇପାରନ୍ତି ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ତାଙ୍କ ଉପରେ ଚାପ ପଡୁଛି।

Bomb Found In Bag At Delhi
ରାଜଧାନୀରେ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ଭୟଭୀତ ଲୋକେ

ଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ ମିଳିଛି। କିଏ ରଖିଲା ବ୍ୟାଗ୍‌ ? କେଉଁଠୁ ଆସିଲା  ଓ କେଉଁଠିକି ଏହି ବ୍ୟାଗ୍‌ ଯାଇଥାନ୍ତା ? ଏନେଇ ସ୍ପେଶାଲ୍‌ ସେଲ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। 

Covid Party
ପାଗଳାମୀ ! ୧୦ ହଜାର ଟଙ୍କା ଖର୍ଚ୍ଚ କରି କରୋନା ଆକ୍ରାନ୍ତଙ୍କ ସହ ଡିନର ପାର୍ଟି

କିଛି ଲୋକେ ଭ୍ୟାକ୍‌ସିନ୍‌ ନନେବା ଲାଗି ‘ମାରାତ୍ମକ କୌଶଳ’ ଆପଣାଇବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଜାଣିଶୁଣି କରୋନା ପଜିଟିଭ୍‌ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସହ ଡିନର୍‌ ଓ ୱାଇନ୍‌ ପାର୍ଟି କରୁଛନ୍ତି।

gwalior
ଲୋକ ପ୍ରତିନିଧିଙ୍କ ଭିନ୍ନ ରୂପ ! ପରିବା ବିକ୍ରି କରୁଥିବା ମହିଳାଙ୍କ ଗୋଡ଼ ତଳେ ପଡ଼ିଗଲେ ଓ ଚାପୁଡ଼ା ମାରିବାକୁ କହିଲେ ମନ୍ତ୍ରୀ

ବିରୋଧର ସମ୍ମୁଖୀନ ହେବାରୁ ମହିଳାଙ୍କ ଗୋଡ଼ ତଳେ ପଡ଼ିଗଲେ ମନ୍ତ୍ରୀ । ଅଭିଯୋଗ ଶୁଣାଇବା ପୂର୍ବରୁ ପ୍ରଥମେ ମୋତେ ମାଡ଼ ମାର ମା ବୋଲି କହିଥିଲେ ।

Senior Journalist Kamal Khan Dies
ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ ହୋଇଛି। ବହୁ ବର୍ଷ ଧରି ସେ ଲକ୍ଷ୍ନୌର NDTV ବ୍ୟୁରୋ ଚିଫ୍ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି କମାଲ ଖାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। 

Cops Make 1st Arrest In Haridwar Hate Speech
ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲା: ଅଭିଯୁକ୍ତ କହିଲେ- ‘ତୁମେ ସବୁ ମରିବ’

ହରିଦ୍ୱାର ଧର୍ମ ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ହେଟ୍‌ ସ୍ପିଚ୍‌ (Haridwar Hate Speech) ଦେବା ଘଟଣାରେ ପୋଲିସ୍‌ ଗତକାଲି ଜଣଙ୍କୁ ଗିରଫ କରିଛି। ଧର୍ମ ସଂସଦରେ ହେଟ୍‌ ସ୍ପିଚ୍‌ ଘଟଣାରେ ପୋଲିସ୍‌ ୱସିମ୍‌ ରିଜ୍‌ଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କୁ ଗିରଫ କରିଛି।

Gangasagar Mela
ଗଙ୍ଗା ଆଣିବ କି ବିପଦ ? ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ ୩ ଲକ୍ଷ ଲୋକ !

ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ?

Train Derails In West Bengal
ବର୍ଷର ଆରମ୍ଭରୁ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅକାଳରେ ଚାଲିଗଲା ୮ ଜୀବନ

ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ବିକାନେର-ଗୌହାଟି ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା।

Abhinaya Reddy
ଏୟାରପୋର୍ଟକୁ ଜଳ ଯୋଗାଣ ବନ୍ଦ କଲେ ବିଧାୟକଙ୍କ ପୁଅ 

ଉଭୟଙ୍କୁ ସ୍ୱାଗତ କରିବା ଲାଗି ଅଭିନୟ ରେଡ୍ଡୀ ନିଜ ସମର୍ଥକଙ୍କ ସହ ବିମାନ ବନ୍ଦରକୁ ଯାଇଥିଲେ। କିନ୍ତୁ ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଅଟକାଇଥିଲେ।

  • Thursday, 13 January 2022
Train Accident
ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା, ହେଲେ କାହିଁକି ? ୨୦୨୦ରେ ଯାଇଛି ୧୨ ହଜାର ଜୀବନ

ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିଲେ ।

Ganja
କରୋନାକୁ ରୋକିବାରେ ସହାୟକ ଗଞ୍ଜେଇ

 ଆମେରିକାର କିଛି ବିଶେଷଜ୍ଞ ଏହା ଗବେଶଣା କରି ଜାଣିବାକୁ ପାଇଛନ୍ତି । ସେ କହିଛନ୍ତି ଗଞ୍ଜେଇରେ କାନାବିନଏଡ୍‌ ଏସିଡ୍‌ ରହିଛି । ଯାହାକି କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ।

Train Accident
ବିକାନେର ଏକ୍ସପ୍ରେସର ୧୨ ବଗି ଛିନ୍‌ଛତ୍ର, ୫ ମୃତ

ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଲ୍‌ୱେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରେନ୍‌ଟି କାହିଁକି ଓ କେଉଁ ପରିସ୍ଥିତିରେ ଲାଇନ୍‌ଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

gold rate today
ବଢିଲା ସୁନାର ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୪୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ୪୬,୯୫୦ ଟଙ୍କା ଓ ୫୦,୨୧୦ ଟଙ୍କା ରହିଛି।

cheat
ବ୍ୟାଗରେ ଟଙ୍କା ପକାଅ, ଦଶ ଦିନରେ ହେବ ଡବଲ ! ଦାରିଦ୍ର୍ୟ ଦୂର କରିବାର ବାହାନା ଦେଖାଇ ଲୁଟି ନେଲେ ଦୁଇ ଲକ୍ଷ

ବୃଦ୍ଧ ଦମ୍ପତିଙ୍କୁ ଠକିଲେ ଭଡ଼ାଟିଆ । ଟଙ୍କା ଦୂର କରିବାର ବାହାନା ଦେଖାଇ ଟଙ୍କା ଲୁଟିନେଲେ ।

  • Thursday, 13 January 2022
  • Loot
two brother
ବିଭାଜନ ସମୟରେ ଅଲଗା ହୋଇଯାଇଥିଲେ ଦୁଇ ଭାଇ ! ୭୪ ବର୍ଷ ପରେ ଏକାଠି ହେଲେ, ପରସ୍ପରକୁ ଆଲିଙ୍ଗନ କରି କାନ୍ଦିଲେ . .

ବିଭାଜନ ବେଳେ ଅଲଗା ହୋଇଥିଲେ, ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ ।

spirit of youth
୭୭ ବର୍ଷ ବୟସରେ ଜଲୱା ଦେଖାଇଲେ ବୃଦ୍ଧ ! ୫୬ ଥର ବିଫଳ ହେବା ପରେ ୫୭ ତମ ଥରରେ ଦଶମ ପାସ୍ କଲେ

ପରିଣତ ବୟସରେ ଦଶମ ପାସ୍ । ୭୭ ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷାରେ ପାସ୍ କରିଥିଲେ ।